ଆମେ ଜାଣିଛୁ କି ଆମ ହିନ୍ଦୁ ଧର୍ମ ଅନୁସାରେ ଆମ ଭାରତରେ ଅଧିକାଂଶ ଲୋକ ଜ୍ୟୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି | ତେବେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଓ ଚଳନ ଅନୁସାରେ ସେମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥାଏ | ଆଉ ତାହା ସହିତ ସେମାଙ୍କର ଭବିଷ୍ୟତ ଉପରେ ମଧ୍ୟ ତାହାର ପ୍ରଭାବ ପକାଇଥାଏ | ତେବେ ଆଜି ଆମେ ଆଲୋଚନା କରିବାକୁ ଯାଉଛି ସେହି 8 ଟି ରାଶି ବିଷୟରେ ଯେଉଁ ମାନଙ୍କ ର 2023-2025 ମସିହା ମଧ୍ୟରେ ଭାଗ୍ୟ ରେ ଶନି ଦେବ ଓ ବୃହସ୍ପତି ଙ୍କ କୃପା ଦୃଷ୍ଟି ପଡିବାକୁ ଯାଉଛି | ଆସନ୍ତୁ ସେହି ରାଶି ମାନଙ୍କ ଉପରେ ନଜର ପକାଇବା |
1-ମେଷ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଦେବ ଗୁରୁ ବୃହସ୍ପତି ଓ ଶନି ଦେବ ଙ୍କର ବିଶେଷ କୃପା ମିଳିବାକୁ ଯାଉଛି | ଆଉ ଯାହା ସେମାନଙ୍କ ପାଇଁ ଶୁଭ ଫଳ ଆଣିଦେବ ବୋଲି ମଧ୍ୟ କୁହାଯାଉଛି | ଏହା ବ୍ୟତୀତ ଏହି ମେଷ ରାଶିର ବ୍ୟକ୍ତି ମାନେ ମନରୁ ବହୁତ ଦିନରୁ ଆଶା ପୋଷଣ କରିଥିବା କାର୍ଯ୍ୟ ମଧ୍ୟ ପୂରଣ ହେବାକୁ ଯାଉଛି | ଧନ ଯୋଗ ର ମଧ୍ୟ ସୂଚନା ରହିଛି |2-ମିଥୁନ ରାଶି :-2023 -2025 ମସିହା ଭିତରେ ଶନି ଦେବ ଙ୍କର କୃପା ଦୀର୍ଘ 30 ବର୍ଷ ପରେ ପଡ଼ିବାକୁ ଯାଉଛି | ଆଉ ଯାହା ସେମାନଙ୍କର ଭାଗ୍ୟରେ ବଡ଼ ଧରଣ ର ପରିବର୍ତ୍ତନ ଆଣିବ ବୋଲି ମଧ୍ୟ କୁହାଯାଉଛି | ଆଉ ତାହା ସହିତ ଅଟକି ଥିବା କାର୍ଯ୍ୟ ସବୁ ପୂରଣ ହେବ ଓ ଶୁଭ ଫଳ ମିଳିବ ଏହି ମିଥୁନ ରାଶିର ବ୍ୟକ୍ତି ଙ୍କ ଜୀବନରେ |
3-ସିଂହ ରାଶି :-ଏହି ରାଶି ର ବ୍ୟକ୍ତି ଙ୍କ ଜୀବନରେ 2023-2025 ରେ ରାଜ ଯୋଗ ଘଟିବାକୁ ଯାଉଛି | ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ ସେମାନେ ତାହା ସହିତ ବିବାହ ର ଯୋଗ ମଧ୍ୟ ରହିଛି ବିବାହ ପରେ ମଧ୍ୟ ଶୁଭ ଫଳ ମିଳିବ ବୋଲି କୁହାଯାଉଛି
4-ତୁଳା ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଶନି ଦେବ ଙ୍କ କୃପା ରୁ 2023 -2025 ଭଲ ଯିବ | ସେମାନେ ଚାକିରୀ କ୍ଷେତ୍ରରେ ସଫଳତା ପାଇବେ ଓ ସନ୍ତାନ ମାନଙ୍କ ଠାରୁ ଶୁଭ ଖାବର ମଧ୍ୟ ପାଇବେ | ଖର୍ଚ୍ଚ କମିବ ଓ ରୋଜଗାର ବଢିବ ବୋଲି କୁହାଯାଉଛି |5-ବିଛା ରାଶି :-ଶନିଦେବ ଚତୁର୍ଥ ଭାଗରେ ଥିବା ରୁ ଏହି ବିଛା ରାଶିର ବ୍ୟକ୍ତି ମାନେ ମାଲାମାଲ ହେବାକୁ ଯାଉଛନ୍ତି ରାଜ ଯୋଗ ମଧ୍ୟ ରହିଛି ସେମାନଙ୍କର | ତାହା ସହିତ ଏହି ବ୍ୟକ୍ତି ମାନେ ଚାକିରୀ କୁ ନେଇକି ସମସ୍ୟା ଥିଲେ ଦୁରେଇ ଯିବ | ତାହା ସରିତା ସେମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପ୍ରୋଫିଟ ମିଳିବ |
6-ଧନୁ ରାଶି :-
ଶନି ଦେବ ଙ୍କ କୃପା ଯୋଗୁ ସବୁ ପ୍ରକାରର ସମସ୍ୟା ସେମାନଙ୍କର ଘରେ ଦୂରେଇଯିବ ବୋଲି କୁହାଯାଉଛି | ତାହା ବ୍ୟତୀତ ଚାକିରୀ ହେଉ ବା ବ୍ୟବସାୟ ବା ବିବାହ ସବୁ କ୍ଷେତ୍ରରେ ଆଗୁଆ ରହିବେ |7-ମକର ରାଶି :-2023-2025 ମଧରେ ଏହି ମକର ରାଶିର ବ୍ୟକ୍ତି ଙ୍କ ଜୀବନରେ ସବୁ ପ୍ରକାରର ସମସ୍ୟା ଦୁରେଇ ଯିବ ବୋଲି କୁହାଯାଉଛି | ଆଉ ସବୁ ପ୍ରକାରର ସମସ୍ୟା ଦୂରେଇଯିବ ଓ ଧନ ପ୍ରାପ୍ତି ର ଯୋଗ ମଧ୍ୟ ରହିଛି |8-କୁମ୍ଭ ରାଶି :-କୁମ୍ଭ ରାଶିର ବ୍ୟକ୍ତି ଙ୍କ ଜୀବନରେ ରାଜ ଯୋଗ ଘଟିବାକୁ ଯାଉଛି 2023-2025 ରେ | ଏହା ସହିତ ରାଜନୀତି ହେଉ ବା ବ୍ୟବସାୟ ବା ଚାକିରୀ ସବୁରେ ସଫଳତା ପାଇବାକୁ ଯାଉଛନ୍ତି ଶନି ଦେବ ଙ୍କ କୃପା ରୁ |ତେବେ ଏହା ଥିଲା ସେହି 8 ଟି ରାଶିର ବ୍ୟକ୍ତି ଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ଘଟିବାକୁ ଯାଉଛି 2023-2025 ମସିହାରେ ସେ ବିଷୟରେ ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।