Jyotish ଶାସ୍ତ୍ର- ଆସୁଛି ୨୦୨୩ ନୂଆବର୍ଷ ୮ଟି ରାଶିରେ ଧନର ବର୍ଷା ୪ଟି ରାଶିରେ ଦୁଃଖର ପାହାଡ଼,ଜାଣନ୍ତୁ କେଉଁ ସବୁ ରାଶି …

ତେବେ ଆମେ ଜାଣିଛୁ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମର ଭାଗ୍ୟର ପରିବର୍ତ୍ତନ ହୋଇଥାଏ | ତାହା ସହିତ ଆମର ରାଶି ମାନଙ୍କର ବିଷୟରେ ମଧ୍ୟ ଅନେକ କଥା ଜଣାଇଥାଏ ବୋଲି କୁହାଯାଇଥାଏ | ତେବେ ଆଜି ମୁଁ ଆପଣ ମାନଙ୍କୁ ଜଣାଇବାକୁ ଯାଉଛି ସେହି 12 ଗତି ରାଶି ମାନଙ୍କର ଭାଗ୍ୟ ଫଳ ବିଷୟରେ | ତେବେ ଏହି 12 ଟି ରାଶି ରେ କେଉଁ ସବୁ କ୍ଷେତ୍ରରେ ଉନ୍ନତି ହେବାକୁ ଯାଉଛି 2023 ନବ ବର୍ଷ ରେ ଆଉ କେଉଁ ସବୁ କ୍ଷେତ୍ରରେ ଆମେ କ୍ଷତି ସହିବା ସହିତ କେଉଁ ରାଶିଟି ଭଲ ରହିବ ଆଉ କେଉଁ ରାଶି ରେ ନବ ବର୍ଷ ରେ ଦୁଃଖ ଆଣିଦେବ ଆସନ୍ତୁ ସେ ବିଷୟରେ ଜାଣିବା |ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଭାଗ୍ୟ ଚକ୍ରରେ ପରିବର୍ତ୍ତନ ହେବାକୁ ଯାଉଥିବା ସେହି 12 ଗୋଟି ରାଶିର ଭାଗ୍ୟ ବିଷୟରେ | ଯେଉଁ ମାନଙ୍କର ଏହି 2023 ଟି ଆଣିଦେବ ସୁଖ ଆଉ ଶାନ୍ତି କେଉଁ ରାଶିର ଜୀବନରେ ଆଉ କେଉଁ ରାଶିରେ ଦୁଃଖ ର ପାହାଡ଼ ସୃଷ୍ଟି ହେବ |
1-ମେଷ ରାଶି :-

ଏହି ରାଶିର ବ୍ୟକ୍ତି ଙ୍କ ଜୀବନରେ ସବୁ କ୍ଷେତ୍ରରେ ଶୁଭ ଫଳ ଆସିବାକୁ ଯାଉଛି | ବୁଧ , ଶୁକ୍ର, ବୃହସ୍ପତି ଆଦି ଗ୍ରହ ମାନଙ୍କର ଭଲ ଦୃଷ୍ଟି ରହିଛି ଏହି ମେଷ ରାଶିର ବ୍ୟକ୍ତି ଙ୍କ ଜୀବନରେ | ସେଥିପାଇଁ ଏହି ମେଷ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି 2023 ମସିହା ଟି |
2-ବୃଷ ରାଶି :-ଚାକିରୀ ହେଉ ବା ବ୍ୟବସାୟ ସବୁ କ୍ଷେତ୍ରରେ ଆଶାତୀତ ସଫଳତା ପ୍ରାପ୍ତି ହେବାକୁ ଯାଉଛନ୍ତି ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ | ଆଉ ଯାହା କୁହାଯାଉଛି କି ଏହି ବୃଷ ରାଶିର ବ୍ୟକ୍ତି ମାନଙ୍କର ନବ ବର୍ଷ ଟି ଅନେକ ସୁଖ ଶାନ୍ତି ଆଣି ଦେବ ବ୍ୟକ୍ତି ମାନଙ୍କର ଜୀବନରେ |

3-ମିଥୁନ ରାଶି :-ମିଥୁନ ରାଶି ର ବ୍ୟକ୍ତି ମାନଙ୍କର ଏହି ନବ ବର୍ଷ ଟି ଅନେକ ଆନନ୍ଦ ଆଉ ଉଲ୍ଲାସ ଆଣିଦେବ ବୋଲି କୁହାଯାଉଛି | ତାହା ସହିତ ବିଶେଷ କରିକି ବିବାହିତ ଲୋକ ମାନଙ୍କର ପାରିବାରିକ ଜୀବନ ସୁଖ ମୟ ହେବ ସମସ୍ତ ପ୍ରକାରର ଅସୁବିଧା ଦୁରେଇ ଯିବ ଏହି ନୂଆ ବର୍ଷ ରେ |

4-କର୍କଟ ରାଶି :-ଏହି ରାଶିର ବ୍ୟକ୍ତି ମାନେ ଯାହା ଚାହିଁବେ ସେହି କାର୍ଯ୍ୟ କରିବେ ବୋଲି କୁହାଯାଉଛି | ଆଉ ଯାହା କେତେକ କ୍ଷେତ୍ରରେ ଭଲ ହୋଇଥାଏ ତୋ ଆଉ କେତେକ କ୍ଷେତ୍ରରେ ଖରାପ ହେବ ବୋଲି କୁହାଯାଉଛି 2923 ରେ |

5-ସିଂହ ରାଶି :-ଏହି ସିଂହ ରାଶିର ବ୍ୟକ୍ତି ଙ୍କର ଜୀବନ ସୁଖମୟ ହେବା ସହିତ ସମସ୍ତ କାର୍ଯ୍ୟରେ ସଫଳତା ଆଣିବାକୁ ଯାଉଛନ୍ତି ଏହି ସିଂହ ରାଶିର ବ୍ୟକ୍ତି ମାନେ 2023 ରେ ବୋଲି କୁହାଯାଉଛି |

6-କନ୍ୟା ରାଶି :-ଏହି କନ୍ୟା ରାଶିର ବ୍ୟକ୍ତି ମାନେ 2023 ରେ ଶୁଭ ଫଳ ପାଇବାକୁ ଯାଉଛନ୍ତି, ତାହା ସହିତ ବିବାହ ର ଯୋଗ ଯେଉଁ ମାନଙ୍କର ହେଉ ନାହିଁ ସେହି ମାନଙ୍କର ବିବାହ ର ଯୋଗ ଆସିବାକୁ ଯାଉଛି ଏହି ନୂଆ ବର୍ଷ ରେ ବୋଲି କୁହାଯାଉଛି |

7-ତୁଳା ରାଶି :-ତୁଳା ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ଆଶାତୀତ ପରିବର୍ତ୍ତନ ଆସିବାକୁ ଯାଉଛି 2023 ରେ | ଆଉ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି |

8-ବିଛା ରାଶି :-ବିଛା ରାଶିର ବ୍ୟକ୍ତି ଙ୍କର ଜୀବନରେ ଶୁଭ ହେବା ସହିତ ବହୁତ ଲାଭ ହେବାକୁ ଯାଉଛି ସେମାନଙ୍କ ଜୀବନରେ | ବିବାହ ଯୋଗ ଆସିବାକୁ ଯାଉଛି |

9-ଧନୁ ରାଶି :-ଚାକିରୀ ଓ ବ୍ୟବସାୟ ସବୁ କ୍ଷେତ୍ରରେ ଉନ୍ନତି ଆସିବାକୁ ଯାଉଛି ଏହି 2023 ନୂଆ ବର୍ଷ ରେ |

10-ମକର ରାଶି :-ମକର ରାଶିର ବ୍ୟକ୍ତି ମାନେ 2023 ରେ ଖର୍ଚ୍ଚ ହେବାର ଯୋଗ ହେବାକୁ ଯାଉଛି, ଆଉ ସେମାନଙ୍କର ନୂଆ ବର୍ଷ ଟି ସେତେ ଭଲ ହେବନି ବୋଲି କୁହାଯାଉଛି |11-କୁମ୍ଭ ରାଶି :-କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କକର 2023 ରେ ଭଲ ପରିଣାମ ମିଳିଥାଏ ଓ ଶୁଭ ମଧ୍ୟ ହେବ ବୋଲି କୁହାଯାଉଛି |12-ମିନ ରାଶି :-ଭାଗ୍ୟବାନ ହେବାକୁ ଯାଉଛନ୍ତି ମିନ ରାଶିର ବ୍ୟକ୍ତି ମାନେ 2023 ମସିହାରେ |ତେବେ ଏହା ଥିଲା ସେହି 12 ରାଶିର ଭାଗ୍ୟ ଫଳ ଯାହା ପରିବର୍ତ୍ତନ ହେବାକୁ ଯାଉଛି 2023 ରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment