ପ୍ରଥମ ସ୍ବାମୀ ଥାଉ ଥାଉ ସ୍ତ୍ରୀ ଖୋଜୁଛି ଦ୍ୱିତୀୟ ସ୍ବାମୀ… ମୋର ଡ଼ିଡ଼ିୟା ସ୍ୱାମୀ ଦରକାର, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦିଏ | ତେବେ ଆଜିକାଲି ବିବାହ ପରେ ପ୍ରେମ ସମ୍ପର୍କ କୁ ନେଇକି ଅନେକ ଭିଡିଓ ଦେଖିବାକୁ ମିଳିଥାଏ, ତେବେ ସେହିଭଳି ଏକ ଭିଡ଼ିଅ ବର୍ତ୍ତମାନ ଦେଖିବାକୁ ମିଳିଛି | ଆଉ ଯେଉଁଠି ପ୍ରଥମ ସ୍ୱାମୀ ଥାଉ ଥାଉ ପ୍ରେମିକ ଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି ସ୍ତ୍ରୀ, ଆଉ ଯାହା ପାଇଁ ଥାନା ର ଦ୍ୱାରସ୍ଥ ମଧ୍ୟ ହେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ର ବସିଦେବପୁର ରେ | ଆଉ ଯେଉଁଠି କୁହାଯାଉଛି କି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ରେ ସୃଷ୍ଟି ହୋଇଛି ଫାଟ | ତେବେ ଯାହା ଦେଖିବାକୁ ମିଳିଛି କି ବିବାହ ପରେ ଦୀର୍ଘ 5 ବର୍ଷ ଧରିକି ସାଙ୍ଗରେ ରହୁଥିଲେ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ | ଆଉ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ କରିକି ଗଢି ଉଠିଥିଲା | ଆଉ ଯାହା ଜଣା ପଡିଛି କି ତାଙ୍କର ଜଣେ 5 ବର୍ଷ ର ପୁଅ ଟିଏ ମଧ୍ୟ ରହିଛି |

ଆଉ ଏତେ ବର୍ଷର ସମ୍ପର୍କ ପରେ ସ୍ତ୍ରୀ ଜଣଙ୍କ ର ମନ ସ୍ୱାମୀ ପାଖରେ ଲାଗୁ ନ ଥିଲା, କାରଣ ସେ ଭଲ ପାଉଥିଲେ ଆଉ ଜଣେ ଯୁବକ ଙ୍କୁ | ତେବେ ଦୀର୍ଘ ଦେଢ଼ ବର୍ଷ ଧରିକି ସେମାନେ ଭଲ ପାଉଥିଲେ | ଆଉ ସେଥିପାଇଁ ସ୍ୱମୀ ଓ ପିଲା ଥାଉ ଥାଉ ପ୍ରେମିକ ଙ୍କ ସହିତ ପଳେଇ ଯାଇଛନ୍ତି ମହିଳା ଜଣକ | ଆଉ ଯାହା ଜଣା ପଡିଛି କି ପ୍ରେମିକ ଜଣଙ୍କ ତାମିଲନାଡୁ ରେ ରହୁଥିବାରୁ ସେଠାକୁ ପଳେଇ ଯାଇଥିଲେ ପ୍ରେମିକ ଙ୍କ ସହିତ ମହିଳା ଜଙ୍କର | ଆଉ ପ୍ରଥମ ସ୍ୱାମୀ ଫୋନ କରିକି ଡାକିଥିଲେ ସ୍ତ୍ରୀ ଙ୍କୁ |

ଆଉ ତାହା ପରେ ମହିଳା ଜଣଙ୍କ ପ୍ରେମିକ ଙ୍କ ଫୋନ କୁ ନେଇକି ଆସିଥିଲେ ପ୍ରଥମ ସ୍ୱାମୀ ପାଖକୁ, ଆଉ ତାହାର ଖବର ପାଇଁ ପ୍ରେମିକ ଜଣଙ୍କ ମଧ୍ୟ ଆସିଥିଲା ସେଠାକୁ | ଆଉ ଯାହା ଜଣା ପଡିଛି କି ଭଦ୍ରକ ର ବାଲିନଗର ନିକଟରେ ପ୍ରଥମ ସ୍ୱାମୀ ଜଣଙ୍କ ବାଡେଇ ବାକୁ ଲାଗିଥିଲେ ପ୍ରେମିକ ଆଉ ତାଙ୍କ ସ୍ତ୍ରୀ ଙ୍କୁ | ଆଉ ଯାହା ଫଳରେ ଘଟଣା ସ୍ଥଳରେ ବାସୁଦେବ ପୁର ଥାନା ପୋଲିସ ଆସିକି ଧରି ନେଇଯାଇଥିଲା | ଆଉ ଘଟଣା ସ୍ଥଳରେ ମହିଳା ଜଣଙ୍କ ତାଙ୍କର ପ୍ରେମିକ ଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି ଓ ପ୍ରଥମ ସ୍ୱାମୀ ନାଁ ରେ ଅଭିଯୋଗ ଦେବେ ବୋଲି କହିଛନ୍ତି, ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment