ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ଅଧିକ ପ୍ରାଧାନ୍ୟ ଦିଆ ଯାଇଛି। ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ସହିତ ୧୨ ଗୋଟି ରାଶି ଜଡି ହୋଇ ରହିଥାନ୍ତି। ଆଉ ଏହି ରାଶି ମାନେ ବ୍ୟକ୍ତିର ବ୍ୟକ୍ତିତ୍ଵ ବ୍ୟବହାର ବର୍ତ୍ତମାନ ଭବିଷ୍ୟତ ଦର୍ଶାଇ ଥାନ୍ତି। ଅଲଗା ଅଲଗା ରାଶି ହେବା କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟବହାର ମଧ୍ୟ ଅଲଗା ଅଲଗା ହୋଇଥାଏ।ତେବେ ୨୦୨୩ ମସିହାରୁ ଆରମ୍ଭ କରି ୨୦୨୫ ମଧ୍ୟରେ ୪ ଗୋଟି ରାଶି ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି। ଏହି ରାଶି ମାନେ ବର୍ଷ ୨୦୨୩ ଓ ୨୦୨୫ ମଧ୍ୟରେ ସମ୍ପୂର୍ଣ୍ଣ ରାଜ କରିବେ। ତେବେ ଆସନ୍ତୁ ଜାଣିବା ସେହି ୪ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବାବଦରେ ଯେଉଁ ମାନଙ୍କ ଭାଗ୍ୟରେ ଭଗବାନ୍ ଶନିଦେବ ଏବଂ ଦେବଗୁରୁ ବୃହସ୍ପତି କରିବେ ଧମାଲ୍।ଭଗବାନ୍ ଶନିଦେବ ଏବଂ ଦେବଗୁରୁ ବୃହସ୍ପତି ଶୁଭ ଦୃଷ୍ଟି ଏହି ବ୍ୟକ୍ତି ମାନଙ୍କ ଉପରେ ପଡ଼ିବା ପାଇଁ ଯାଉଛି ଯାହା ଫଳରେ ଏମାନେ ବର୍ଷ ୨୦୨୩ ଓ ୨୦୨୫ ମଧ୍ୟରେ ରାଜ କରିବେ।
୧.ମିଥୁନ ରାଶି:-
ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ୨୦୨୩ ଓ ୨୦୨୫ ଅତ୍ୟନ୍ତ ଶୁଭ ରହିବ। ଆଗରୁ ଯାହାବି ସମସ୍ୟା ରହିଛି ତାହା ଦୂର ହେବା ପାଇଁ ଯାଉଛି। ବହୁତ୍ ଦିନରୁ ଯେଉଁ କାର୍ଯ୍ୟ ଅଟକି ରହିଥିଲା ଯେଉଁ କାର୍ଯ୍ୟ ଆପଣଙ୍କ କରିବାକୁ ଚାହିଁ କରି ପାରି ନାହାଁନ୍ତି ଏବଂ ଆପଣଙ୍କ ଭାଗ୍ୟ ସାଥ୍ ଦେଉନଥିଲା ତେବେ ଏହି ବର୍ଷ ୨୦୨୩ ଓ ୨୦୨୫ ମଧ୍ୟରେ ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି।
୨.ସିଂହ ରାଶି:-
ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୩ ରୁ ୨୦୨୫ ମଧ୍ୟରେ ବନୁଅଛି ରାଜଯୋଗ। ବ୍ୟବସାୟୀ ମାନଙ୍କ ପାଇଁ ଏହା ଏକ ଉତ୍ତମ ସମୟ ଅଟେ ବ୍ୟବସାୟ କ୍ଷେତ୍ରରେ ଏମାନେ ଆଶା ଠାରୁ ବହୁତ୍ ଅଧିକ ଲାଭ ପାଇବାର ଯୋଗ ବନୁଅଛି। ଏହା ସହ ବିବାହ ହେବାର ଯୋଗ ମଧ୍ୟ ରହିଛି ବିବାହ ପରେ ଆପଣଙ୍କ ଭାଗ୍ୟ ଉଦୟ ହେବା ପାଇଁ ଯାଉଛି।
୩.କୁମ୍ଭ ରାଶି:-କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବଙ୍କ ଅଶେଷ କୃପା ଦୃଷ୍ଟି ରହିବ। ଦୀର୍ଘ ୩୦ ବର୍ଷ ପରେ ଶନିଦେବଙ୍କ କୃପାରୁ ଏଭଳି ରାଜଯୋଗ ବନୁଅଛି ଯାହା ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି।
୪.ବିଛା ରାଶି:-ଏମାନଙ୍କ ଉପରେ ଭଗବାନ ଶନି ଦେବଙ୍କ ଅଶେଷ କୃପା ପଡ଼ିବା ପାଇଁ ଯାଉଛି।ଶିକ୍ଷାର୍ଥୀ ମାନଙ୍କ ପାଇଁ ଏହି ବର୍ଷ ୨୦୨୩ ଓ ୨୦୨୫ ଅତ୍ୟନ୍ତ ଫଳପ୍ରଦ ରହିବ। ଧନ ସମ୍ପତ୍ତି ଜନିତ ଯେଉଁ ସବୁ ସମସ୍ୟା ରହିଛି ତାହା ଖୁବ୍ ଶୀଘ୍ର ଦୂରେଇ ଯିବ। ନିଜ ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବା ପାଇଁ ଯାଉଛନ୍ତି।