ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ଦୀର୍ଘ ଦିନ ଧରିକି ସେହି ଗଞ୍ଜାମ ରେ ଘଟିଥିବା ଦିନେଶ ଆଉ ଦୀପିକା ଙ୍କ ଘଟଣା କୁ 72 ଦିନ ବିତି ଗଲାଣି କିନ୍ତୁ କିଛି ବି ନ୍ୟାୟ ମିଳି ପାରୁନି ଦୀପିକା ଙ୍କୁ |ତେବେ କେଉଁଭଳି ଭାବରେ ଦୀପିକା ନ୍ୟାୟ ପାଇଁ ବସିଛନ୍ତି ଦିନେଶ ଙ୍କ ଘର ସାମ୍ନା ରେ ଆମେ ଦେଖିବାକୁ ପାଉଛେ |ଦୀର୍ଘ ଦିନ ହେବ ନ୍ୟାୟ ପାଇଁ ଦିନେଶ ଙ୍କ ଘର ଆଗରେ ବସି ରହିଛନ୍ତି ଦୀପିକା | ଆଉ ଯାହା ଜଣା ପଡିଛି କି ମହିଳା କମିଶନ ଙ୍କ ନିର୍ଦେଶ କ୍ରମେ ଆସିଥିଲେ ଦୀପିକା | କିନ୍ତୁ ଦୀନେଶ ସେଠାକୁ ନ ଆସିବାରୁ ଦୁଃଖ ପ୍ରକାଶ କରିଛନ୍ତି ଦୀପିକା ଓ ଦୀନେଶ ଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ବୋଲି କୁହାଯାଉଛି | ତାହେଳେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଦୀପିକା ଦୀର୍ଘ ଦିନ ଧରିକି ନିଜ ପାଇଁ ଓ ନିଜ ପୁଅ ପାଇଁ ନ୍ୟାୟ ମାଗୁଛନ୍ତି | ଆଉ ଆଜକୁ ପ୍ରାୟ 72 ଦିନ ମଧ୍ୟ ବିତି ଗଲାଣି,ଆଉ ମନରେ ଆଶା ରଖିଛନ୍ତି କି ଦୀପିକା ଙ୍କ ମନରେ କଥା କୁ ଦିନେଶ ବୁଝି ପାରିବେ |ଆଉ ଖରା ବର୍ଷା କୁ ଖାତିରି ନ କରିକି ପଡି ରହିଛନ୍ତି ଦିନେଶ ଙ୍କ ଘର ସାମ୍ନା ରେ ନ୍ୟାୟ ପାଇଁ | କିନ୍ତୁ ତାଙ୍କୁ ନ୍ୟାୟ କେଉଁଠି ମିଳୁଛି ମିଳୁଛି ଖାଲି ନିର୍ଯାତନା | ତେବେ ଏତେ ସବୁ ପରେ ମହିଳା କମିଶନ ଙ୍କ ପାଖରୁ କୋଲ ଆସିଥିଲା କି ଭୁବନେଶ୍ୱର ଯିବା ପାଇଁ |
ଆଉ ପୁଅ ର ଆଧାର କାର୍ଡ ପାଇଁ ଦୋକାଯାଇଛି ଉଭୟ ଦୀପିକା ଆଉ ଦୀନେଶ ଙ୍କୁ | ଆଉ ଯେଉଁ କଥା ଶୁଣିବା ପରେ ଦୀପିକା ମଧ୍ୟ ଖୁସି ହୋଇଯାଇଥିଲେ | ଆଉ ତାଙ୍କର ଦୋକାନ ବନ୍ଦ ଅଛି ଆଉ ଫାଇନାନସିଆଲ କଣ୍ଡିସନ ମଧ୍ୟ ଖରାପ ଥିବା ପରେ ମଧ୍ୟ ଗଞ୍ଜାମ ରୁ ଭୁବନେଶ୍ୱର କୁ ନ୍ୟାୟ ପାଇବା ଆଶାରେ ଧାଇଁ ଆସିଥିଲେ ଦୀପିକା | ଆଉ ଏସ ଆଇ ସାର ଙ୍କ ପରାମର୍ଶ ନେଇକି 10 ତା ବେଳେ ତାଙ୍କର କେସ ଅଛି ବୋଲି କହିବା ପରେ ଆସିଥିଲେ ଦୀପିକା |
କିନ୍ତୁ ମହିଳା କମିଶନ ଙ୍କ ପାଖରେ ପହଂଚିବା ପରେ ସେମାନେ କହିଥିଲେ କି ଆଜି ତାଙ୍କର ଡେଟ ନାହିଁ ବୋଲି | ଆଉ ଯାହାର ପ୍ରତିକ୍ରିୟା ରଖିକି ଦୀପିକା କହିଥିଲେ କି ଯଦି ଆପଣ ଡୋକାଉଛନ୍ତି ଆମକୁ ତାହେଲେ ଫାଇଲ ଦେଖି ଡେଟ କୁ ଦେଖିକି ଡାକନ୍ତୁ | ଆଉ ଏହିଭଳି ଭାବରେ ଡାକିକି ସମାଧାନ ପାଇଁ ଆଶା ରଖି ନିରାଶା ହେବାରେ ବହୁତ ମନ କଷ୍ଟ ହେଉଛି | ତେବେ ଦୀପିକା ଦୀନେଶ କୁ ଅପେକ୍ଷା କରିବେ ବୋଲି ମଧ୍ୟ କହିଛନ୍ତି ସେଠାରେ | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।