ଦୁଇ ଦିଅର ମୋ ସହିତ ରଖନ୍ତି ଶା-ରୀ-ରି-କ ସ-ମ୍ବ-ନ୍ଧ, ସ୍ଵାମୀ-ଶଶୁର କରନ୍ତି ସପୋର୍ଟ, ପୁରା ଘଟଣା ଜାଣିଲେ ହେବେ ଦୁଃଖିତ…

0

ଆଜି କାଲି ସମାଜରେ ଲୋକମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ କ୍ରମଶଃ ଲୋପ ପାଇବାରେ ଲାଗିଲାଣି। ସେଥିପାଇଁ ପାଇଁ ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନୈତିକ ସମ୍ପର୍କ ବିଷୟରେ ଶୁଣିବା ପାଇଁ ମିଳୁଛି। ଏପରି ଲୋକ ମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିଲାଣି ଯେ, ଲୋକେ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି, ମନ ମଧ୍ୟରେ ଯୌନ ଲାଳସା ରଖି ଦୁଷ୍କର୍ମ ଭଳି କାମ କରିବା ପାଇଁ ପଛାଉ ନାହାଁନ୍ତି। ଏଭଳି ଅନେକ ଲୋକ ଆମ ଆଖପାଖରେ ଅଛନ୍ତି, ସେମାନଙ୍କର ଝିଅ ବହୂଙ୍କ ଉପରେ ଖରାପ ନଜର ରହିଥାଏ। ଏବଂ ମଉକା ଦେଖି ଖରାପ କାମ କରିବା ପାଇଁ ପଛାଇ ନଥାନ୍ତି। ଏଭଳି ଘଟଣା ବିଷୟରେ ଆପଣ ସୋସିଆଲ ମିଡିଆରେ ଅନେକ ଥର ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି, ଯାହାକୁ ଦେଖିଲା ପରେ ନିଜକୁ ଆତି ଲଜ୍ଜିତ ମନେ କରିବେ। ଆପଣଙ୍କ ମନ ମଧ୍ୟରେ କେବଳ ଗୋଟିଏ ପ୍ରଶ୍ନ ଆସିବ ଯେ ଏଭଳି ବି ପଶୁ ପ୍ରବୃତିର ଲୋକ ଅଛନ୍ତି ? ତେବେ ବନ୍ଧୁଗଣ ଘଟଣାଟି ହେଉଛି, ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ସହିତ ନିଜ ଦୁଇ ଭାଇକୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ହରିୟାଣାର ଅମ୍ବାଲାଲର ଛୋଟ ଗାଁ ରୁ ଏକ ଘଟଣାଟି ଆସିଛି। ସେହି ଗାଁ ର ଜଣେ ମହିଳା ପୀଡିତା ଅବସ୍ଥାରେ ଅଛନ୍ତି, ପୀଡିତା ଜଣଙ୍କ ବିବାହ 10 ବର୍ଷ ପୂର୍ବରୁ ହୋଇଥିଲା।ମହିଳାଙ୍କ ସ୍ୱାମୀ ବିବାହ ପରେ ତାକୁ ଅପ୍ରାକୃତିକ ସମ୍ବଦ୍ଧ ବନେଇବା ପାଇଁ ସେହି ମହିଳାଙ୍କୁ ବାଧ୍ୟ କରିଥିଲେ। ଦୁଷକର୍ମ ପାଇଁ ବ୍ୟକ୍ତିଙ୍କ ଦୁଇ ଭାଇ ମଞ୍ଜିତ ଓ ଯଶବୀନ୍ଦ୍ର ସାମିଲ ହୋଇଥିଲେ। ଏହି ଦୁଇ ଜଣ ନିଜ ଭାଉଜଙ୍କ ସହ ଅପ୍ରାକୃତିକ ଦୁଷକର୍ମ କରିବାକୁ ଲାଗିଲେ |ମହିଳା ଜଣଙ୍କ ଦୁଷକର୍ମ ଉପରେ ବିରୋଧ କରିବା ସ୍ଵତେ କୌଣସି ଫାଇଦା ହେଲା ନାହିଁ।

ଆଶ୍ଚର୍ଯ୍ୟର କଥା ଯେ ଦିଅର ମାନଙ୍କ ଦୁଷକର୍ମ ଉପରେ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁର ମଧ୍ୟ ସାମିଲ ଥିଲେ ଏବଂ ସେ ଏହି ଘଟଣା ବିଷୟରେ ଜାଣି ମଧ୍ୟ ଚୁପ ରହିଥିଲେ। କିଛି ଦିନ ପରେ ସ୍ୱାମୀର ମାମୁଁ ମଧ୍ୟ ଏ ବିଷୟରେ ଜାଣି ପାରିଥିଲେ। ବ୍ୟକ୍ତିଙ୍କ ମାମୁଁ ଏହି ଘଟଣାକୁ ରୋକିବା ବଦଳରେ ଖରାପ ଉଦେଶ୍ୟ ରଖି ମହିଳାଙ୍କ ପାଖକୁ ଯାଇଥିଲେ ଓ ଦୁଷକର୍ମ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ମହିଳା ଜଣଙ୍କ ବିରକ୍ତ ହୋଇ ନିଜ ପରିବାର ଓ ସମ୍ପର୍କକିୟ ମାନଙ୍କୁ ଘଟଣା ବିଷୟର ସବୁ ଜଣାଇଲା।

ପୀଡିତା ମହିଳାଙ୍କ କହିବା ଅନୁସାରେ, ତାଙ୍କ ପରିବାର ଲୋକ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ, ହେଲେ ପୋଲିସ ତରଫୁରୁ ମହିଳାଙ୍କୁ କୌଣସି ସାହାଯ୍ୟ ମିଳିନଥିଲା।ଏହା ପରେ ମହିଳାଙ୍କ ପରିବାର ଲୋକ ଏହି ମାମଲାକୁ ଇନ୍ତାରନେସନାଲ ମାନବ ଅଧିକାର ଆୟୋଗରେ ନେଇ ଯାଇଥିଲେ। |ସେଠାରେ ସେ ଚିଫ ବିକାଶ ବଂଶଲଙ୍କୁ ଏହି ମାମଲା ବିଷୟରେ କହି ସାହାଯ୍ୟ ମାଗିଥିଲେ, ଯାହା ଫଳରେ ବଂଶଲ ଆଶ୍ବସନା ଦବା ସହିତ ସାହାଯ୍ୟ ମଧ୍ୟ କରିଥିଲେ।ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।