ଦେଖନ୍ତୁ ଭିଡ଼ିଓ : ଦୁଇ ଭଉଣୀ କବାଟ ବନ୍ଦ କରି ଏମିତି କାମ କରୁଥିଲେ, ମାଆ ଦେଖି ଚପଲରେ ପିଟିଲେ, ଭିଡ଼ିଓ ହେଉଛି ଭାଇରାଲ…….

0

ସୋସିଆଲ ମିଡିଆରେ ଅନେକ କିଛି ଜିନିଷ ଆମେ ମାନେ ପ୍ରତିଦିନ ଦେଖିବାକୁ ପାଇଥାଉ, ତେବେ ସୋସିଆଲ ମିଡିଆରେ ପ୍ରତ୍ୟକ ଦିନ କିଛି ନା କିଛି ଥଟା ବା ମଜାର ଖବର ମଧ୍ୟ ଆମମାନଙ୍କୁ ଶୁଣିବା ପାଇଁ ମିଳିଥାଏ। ଏଭଳି ଥଟ୍ଟା ମଜା ଭିଡ଼ିଓ ଦେଖିଲା ପରେ ଆମେ ହସିଥାଉ। କାରଣ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢ଼ା ଯାଏ ସୋସିଆଲ ମିଡ଼ିଆ ସହିତ ସବୁବେଳେ ଜଡ଼ିତ ହୋଇଥାନ୍ତି। ନିଜର କ୍ରିଏଟିଭିଟି ଦେଖାଇ ଥାନ୍ତି। ନିଜର ଅଭିନୟକୁ ଦେଖାଇଥାନ୍ତି, ଲୋକମାନଙ୍କୁ ଯଦି ପସନ୍ଦ ଆସିଲା ତାହାଲେ, ତେବେ ଭିଡ଼ିଓ ଭାଇରାଲ ହେବାରେ ଲାଗିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯାହା ଆପଣମାନେ ଦେଖିଲେ ହସି ହସି ଗଡିଯିବେ ସେହି ଭଳି ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଭାଇରଲ ହବାରେ ଲାଗିଛି। ଯାହାକି ଆପଣମାନେ ଦେଖିଲେ ଖୁସିରେ ପାଗଳ ହେଇଯିବେ, ସେହିଭଳି ଦୃଶ୍ୟ କିଛି ଦେଖିବାକୁ ମିଳିଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ;

ଆଜିକାଲିର ପିଲାମାନେ ନିଜ ରୁମ ଭିତରେ ନାଚିବା, ମଜା କରିବା ଏବଂ ଫୋନରେ ଗପିବାକୁ ବେଶି ପସନ୍ଦ କରୁଛନ୍ତି।ଯଦି ପରିବାରର କୌଣସି ସଦସ୍ୟଙ୍କ ହାବୁଡ଼ରେ ପଡିଯାଉଛନ୍ତି ମାଡ ଓ ଗାଳି ଖାଇବା ସୁନିଶ୍ଚିତ ହୋଇଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସେମିତି କିଛି ଘଟଣା ଘଟିଛି। ଘଟଣାଟି ହେଉଛି ଦୁଇ ଜଣ ଭଉଣୀ ନିଜ ରୁମ ଭିତରେ କ୍ୟାମେରା ଲଗାଇ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା। ସେହି ଦୁଇ ଭଉଣୀ କ୍ୟାମେରା ଲଗାଇ ଡ୍ୟାନ୍ସ କରୁଥିବାର ତାଙ୍କ ମା ରୁମ ଭିତରକୁ ପଶି ଆସିଦେଖିଲେ ଯେ ତାଙ୍କର ଦୁଇ ଝିଅ ଟୁକରିଙ୍ଗ ଡ୍ୟାନ୍ସ କରୁଛନ୍ତି। ଏହା ଦେଖି ସେମାନଙ୍କ ମା ତାଙ୍କୁ ଚପଲରେ ପିଟିଥିଲେ।

ତେବେ ଉଭୟ ଭଉଣୀ ଭିଡ଼ିଓ କରୁଥିବା ବେଳେ ସେମାନେ କବାଟ ଲଗାଇ ନଥିଲେ। ତେବେ ସେମାନେ ମଧ୍ୟ କେବେବି ଭାବିନଥିଲେ, ଯେ ତାଙ୍କ ମାଆ ହଠାତ ତାଙ୍କ କବାଟ ଖୋଲି ଭିତରକୁ ପଶିଆସିବେ। ତେବେ ତାଙ୍କ ମାଆଙ୍କୁ ପ୍ରକୃତରେ ନାଚ ପସନ୍ଦ ନୁହେଁ ସେମାନେ ନାଚିଲା ବେଳେ ବିରକ୍ତି ଭାବ ପ୍ରକାଶ କଟିଥାନ୍ତି। ଦୁଇ ଭଉଣୀ ଯେତେବେଳେ ଡ୍ୟାନ୍ସ କରନ୍ତି ସବୁବେଳେ କବାଟ ବନ୍ଦ କରିକି ନାଚି ଥାନ୍ତି। ତେବେ ଏସବୁ ଭିଡ଼ିଓ ଲାଗିଥିବା କ୍ୟାମେରା ରେ ରେକର୍ଡ ହୋଇଯାଇଥିଲା। ଏହା ପରେ ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦର୍ଶକ ଏହାକୁ ଅଧିକ ମାତ୍ରରେ ସେୟାର କରିଛନ୍ତି। ଏଭଳି ଅନେକ କମେଣ୍ଟ ମଧ୍ୟ କରୁଛନ୍ତି, ତେବେ ସେଇ ଦୁଇଭଉଣୀ ଚର୍ଚ୍ଚାରେ ଅଛନ୍ତି। ତେବେ ବନ୍ଧୁଗଣ ଯଦି ଆପଣଙ୍କ ସହିତ ଏପରି କିଛି ଘଟଣା ଘଟିଛି ତାହା ଆପଣ କମେଣ୍ଟ ବକ୍ସ ରେ ମଧ୍ୟ ସେୟାର କୃପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।