Breking News – ଦୁର୍ଘଟଣା କୁ ନେଇ ଶେଷରେ ମୁହଁ ଖୋଲିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ମୁଁ ହାତ ଯୋଡି ଅନୁରୋଧ କରୁଛି ମୋ ବିଷୟରେ….

ଆଜି କାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ମିଛଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଲୋକମାନଙ୍କୁ ବହୁତ ହଇରାଣ ହରକତ ହେବା ପାଇଁ ପଡ଼ିଥାଏ, ଯାହା ଅନେକ କଷ୍ଟ ଦେଇଥାଏ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ଏକ ଖବର ଦେଖିବା ପାଇଁ ମଳିଛି, ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ। ତେବେ ଘଟଣାଟି ହେଉଛି, ଓଡ଼ିଶାର ପ୍ଲେବେକ ସିଙ୍ଗର ଅସୀମାଙ୍କ ଆକ୍ସିଡେଣ୍ଟ ହେବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ବେଗରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଦୃଶ୍ୟକୁ ଯିଏ ବି ଦେଖୁଛି ସିଏ ସହଜରେ ବିଶ୍ୱାସ କରିପାରୁନାହାଁନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ଏବଂ ଏହାର ସତ୍ୟା ସତ୍ୟ କଣ ?

ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଛନ୍ତି, ଯେ ଅସୀମା ପଣ୍ଡା ଯିଏକି ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ସିଙ୍ଗର, ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେ ତାଙ୍କର ଆକ୍ସିଡେଣ୍ଟ ହୋଇଯାଇଛି। ତେବେ ବନ୍ଧୁଗଣ ଏହା ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କର ଫ୍ୟାନ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତେବେ ବନ୍ଧୁଗଣ ଏହି ଘଟଣା ସମ୍ପକରେ ଆସୀମା ପଣ୍ଡା ନିଜେ ପ୍ରକୃତ ଘଟଣା ସମ୍ପକରେ ନିଜ ଅଫିସିଆଲ ଆକାଉଣ୍ଟରେ ଲାଇବ ଭିଡ଼ିଓ ମାଧ୍ୟମରେ ଅଵଗତ କରାଇଛନ୍ତି। ତେବେ ଆସନ୍ତୁ ଜାଣିବା ଆସୀମା ପଣ୍ଡା ନିଜେ ତାଙ୍କ ଆକ୍ସିଡେଣ୍ଟ ମାଧ୍ୟମରେ କଣ କହିଛନ୍ତି।

ବନ୍ଧୁଗଣ, ଅସୀମା ପଣ୍ଡା ନିଜେ ସୋସିଆଲ ମିଡିଆରେ ତାଙ୍କ ଦୁର୍ଘଟଣା ବିଷୟରେ କହିଥିଲେ, ଯେ ତ ଦୁର୍ଘଟଣା ଘଟିଛି, ତାଙ୍କ ଭାଇ ଅଫିସରୁ ଫେରିବା ସମୟରେ କାର ଆକ୍ସିଡେଣ୍ଟ ହୋଇଥିଲା, ସେ କାର ଭିତରେ ନଥିଲେ। ତାଙ୍କ ଭାଇ ନିଜେ କାର ଭିତରେ ଥିଲେ। ତେବେ ତାଙ୍କ ଭାଇଙ୍କ ହାତ ଭାଙ୍ଗି ଯାଇଛି, ତେବେ ବିଶେଷ କିଛି କ୍ଷତି ହୋଇ ନାହିଁ। କିନ୍ତୁ ଏହି ଘଟଣା ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ଯେ ଅସୀମା ପଣ୍ଡାଙ୍କ ଦୁର୍ଘଟଣା ହୋଇଛି ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି ଯେ ଏହା ତାଙ୍କ ଦୁର୍ଘଟଣା ନୁହେଁ, ଏହା ଭାଇର ଦୁର୍ଘଟଣା। ଏହିପରି ମିଥ୍ୟା ଖବରଠାରୁ ଦୂରରେ ରହିବା ପାଇଁ ଅସୀମା ପଣ୍ଡା ନିଜେ କହିଛନ୍ତି।

ତେଣୁ ବନ୍ଧୁଗଣ ଏହା ଏକ ମିଥ୍ୟା ଖବର ଅଟେ, ତେଣୁ ଆପଣ ମାନେ ବିଶ୍ୱାସ କରନ୍ତୁ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment