ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ହୋଇ ଚଇ ସୃଷ୍ଟି କରିଛଗୀ ସେହି ମାୟାବିନୀ ଅର୍ଚନା ନାଗ ଙ୍କ କଥା | ଆଉ ଯେଉଁଠି ଜଣା ପଡିଛି କି କେଉଁ ଭଳି ଭାବରେ ଅର୍ଚନା ନାଗ ନିଜର ମାୟା ଜାଲରେ ଫୋସାଇବାକୁ ଲାଗିଛନ୍ତି ବଡ଼ ବଡ଼ିଆ ବାବୁ ମାନଙ୍କୁ | ଆଉ ଯେଉଁଠି ଦେଖୁବାକୁ ମିଳିଛି କି କେଉଁ ଭଳି ଭାବରେ ଅର୍ଚନା ନାଗ ସମସ୍ତଙ୍କୁ ମାୟା ଜାଲରେ ଫୋସାଇଛନ୍ତି ଓ ନିଜ ପାଇଁ ଏତେ ବଡ଼ ଗୋଟିଏ ପ୍ରାସାଦ ତିଆରି କରିଛନ୍ତି ବୋଲି କୁହାଯାଇଛି | ଆଉ ଯେଉଁ କଥା କୁ ନେଇକି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ| ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘାଟଣ ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ନିଜର ମାୟା ଜାଲରେ ସମସ୍ତଙ୍କୁ ଫୋସାଇବାକୁ ଲାଗିଛନ୍ତି ଅର୍ଚନା |ଆଉ ମନ୍ତ୍ରି ପାଖରୁ ଆରମ୍ଭ କରିକି ସମସ୍ତଙ୍କ ଉପରେ ସେ ନିଜର ରାଜ ଜମାଇଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅର୍ଚନା ନାଗ ଙ୍କ କଥା କୁ ନେଇକି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଆଉ ଦୋଷୀ କୁ ଉଚିତ ଦଣ୍ଡ ଦେବା କଥା ମଧ୍ୟ କହିଛନ୍ତି | ଆଉ ଯେଉଁଠି ଦାମୋଦର କହିଛନ୍ତି କି କେଉଁଭଳି ଜଣେ ଝିଅ କଳାହାଣ୍ଡି ଭଳି ଜାଗାରୁ ଆସିକି ଭୁବନେଶ୍ୱର ରେ ନିଜର ମାୟା ଜାଲ ବିଛାଇ ପାରିଛନ୍ତି | ଆଉ ଭୁବନେଶ୍ୱର ରେ ଏତେ ବଡ଼ କୋଠା ତିଆରି କରିପାରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି |
ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ନିହାତି ଏହା ପଛରେ ନେତା ଆଉ ମନ୍ତ୍ରୀ ମାନଙ୍କର ହାତ ରହିଛି | ଆଉ ଯେଉଁଠି ଦାମୋଦର ପ୍ରଶ୍ନ କରିଛନ୍ତି କି ଯେଉଁଠି ତାଙ୍କୁ ଖେଳ ଦେଖିବା ପାଇଁ ଟିକେଟ ମିଳି ଣ ଥିଲା ସେଠାରେ କେମିତି ଅର୍ଚନା ଙ୍କ ପାଖକୁ 50 ଟି VIP ଟିକେଟ କଲା | ତାହା ବ୍ୟତୀତ ଆହୁରି ମଧ୍ୟ କହିଛନ୍ତି କି ବିଧାନସଭା କୁ ପଶିବ ପାଇଁ ଯେଉଁଠାରେ ସମସ୍ତଙ୍କୁ ଅନୁମତି ନେବାକୁ ପଡିଥାଏ ଓ ପାସ ବିନା ତାହା ଭିତରକୁ ଯିବା ପାଇଁ ପାରମିଶନ ମିଳି ଣ ଥାଏ |
ଆଉ ଯେଉଁଠି ମିଡ଼ିଆ ଵାଲା ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଟିକେଟ ରହିଥାଏ, ସେତେବେଳେ ଅର୍ଚନା ନାଗ କେମିତି ବିନା ପରମିସନ ରେ ଭିତରକୁ ଯାଇ ପାରୁଛନ୍ତି | ତେବେ ଦାମୋଦର ଏତିକି କହିଛନ୍ତି କି ଏହି ଘଟଣା ର ତଦନ୍ତ କରିବା ଆବଶ୍ୟକ | ଆଉ କିଏ ଏହି ଘଟଣା ପଛରେ ରହିଛି ଆଉ ଏହି ଘଟଣା ର ପ୍ରକୃତ ଦୋଷୀ କିଏ ଆଉ କେଉଁ କେଉଁ ନେତା ମାନଙ୍କର ଏଥିରେ ହାତ ଅଛି ଶାସକ ଦଳ କୁ ଏହାକୁ ତଦନ୍ତ କରିବାକୁ କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।