ଦୁଇ ପ୍ରେମୀ ଯୁଗଳ ଜଙ୍ଗଲରେ ଏକୁଟିଆ କରୁଥିଲେ ରାସଲୀଳା, ଆଉ ତା ପରେ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ର ଯୁବପିଢି ମାନେ ପ୍ରେମର ବାସ୍ତବ ସଂଜ୍ଞା କୁ ପରିବର୍ତ୍ତନ କରି ଦେଇ ସାରିଲେଣି। ସେମାନେ ପ୍ରେମକୁ ଯେଉଁ ଭଳି ଭାବରେ ଭାବୁଛନ୍ତି ତାହା ସମାଜର ଏକ କଳୁଷିତ ଧାରା କୁ ବୁଝାଉଛି।କୁହାଯାଏ ପ୍ରେମ ଏକ ଏମିତି ଜିନିଷ ଯାହା ମାନେନା ସମାଜର କଟକଣା କି କୌଣସି ବାଧା ବିଘ୍ନ। ନିଜର ମନର ମଣିଷକୁ ପାଇବା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ। ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ। ତା ପାଖରେ ଥାଏ କେବଳ ଗୋଟିଏ ଲକ୍ଷ୍ୟ, କେମିତି ବି ହେଉ ସେ ତାର ମନ ମଣିଷ, ଜୀବନ ସାଥିର ହାତ ଧରିବ।

ଆଉ ଏମିତି ରେ ପ୍ରେମ ଆଗରେ ସବୁ ବାଧାବିଘ୍ନ ବି କୁଆଡେ ହାର ମାନିଥାଏ। ତେଣୁ ପ୍ରେମର ଏକ ଅଦୃଶ୍ୟ ଶକ୍ତି ରହିଚି। ଯାହା ମହାନ୍ ଏବଂ ଚିରନ୍ତନ ଅଟେ।ଯେଉଁଠି ନିଜର ପ୍ରେମକୁ ନିଜର କରିବା ପାଇଁ ପ୍ରେମିକ ପ୍ରେମିକା କିଛି ବି କରିବାକୁ ପଛାନ୍ତି ନାହିଁ। କିନ୍ତୁ ଆଜିକାଲି ର କିଛି ଯୁବପିଢି ଏହାର ସଂଜ୍ଞା ଏବଂ ରୂପରେଖ କୁ ଭୁଲି ଅନ୍ଯ ଦିଶାରେ ନିଜକୁ ପରିଚାଳିତ କରୁଛନ୍ତି। ଏବେର ପ୍ରେମିଯୁଗଳ ମାନଙ୍କର ଅନେକ ପ୍ରକାରର ହରକତ ସବୁକୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଯେଉଁ କାର୍ଯ୍ୟ ଦ୍ଵାରା ସେମାନେ ସାଧାରଣରେ ନିନ୍ଦିତ ଏବଂ ଅପମାନିତ ହେଉଥିବାର ମଧ୍ଯ ଦେଖିବାକୁ ମିଳିଥାଏ।

ପରେ ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବା ସହିତ ପରିବାର ଉପରେ ମଧ୍ଯ ପଡ଼ିଥାଏ। ତେବେ ଏବେ ପୁଣି ସେହିପରି ଏକ ଘଟଣା ନିକଟରେ ଘଟିଛି ଯାହା ସମସ୍ତଙ୍କୁ ଲଜ୍ଜିତ କରିଛି ଏବଂ ସମସ୍ତଙ୍କୁ ଏହା ଭାବିବାକୁ ବାଧ୍ୟ କରି ଦେଇଛି ଯେ ପ୍ରେମ କୁ କିପରି ଭାବରେ ଅପମାନିତ କରୁଛନ୍ତି ଏହି ଯୁବକ ଯୁବତୀ। ଆମେ କହୁଥିବା ଏହି ଘଟଣାଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ। ଏଠାରେ ଏକ ପ୍ରେମୀ ଯୁଗଳଙ୍କୁ ଏକ ନିଛାଟିଆ ସ୍ଥାନରେ ଅଶ୍ଳୀଳ ହରକତ କରୁଥିବାର ଦେଖିବାକୁ ପାଇ କିଛି ସ୍ଥାନୀୟ ଯୁବକ ଧରିଥିବା ଦେଖିବାକୁ ମିଳୁଛି। ଏହାପରେ ସେମାନେ କିଛି ପ୍ରଶ୍ନ ପଚାରିବା ସହିତ ଏଠାକୁ କାହିଁକି ଆସିଥିଲେ ବୋଲି ପଚାରୁଛନ୍ତି।

ଏସବୁ ଦେଖି ପ୍ରେମି ଯୁଗଳ ଦୁଇଜଣ କାନ ଧରି ତାଙ୍କର ଭୁଲ୍ ହୋଇ ଯାଇଛି ତାଙ୍କୁ ଛାଡି ଦେବାକୁ ଅନୁରୋଧ କରୁଛନ୍ତି। ଏହିଭଳି ଲଜ୍ୟା କର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଏହି ସମୟରେ ଏକ ପ୍ରଶ୍ନ ମନକୁ ଆସିବା ସ୍ଵାଭାବିକ ଯେ ପ୍ରେମକୁ ସମ୍ମାନ ନଦେଇ, ନିଜର ଶାରୀରିକ ଆକର୍ଷଣ କୁ ପୂର୍ଣ୍ଣ କରିବା ପାଇଁ ସମାଜ ଆଗରେ ସର୍ବ ସମ୍ମୁଖରେ ଏମିତି ନିନ୍ଦନୀୟ ହରକତ କରିବା କଣ ପ୍ରକୃତରେ ପ୍ରେମର ବାସ୍ତବ ପରିଭାଷା ଅଟେ କି? ଏହାକୁ ଥରେ ଆଜିର ଯୁବ ପିଢ଼ି ଭଲଭାବରେ ଭାବିବା ଦରକାର୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।