ଦୁଃଖ କଣ ଗୋଟେ ଭାଇ ପଳେଇଲା ପରା…ରାଇମୋହନ ଭାଇର ତଦନ୍ତ ଠିକସେ ନହେଲେ ନିଆଁ ଲଗେଇବି :ମିଟୁ ମିଥୁନ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏହିପରି ଅନେକ ଘଟଣା ସବୁ ସାମ୍ନା କୁ ଆସିଥାଏ ଯାହା ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିଥାଏ।ଆଉ ଏବେ ଏକ ଦୁଃଖଦ ଘଟଣା କୁ ନେଇ ସାରା ରାଜ୍ୟରେ ଦେଖା ଦେଇଛି। ହେଲେ ଆମ କୁ ଯିଏ ବିଭିନ୍ନ ସମୟରେ ଆନନ୍ଦିତ ଦେଇ ଥାନ୍ତି ରାଇମୋହନ ପରିଡା ଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ଜଣେ ଅଭିନେତା ଏଠାରେ ଯାହା କହିଲେ ଶୁଣିଲେ ଚମକି ପଡିବେ।

ଏଠାରେ ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ଦୁଃଖଦ ଘଟଣା ଯାହା କୁ ଦେଖିବା ପରେ ମଧ୍ୟ କେହି ସହଜରେ ବିଶ୍ୱାସ କରି ପାରି ନାହାଁନ୍ତି। ଆଉ ଏହିଠାରେ ଜଣେ ବିଶିଷ୍ଟ କଳାକାର ଙ୍କୁ ସାରା ରାଜ୍ୟ ହରେଇଛି। ଆଉ ସେହି ରାଇମୋହନ ପରିଡାଉ ଆମ ପାଖରେ ନାହାଁନ୍ତି ହେଲେ ତାଙ୍କର ସେହି ପ୍ରତିଭା ଏବେ ମଧ୍ୟ ତାଙ୍କୁ ବଂଚି ରଖିଛି। ବିଭିନ୍ନ ସମୟରେ ଏହିପରି ଓଲିଉଡ ଜଗତର କଳାକାର ମାନଙ୍କର ରହସ୍ୟ ଭାବରେ ମୃତ୍ୟୁ ହୋଇଛି ଯାହା ଆପଣ ମାନେ ଆଗରୁ ଦେଖିଥିବେ। ଯେଉଁମାନେ ଆପଣ ମାନଙ୍କୁ ବିଭିନ୍ନ ସମୟରେ ମନୋରଞ୍ଜନ ଦେଇ ଥାଆନ୍ତି ସେହି ମାନଙ୍କର ଏହିଭଳି ଭାଵରେ ମୃତ୍ୟୁ ତାହା ଅତି ଦୁଃଖନୀୟ।

ଆଉ କଳାକାର ମାନେ ନିଜର ପ୍ରତିଭା ମାଧ୍ୟମରେ ସବୁ ଦର୍ଶକ ମାନଙ୍କୁ ଖୁସି ଦେଇ ଥାଆନ୍ତି। ଯାହା ଆପଣ ମାନେ ବିଭିନ୍ନ ସମୟରେ ରାଇମୋହନ ପରିଡା ସାର ଙ୍କର ଏହିଭଳି ଯାତ୍ରା ଜଗତ ଓ ଫିଲ୍ମ ଜଗତ ରେ ଦେଖିବାକୁ ପାଇଥିବେ। ତାଙ୍କର ଏମିତି ଅଭିନୟ ତାହା ସମସ୍ତ ଙ୍କ ହୃଦୟ ରେ ରହି ଯାଇଛି। ଆଉ ସେ ବ୍ୟକ୍ତିଗତ ଜୀବନ ରେ କହିବାକୁ ଗଲେ ଜଣେ ହସେଇବା ଭଳି ଲୋକ ଯାହା ଏଠାରେ ତାଙ୍କର ସହ କଳାକାର ଅଭିନେତା ମିଟୁ ମିଥୁନ କହିଛନ୍ତି।ସେ ସର୍ବଦା ବିଭିନ୍ନ ସମୟରେ ଲୋକ ମାନଙ୍କୁ ଆନନ୍ଦିତ ଦେବା ପାଇଁ ବ୍ୟସ୍ତ ରହି ଥାଆନ୍ତି ଯାହା ଏବେ ଏଠାରେ ଶୁଣିବାକୁ ମିଳିଛି। ତାଙ୍କର ଏହିଭଳି ରହସ୍ୟ ଜନକ ଭାବରେ ମୃତ୍ୟୁ ତାହା କାହାକୁ ସହଜରେ ବିଶ୍ୱାସ କରି ହୋଇନାହିଁ। ଏହି ଘଟଣା କୁ ନେଇ ଏବେ ପୋଲିସ ତାହାର ତଦନ୍ତ ଆରମ୍ଭ କରିବ ଯାହା ସୂଚନା ମିଳିଛି।

ଆଉ ଏହି ଠାରେ ଜଣେ ତାଙ୍କର ଭଲ ସାଙ୍ଗ ଓ ସହ କଳାକାର ଅଭିନେତା ମିଟୁ ମିଥୁନ ତାଙ୍କୁ ନେଇ ଏମିତି କିଛି ବୟାନ ଦେଇଛନ୍ତି ଯାହା ଆପଣ ମାନେ ଏଠାରେ ଶୁଣିବାକୁ ପାଇଥିବେ। ଆଉ ତାଙ୍କର ଏହି ଦେହାନ୍ତ ରେ ସେ ଦୁଃଖ ପ୍ରକାଶ କରି ନାହାଁନ୍ତି ହେଲେ ତାଙ୍କର ସେ ଭାଇ ଥିଲେ ଯାହା ଏବେ ଶୁଣିବାକି ମିଳିଛି। ଆଉ ସେ କହିଛନ୍ତି ଯେ ଏହାଜ ମୃତ୍ୟୁ ର ରହସ୍ୟ କୁ ନେଇ ସଠିକ ଭାବରେ ତଦନ୍ତ ହେଉ ଯାହା ସବୁ ସତ୍ୟତା ବାହାରକୁ ଆସିବ ଏବଂ ଯଦି ତଦନ୍ତ ଭୁଲ ହୁଏ ତେବେ ନିଆଁ ଲାଗେଇବି ବୋଲି କହିଛନ୍ତି। ଯାହା ଅଭିନୟ ଜଗତ ପାଇଁ ଅପୁରାଣୀୟ ସ୍ଥାନ ହୋଇ ରହିଗଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment