OMG ! ଏ ଛୁଆ ଜନ୍ମ ହେଲା କାହିଁକି ? ପୁରା ଘଟଣା ଜାଣିଲେ ହୋସ ଉଡିଯିବ… ଦେଖନ୍ତୁ Video

0

ବର୍ତ୍ତମାନ ଏମିତି ଏକ ଅଭାବନୀୟ ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯାହା ସମାଜ ପାଇଁ ବିରୋଧ ହୋଇ ନଥିଲେ ମଧ୍ୟ ତାହାକୁ କିଛି ମାତ୍ରାରେ ନିନ୍ଦା କରା ଯାଉଛି।ଆଉ ଏହିଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ଜଣେ ମହିଳା କିନ୍ନର ସମ୍ପ୍ରଦାୟର ଶିଶୁ ଜନ୍ମ କରି ଥିବାରୁ ନିର୍ଯ୍ୟାତନା ଦେଇ ଥିବା ନେଇ ଏବେ ଯାଜପୁର ଠାରେ ଭିଡ଼ିଓ ରେ ଜଣା ପଡ଼ିଛି। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଏହିଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଆପଣ ମାନେ ଦେଖିଲା ପରେ ମଧ୍ୟ ଚମକି ପଡିବେ। ଆଉ ଏହି ସମାଜ ରେ ଏବେ ମଧ୍ୟ ଏମିତି ବ୍ୟକ୍ତି ରହିଛନ୍ତି ଯାହାକୁ ନେଇ ଚର୍ଚ୍ଚା। ଏହିଠାରେ ଏମିତି କିଛି ଦୃଶ୍ୟ ନଜରକୁ ଆସିଛି ଯାହା ସ୍ଥାନୀୟ ଅଞ୍ଚଳରେ ଏବଂ ମେଡିକାଲ ରେ ଚହଳ ସୃଷ୍ଟି କରିଛି।ଆଉ ଏହି ଠାରେ ଯାହା ଦେଖୁବାକୁ ମିଳିଛି ତାହା ଏକ ଲଜ୍ଜା ଜନକ ନୁହେଁ ହେଲେ ତାଙ୍କ ପରିବାର ଲୋକ ଏମିତି କିଛି ଆଚରଣ କରୁଛନ୍ତି ଯାହା ସୋସିଆଲ ମିଡ଼ିଆରେ ଜନ୍ମ କରିଥିବା ମାଆ ଜଣଙ୍କ କହୁଛନ୍ତି। ଏବେ ଏହି ଘଟଣା କୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଧରିଛି।

ଏବେ ଏହି ଘଟଣା ରେ ଜଣା ପଡ଼ିଛି ଯାହା ପରିବାର ଲୋକ ମାନେ ଏହାକୁ ବିରୋଧ କରିଛନ୍ତି। ଏହିଠାରେ ଜଣେ ମହିଳା ନଜରକୁ ଆସିଛନ୍ତି ଆଉ କିଛି ନିଜର ମନ୍ତବ୍ୟ ଦେଇଛନ୍ତି। ଆଉ ଯାହା କହିଛନ୍ତି ତାହା ଆପଣ ମାନେ ଏହି ଭିଡ଼ିଓ ରେ ଦେଖିବାକୁ ପାଇଥିବେ। ଆଉ ଏହିଠାରେ ନଜରକୁ ଆସିଛି ଯେ ଏହି ମହିଳା ଙ୍କ ଗର୍ଭ ରୁ ଜଣେ ନବଜାତ କିନ୍ନର ଜନ୍ମ ଗ୍ରହଣ କରିଛି ଯାହାକୁ ନେଇ ପରିବାର ଲୋକ ହନ୍ତସନ୍ତ ହୋଇଛନ୍ତି ଏବଂ ମାଆ ଙ୍କୁ ଓ ସେହି ଛୁଆ କୁ ମେଡିକାଲ ରେ ଛାଡି ଦେଇ ପଳେଇଛନ୍ତି ଯାହା ଏହିଠାରେ ସୂଚନା ଯୋଗ୍ୟ। ଏହି ଠାରେ ଘଟଣା ଟିରେ ମେଡିକାଲ କତ୍ତୃପକ୍ଷ ସୂଚନା ଦେବା ପରେ ଉଭୟ ଲିଙ୍ଗ ବୋଲି ତାହା ମାଆ ଉପରେ ପ୍ରଭାବ ପଡିଥିଲା ଏବଂ ତାଙ୍କ ପରିବାର ଲୋକ ସେହିଠାରେ ନିର୍ଯ୍ୟାତନା ଦେଇଥିଲେ ଯାହା ସୂଚନା ମିଳିଛି। ଆଉ ଏହି ସମୟ ରେ ମଧ୍ୟ କିନ୍ନର ମାନେ ମଧ୍ୟ ଏଠାରେ ପହଂଚି ଥିଲେ।

ଆଉ ଏହି ଘଟଣା ଟିରେ କିନ୍ନର ମାନେ ମଧ୍ୟ ସେହି ଛୁଆ ର ଶୁଭ କାମନା କରିଛନ୍ତି ଏବଂ ତାଙ୍କ ପାଇଁ ବିଭିନ୍ନ ସରକାର ସୁବିଧା ସୁଯୋଗ ପହଞ୍ଚେଇବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଆଉ ସେହି ସମୟରେ ସେହି ଛୁଆ ର ମାଆ ଏବେ ପାଖରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଏହିଠାରେ ଦେଖିବାକୁ ମିଳିଛି। ଏହି ଛୁଆ ଟି କିନ୍ନର ହେଲାଭଳି ସମାଜ ଏମିତି ଆଖିରେ ଦେଖୁଛି ତାହା ଠିକ ନୁହେଁ ଯାହା କିନ୍ନର ମାନେ ଆଲୋଚନା କରିଛନ୍ତି ଏବଂ ଜିଲ୍ଲାପାଳ ଙ୍କ ନିକଟରେ ମଧ୍ୟ ପହଂଚି ଛୁଆ ପାଇଁ କିଛି ସହଯୋଗ ପାଇଁ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।