ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିବି ଯାହାଙ୍କ ଖବର ଶୁଣିଲେ ବହୁତ ଖୁସି ହୋଇଯିବେ |ଆପଣ ଦେଖିବାକୁ ପାଉଥିବେ ଯେ ପ୍ରତ୍ୟେକ ଦିନ ଅନେକ ଓଡ଼ିଆ ଫିଲ୍ମ ରିଲିଜ ହେଉଛି, ସେହିପରି ବର୍ତମାନ ବହୁତ ଦିନର ପରିଶ୍ରମ ଫଳରେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଅୟୀସୁରିଆଙ୍କ ଏକ ସୁନ୍ଦର ଫିଲ୍ମ ରିଲିଜ ହୋଇଛି |ଯାହାକୁ ଦେଖିଲେ ଆପଣ ବହୁତ ଖୁସି ହେବେ, ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମର ସମ୍ପୂର୍ଣ ଖବର ବିଷୟରେ |
ଓଡ଼ିଆ ଚଳଚିତ୍ରର ଅନେକ ସୁନ୍ଦର ସୁନ୍ଦର ଫିଲ୍ମ ରିଲିଜ ହେବାର ଆପଣ ଦେଖୁଥିବେ, ତାଙ୍କର ଓଡ଼ିଆ ଫିଲ୍ମର ଅଭିନେତ୍ରୀ ଓ ଅଭିନେତ୍ରୀମାନେ ଅତି ସୁନ୍ଦର ଫିଲ୍ମ କରୁଥିବାର ଆପଣ ଆଗରୁ ମଧ୍ୟ ଦେଖିବାକୁ ପାଉଥିବେ |ଆପଣଙ୍କ ଅତି ପ୍ରିୟ କଳାକାର ଅୟୀସୁରୀୟଙ୍କୁ ତ ଆପଣ ଆଗରୁ ଜାଣିଥିବେ |ଅୟୀସୁରୀୟ ତାଙ୍କର ସୁନ୍ଦର ଅଭିନୟ ସହିତ ସେ ଏକ ସୁନ୍ଦର ଚରିତ୍ରରେ ଅଭିନୟ କରିଥିବାର ଦର୍ଶକ ଦେଖିବେ, ସେ ତାଙ୍କର ଏହି ନୂଆ ଫିଲ୍ମରେ ଏହି ସୁନ୍ଦର ଚରିତ୍ରରେ ଅଭିନୟ କରି ସେ ମଧ୍ୟ ବହୁତ ଖୁସି ଅଛନ୍ତି ବୋଲି ମିଡ଼ିଆ ସାମ୍ନାରେ କହିଛନ୍ତି |
ଅୟୀସୁରୀୟଙ୍କ ଏକ ସୁନ୍ଦର ଫିଲ୍ମ “ମାମା ୱେଡ୍ସ ପାପା “ରେ ସେ ଏକ ସୁନ୍ଦର ଚରିତ୍ରରେ ଅଭିନୟ କରିଛନ୍ତି, ଏହି ଫିଲ୍ମଟି ସାରା ଓଡିଶା ବାସୀଙ୍କ ବହୁତ ପସନ୍ଦ ଆସିବ ବୋଲି କହିଛନ୍ତି ସେ |ଏହି ସୁନ୍ଦର ଫିଲ୍ମରେ ସେ ତାଙ୍କର ଚରିତ୍ରରେ ବହୁତ ଖୁସି ରହିବା ସହିତ ତାଙ୍କ ପ୍ରଡୁସରଙ୍କୁ ସେ ବହୁତ ଧନ୍ୟବାଦ ମଧ୍ୟ ଦେଇଛନ୍ତି |ଏହି ଫିଲ୍ମଟି ଅଧିକ ପିଲାମାନଙ୍କୁ ନେଇ ହୋଇଛି, ସେଥିରେ ଅୟୀସୁରୀୟ ଯେଉଁ ସୁନ୍ଦର ଅଭିନୟ କରିଛନ୍ତି ସେଥିରେ ସେ ସମାଜକୁ ଏକ ଶିକ୍ଷା ଦେଇଛନ୍ତି |ଏହି ଫିଲ୍ମର ଚରିତ୍ର ମାଧ୍ୟମରେ ସେ ସମାଜକୁ ଏକ ସୁନ୍ଦର ଶିକ୍ଷା ଦେଇଥିବାରୁ ଅୟୀସୂରିୟା ବହୁତ ଖୁସି ଥିବାର ମଧ୍ୟ ଜଣା ଯାଉଥିଲେ |
ଏହି ମାମା ୱେଡ୍ସ ପାପା ଫିଲ୍ମରେ ଅୟୀସୂରିୟାଙ୍କୁ ସେକ୍ସି ଅବତାରରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ମାତ୍ର ଏଥିରେ କୌଣସି ଖରାପ ସିନ ନାହିଁ ବୋଲି ମଧ୍ୟ କହିଛନ୍ତି |ଦୀର୍ଘ ତିନି ବର୍ଷର ପରିଶ୍ରମ ପରେ ଆଜି ଏହି ଫିଲ୍ମଟି ସମ୍ପୂର୍ଣ ହୋଇଛି ବୋଲି ସେ କହିଛନ୍ତି |ଏହି ସୁନ୍ଦର ଫିଲ୍ମଟି ପରିବାରର ସମସ୍ତେ ଏକାଠି ବସି ଦେଖି ଏହାର ମଜା ମଧ୍ୟ ନେଇ ପାରିବେ |ଓଡ଼ିଆ ଚଳଚିତ୍ରରେ ଆଗରୁ ଏହିପରି ଫିଲ୍ମ କେବେ ହୋଇନାହିଁ ଏହା ସମ୍ପୂର୍ଣ ଏକ ନୂଆ ରୂପରେ ଓ ନୂଆ କାହାଣୀ ନେଇ ଆସୁଛି |
ଅୟୀସୁରୀୟାଙ୍କ ଏହି ନୂତନ ଫିଲ୍ମ ରିଲିଜ ବିଷୟରେ ଅନେକ ସୁନ୍ଦର କଥା ଏବେ ସୋସିଆଲ ମିଡ଼ିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।