ଦୁଇଟି ଛୁଆର ମାଆ କୁ ହେଇଗଲା ପ୍ରେମ… ଅଟୋ ରୁ ଆରମ୍ଭ ଖଟରେ ଶେଷ… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ଏପରି ଏକ ଘଟଣା ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ଓ ଚର୍ଚାରେ ମଧ୍ୟ ଅଛି ତାହା ହେଉଛି , ବର୍ଷା ଓ ଟୁଁଙ୍ଗୁର ଙ୍କର ପ୍ରେମ କାହାଣୀ, ଯାହା ର କିଛି ସମୟ ନାହିଁ କି ବୟସ ମଧ୍ୟ ନାହିଁ, କେବଳ ଭଲ ପାଇବାରେ ପାଗଳ ହୋଇଯାଇଛନ୍ତି ମହିଳା ଜଣଙ୍କ ଆହୁରି ମଧ୍ୟ ସେ ନିଜର ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡି ପଳେଇ ଆସିଥିଲେ ଟୁଁଙ୍ଗୁରୁ ଅଝା ଙ୍କ ପାଖକୁ |

ତେବେ ବର୍ଷା ଙ୍କ ର କହିବା କଥା କି ସେ ଆଲୋକ ଭଳ ଓର ଅଫ ଟୁଁଙ୍ଗୁରୁ ଭଳ କୁ ଭଲ ପାଉଥିଲେ , ତାଙ୍କର ଆମର ବର୍ଷା ଭଳ , ସେ ଆଗରୁ ମଧ୍ୟ ଆଉ ଜଣଙ୍କୁ ବାହା ହୋଇଥିଲେ ଆଉ ତାଙ୍କର ମଧ୍ୟ ଦୁଇଟି ପୁଅ ଥିଲା , ଆଉ ବର୍ଷା ଭଲ ପାଉଥିବା ପୁଅଟି ବର୍ଷାଙ୍କର ଦେହ ଖରାପ ବେଳେ ତାଙ୍କୁ ଅଟୋ ରେ ନେଇଯାଇଥିଲେ ମେଡିକାଲକୁ, ଆଉ ସେ ଏତେ ବର୍ଷାଙ୍କୁ ଭଲ ପାଇଲେ କି ଶେଷରେ ସେ ବାଧ୍ୟ ହେଲେ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡିବା ପାଇଁ |

ଆହୁରି ମଧ୍ୟ ଟୁଁଙ୍ଗୁରୁ ଭଳ ତାଙ୍କୁ କହିଥିଲେ କି ତୁ ମୋ ଜୀବନ ତୋତେ ଛାଡିକି ମୁଁ ଜମାରୁ ବଞ୍ଚି ପାରିବି ନାହିଁ ମରିଯିବି ବୋଲି, ଆଉ ସେମାନେ ଦୁଇଜଣ ଗୋଟିଏ ରୁମ ନେଇକି ଅଲଗା ରହୁଥିଲେ ଓ ଖାଲି ସେତିକି ନୁହିଁ ଦିନକୁ ହଜାର ହଜାର ଥର ମଧ୍ୟ ଆଇ ଲଭ ଇଉ ବୋଲି କହୁଥିଲେ ଆଉ ତାଙ୍କ ପାଇଁ ପୁରା ପାଗଳ ମଧ୍ୟ ଥିଲେ |

ଆଉ ତାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବହୁତ ମଜଭୁତ ଥିଲା,ସେମାନେ ସ୍ଥିର କରିଥିଲେ କି କୋଟ ବିବାହ କରିବା ପାଇଁ, ବର୍ଷା ର ବୟସ 29 ହୋଇଥିଲା ବେଳେ ପୁଅଟିର ବୟସ ମାତ୍ର 23 ବର୍ଷ ଥିଲା ଥିଲା, ଆଉ ବର୍ଷା ମଧ୍ୟ ଟଙ୍କା ସହିତ ନିଜର ଆଧାର କାର୍ଡ କୁ ରଖିଥିଲେ କୋଟ ମେରେଜ କରିବା ପାଇଁ, କିନ୍ତୁ ସେମାନେ ଯୋଉଠି ରହିଥିଲେ ତାର ପାଖରେ ଆସି ଟୁଁଗୁରୁ ର ବାପା ମାଆ ରହିଲେ ଓ ପରେ ସେ ସେମାନଙ୍କର ପୁଅକୁ ତାଲା ଭାଙ୍ଗି ନେଇ ପୋଳେଇଯାଇଛନ୍ତି , ଗତ 16 ତାରିଖ ଦିନ ତାଙ୍କୁ ନେଇଯାଇଥିଲେ ଓ ଅନ୍ୟ ଗୋଟିଏ ଝିଅ ସହିତ ତାଙ୍କର କୋଟ ମେରେଜ ମଧ୍ୟ ସାରି ଦେଇଛନ୍ତି |

ତେବେ ବର୍ଷା ବର୍ତ୍ତମାନ ଭରତପୁର ଥାନା ସାମ୍ନାରେ ପହଞ୍ଚିଛନ୍ତି ନ୍ୟାୟ ପାଇଁ, ଆହୁରି ମଧ୍ୟ କହିଛନ୍ତି କି ତାଙ୍କର ସ୍ୱାମୀ ଓ ତାଙ୍କର ଦୁଇ ପୁଅ ସାହିତ ତାଙ୍କର କିଛି ବି ସମ୍ପର୍କ ନାହିଁ, ସିଏ କେବଳ ଚାହୁଁଛନ୍ତି ଟୁଁଙ୍ଗୁରୁ ଅଝା ଙ୍କୁ ବିବାହ କରିବାକୁ, ଯାହା ଏବେ ଏହି ଖବର ଟି ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment