ଦୁଃଖଦୀୟ ଘଟଣା- ୩ ମହଲା ଛାତ ରୁ ତଳକୁ ଡେଇଁ ଲେ ସ୍କୁଲ ଛାତ୍ରୀ, ତା ପରେ ଯାହା ହେଲା ଆପଣ ଆଶ୍ଚର୍ଯ୍ୟ ଜାଣିଲେ ହୋଇଯିବେ

0

ବର୍ତ୍ତମାନ ଟ୍ରେଡିଂ ସମାଜ ଏହି ସମୟରେ ଅନେକ ଟେକ୍ନୋଲୋଜି ଉଭବନ ହେଲାଣି। ପିଲାମାନେ ଏହାକୁ ବ୍ୟବହାର କରି ସ୍ମାର୍ଟ ମଧ୍ୟ ହେଉଛନ୍ତି।ଆଜିକାଲି ପିଲା ପଶ୍ଚିମାଞ୍ଚଳ ଦେଶର ସଂସ୍କୃତି କୁ ଆପଣେଇ ନେଇଛନ୍ତି ଏବଂ ନିଜେ ନିଜର ବାର୍ଥ ଡେ ପାର୍ଟି ବି ବନାଉଛନ୍ତି ସେହି ଲୋକଙ୍କ ପରି।ଏହାରି ମଧ୍ୟରେ ଗୋଟିଏ ଘଟଣା ଘଟି ଯାଇଛି ପିଟ ଶିକ୍ଷୟତ୍ରୀ ଙ୍କ ଗାଳି ରେ ଜଣେ ଛାତ୍ରୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡିଓଟି ଦେଖିବା।

ବିନା କାରଣରେ ସର୍ବ ସମ୍ମୁଖରେ ପିଟ ଶିକ୍ଷୟତ୍ରୀଙ୍କ ଠାରୁ ମାଡ଼ ଖାଇଥିବା ଜଣେ ଛାତ୍ରୀ ସ୍କୁଲର ୩ ମହଲା ଉପରୁ ତଳକୁ ଦେଇ ଆତ୍ମ ହତ୍ୟା କରିବାର ଉଦ୍ୟମ କରିଥିଲେ। ଏହି ଘଟଣା ଟି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ନିକଟରେ ଥିବା ୩ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ଭଳି ଅଭାବନୀୟ ଘଟଣା ଘଟି ଯାଇଛି। ସେ ପିଲା ଏବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ରେଳବାଇ ମେଡିକାଲ ରେ ଭର୍ତି କରା ଯାଇଥିଲା ପରେ ତାଙ୍କୁ ନାଲ୍କୋ ଛକ ନିକଟ ଘରୋଇ ମେଡିକାଲ କୁ ନେଇଥିଲେ।

ସେ ଏବେ ବହୁତ ଖରାପ ଅବସ୍ଥାରେ ଅଛନ୍ତି,ତାଙ୍କର ଗୋଡ଼ ୨ ଟା ଫାଟି ଯିବା ସହ ଛାତି ରେ ଗଭୀର ଆଘାତ ଲାଗିଛି।ଏହି ଘଟଣା ହେବା ପରେ ସମସ୍ତ ପାଖରେ ତୀବ୍ର ନିନ୍ଦା ପ୍ରକାଶ କରିବା ସହିତ ଅଭିଭାବକ ଗହଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସେ ପିଲା ଜଣଙ୍କ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ। ଏହି ଛାତ୍ରୀ ଜଣଙ୍କ ଆତ୍ମ ହତ୍ୟା କରିବାର କାରଣ ହେଉଛି ଶ୍ରେଣୀ ଭିତରେ ସାର କିମ୍ବା ପିଟ ମ୍ୟାଡ଼ମ କ୍ଲାସ ଭିତରେ ବ୍ୟକ୍ତିଗତ ଜୀବନକୁ ନେଇ ଖରାପ ଭାଷାରେ ଗାଳି ଗୁରଜ କରୁଛନ୍ତି। ଯଦି ଜଣେ ଛାତ୍ର କିମ୍ବା ଛାତ୍ରୀ ଜଣଙ୍କ ସାଙ୍ଗ ଙ୍କ ସହିତ କୌଣସି ପାର୍ଟି କୁ ଯାଉଛି ତେବେ ତମେ ତାଙ୍କ ଅଭିଭାବକ ଙ୍କୁ ନ ଜଣେଇ ଶିକ୍ଷକ ଜଣଙ୍କ କ୍ଲାସ ମଧ୍ୟରେ ସମସ୍ତଙ୍କ ଆଗରେ ଅତି ଖରାପ ଭାଷାରେ ଗାଳି କରୁଛନ୍ତି ଯାହା ଝିଅ କୁ ବହୁତ ବାଧିଛି।

ପରେ ଅଭିଭାବକ ମାନେ ସ୍କୁଲ ପାଖରେ ଧାରଣା ଦେଇଛନ୍ତି। ସ ଅଭିଭାବକ ମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି ସେ ଝିଅ ଦଶହରା ଛୁଟିରେ ସାଙ୍ଗ ମାନଙ୍କ ସହିତ ବାର୍ଥ ଡେ ପାର୍ଟି କୁ ଯାଇଥିଲା ସେ ତ ଆଉ କିଛି କରି ନାହିଁ। ଆଉ କମ୍ପ୍ଲେନ ଅଛି ଯେ ସେ ତ ଆଉ ଭଲସେ ପଢ଼ାଉ ନାହାନ୍ତି କେବଳ ଗାଳି କରୁଛନ୍ତି। ଆଉ ଜଣେ ଅଭିଭାବକ କହିଲେ କିଛି ବି ଭୁଲକରି ନାହାନ୍ତି ଆଉ ସେମାନେ ଘରେ ଜଣେଇଛନ୍ତି।

ପିଲାଙ୍କ ସହ ଦୁର୍ବ୍ୟବହାର ଚାଲିଛି ଏହି ସ୍କୁଲରେ ଯାହା ପାଇଁ ଅନେକ ପିଲାମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଅନେକ ଗାଇଡ଼ ଲାଇନ ରଖିଛନ୍ତି ହେଲେ ଠିକ ଭାବରେ ପରିଚାଳିତ ହୋଇ ପାରୁନି। ଯାହା କୁ ନେଇ ଅଭିଭାବକ ମାନେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛନ୍ତି।ଏହି ଭଳି ଘଟଣା ଯେମିତି ଆଉ କେବେ ନ ହେଉ ସେ ମାନେ କହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।