ରାଶି ଅନୁସାରେ ଜାଣନ୍ତୁ ଆପଣ କେଉଁ ବୟସରେ ହେବେ ଧନୀ ! ନିଶ୍ଚିତ ଜାଣନ୍ତୁ କାରଣ ଏଥିରେ ଆପଣଙ୍କ ଧନୀ ହେବାର ବୟସସୀମା କେତେ ?

0

ପ୍ରାୟତଃ ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରିଥାଏ ଯେ, ମୁଁ କେବେ ଧନୀ ହେବି ।ପ୍ରଚୁର ଧନର ଅଧିକାରୀ ହେବି ବା ପ୍ରଚୁର ଧନ ରୋଜଗାର କରିପାରିବି ।ଏମିତି କି ଅନେକ ଜ୍ୟୋତିଷ୍କଙ୍କୁ ମଧ୍ୟ ପ୍ରଶ୍ନ କରିଥାନ୍ତି ।ସର୍ବଦା ଏହା ଜାଣି୍ବାକୁ ଇଚ୍ଛା ରଖିଥାନ୍ତି ।ଏହାର ଏକ ସରଳ ଉପାୟ ଟିଏ ଋଷି ଶ୍ରେଷ୍ଠ ଭୃଗୁ ତାଙ୍କ ଭୃଗୁ ସଂହିତ ରେ ଲେଖିଯାଇଛନ୍ତି ।ଯାହା ଦ୍ୱାରା ଆପଣମାନେ ସହଜରେ ଏହାର ଉତ୍ତର ପାଇପାରିବେ ।ଖାଲି ଏତିକି ନୁହେଁ ଭୃଗୁ ସଂହିତାରେ ଅତୀତ, ଭବିଷ୍ୟତ ,ବର୍ତ୍ତମାନ ,ପୂର୍ବଜନ୍ମ,ପରଜନ୍ମ ଜାଣିବାର ସୂତ୍ର ମଧ୍ୟ ରହିଛି । କିନ୍ତୁ ଆଜି ଆମେ ଜାଣିବା କେଉଁମାନଙ୍କ ଭାଗ୍ୟର ଉଦୟ କେଉଁବୟସରେ ହୋଇଥାଏ ,ଏହି ବିଷୟରେ ଭୃଗୁ ସଂହିତା ରେ କ ଣ ବର୍ଣ୍ଣିତ ଅଛି ।

ସମସ୍ତଙ୍କ ଜୀବନରେ ରାଶିଚକ୍ର ରହିଥାଏ ।ବାରୋଟି ରାଶି ଏବଂ ନଅ ଟି ଗ୍ରହ ରହିଥାଏ ।ସେହି ନଅଟି ରାଶି ମାନଙ୍କ ମଧ୍ୟରୁ ଯେଉଁ ରାଶିର ଘରେ ଚନ୍ଦ୍ର ଲେଖାଥାଏ ବା ଲଗ୍ନ ଲେଖାଥାଏ ,ତାହା ଆପଣଙ୍କର ପ୍ରଥମ ଭାବ ବା ସେହି ରାଶିର ପ୍ରଥମ ବ୍ୟକ୍ତି ବୋଲି ଭାବିନେବେ ।

ଏଣୁ ଏହି ଲଗ୍ନ ଅନୁସାରେ ଜାତକ ବାର ପ୍ରକାରର ହେଇଥାଏ । ତେବେ ଆସନ୍ତୁ ଜାଣିବା ,କେଉଁ ରାଶିରେ ଲଗ୍ନ ଲେଖାଥିଲେ ବା କେଉଁ ଲଗ୍ନର ବ୍ୟକ୍ତି କେଉଁ ବୟସରେ ଉନ୍ନତି କରିଥାନ୍ତି ,ଧନ ରୋଜଗାର କରିଥାନ୍ତି ,ଧନୀ ହେଇଥାନ୍ତି ।ମେଷ ରାଶିର ଘରେ ଲଗ୍ନ ଲେଖା ଥିଲେ ,ସେହି ମେଷ ଲଗ୍ନର ବ୍ୟକ୍ତିମାନଙ୍କର ବୟସ 12,16,28,32.36 ବର୍ଷ ବୟସରେ ଉନ୍ନତି କରିଥଆନ୍ତି ।

ବୃଷ ଲଗ୍ନ ରାଶିର ବ୍ୟକ୍ତିମାନେ 25,28,36,41 ବର୍ଷ ବୟସରେ ଉନ୍ନତି କରିଥାନ୍ତି ।ମିଥୁନ ଲଗ୍ନ ଜାତକ ମାନଙ୍କର ବୟସ 22,32,35,36 ଓ 42 ବୟସରେ ଉନ୍ନତି କରିଥାନ୍ତି ।କର୍କଟ ଲଗ୍ନ ଜାତକ ଥିବା ବ୍ୟକ୍ତିମାନଙ୍କର ବୟସ 16,22,24,25.28,32 ବୟସରେ ଉନ୍ନତି କରିଥାନ୍ତି ।

 

ସିଂହ ଲଗ୍ନ ଜାତକ ବ୍ୟକ୍ତିର ବୟସ 16,22,24,28,32,36 ବର୍ଷ ବୟସରେ ଉନ୍ନତି କରିଥାନ୍ତି ।କନ୍ୟା ଲଗ୍ନ ଜାତକ ବ୍ୟକ୍ତିର ବୟସ 16,22,25,32,33,34,36 ବୟସରେ ଉନ୍ନତି କରିଥାନ୍ତି ।ତୁଳା ଲଗ୍ନ ଜାତକ ବ୍ୟକ୍ତି ର ବୟସ 24,25,32,35 ରେ ଉନ୍ନତି କରିଥାଏ ।ବିଛା ଲଗ୍ନ ଜାତକ ବ୍ୟକ୍ତିର ବୟସ 22,24,28,32 ରେ ଉନ୍ନତି କରିଥାଏ ।

ଧନୁ ଲଗ୍ନ ଜାତକ ବ୍ୟକ୍ତିର ବୟସ 16,22,32 ରେ ଉନ୍ନତି କରିଥାଏ ।ମକର ଲଗ୍ନ ଜାତକ ବ୍ୟକ୍ତିର ବୟସ 25,33,35,36 ରେ ଉନ୍ନତି କରିଥାନ୍ତି ।କୁମ୍ଭ ଲଗ୍ନ ଜାତକ ବ୍ୟକ୍ତିର ବୟସ 25,28,36 ,42 ରେ ଉନ୍ନତି କରିଥାଏ ।ମୀନ ଲଗ୍ନ ଜାତକ ବ୍ୟକ୍ତିର ବୟସ 16,22,28,33 ବୟସରେ ଉନ୍ନତି କରିଥାନ୍ତି । ଏଗୁଡିକ ସବୁ ପ୍ରାଚୀନ ଭୃଗୁ ସଂହିତ ରେ ବର୍ଣ୍ଣିତ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।