Exclusive : ଏ କିନ୍ନର ଜୀବନରୁ ମୁକ୍ତି, ଏ ପରିବାର ଜଞ୍ଜାଳରୁ ମୁକ୍ତି ଆଉ ଶେଷ ଠିକଣା ସ୍ବର୍ଗଦ୍ବାରରେ ଶାନ୍ତି…ଏମିତି ବିଦାୟନେଲେ କିନ୍ନର ବଳରାମ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଘଟଣା ଘଟି ଥିବାର ନଜରକୁ ଆସିଥାଏ ଯାହ ସମସ୍ତେ ଙ୍କ ଆଖିରେ ଅଶ୍ରୁର ସାଗର କରି ଦେଇଥାଏ। ଆଉ ଏବେ ସେହିପରି ଏକ ଘଟଣା ଘଟି ଯାଇଛି ଯାହା ପୁରୀ ଜିଲ୍ଲା ରେ ଶୋକ ଖେଳି ଯାଇଛି। ଜଣେ ମାଆ ତା ପୁଅ କୁ ହରାଇଛି ଏବଂ ଜଣେ ଭଉଣୀ ତାର ରୋଜଗାର ଭାଇ କୁ ହରାଇଛି ଯାହା ଏଠାରେ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଏଠାରେ ଏମିତି ଘଟଣା ଏକ ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଏହି ଘଟଣା ଟିକୁ ନେଇ ସେହି ଗାଁ ରେ ଶୋକର ଛାୟା ଖେଳି ଯାଇଛି। ଏହି ଘଟଣା ଟିରେ ଜଣେ କିନ୍ନର ଙ୍କର ଜୀବନ ଚାଲି ଯାଇଛି ଯାହାର ରହସ୍ୟ ସମ୍ପର୍କରେ ଏବେ ଯାଏ ଜଣା ପଡ଼ିନାହିଁ। ଏବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ପୋଲିସ ଏବେ ତାର ତଦନ୍ତ ଜୋରଦାର ଚଲେଇଛି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ଏପଟେ ସେହି କିନ୍ନର ଜଣଙ୍କର ଏମିତି ସବୁ ହେବା ପଛରେ ତାଙ୍କର ଘର ଲୋକ କିଛି ସେମିତି କହି ନାହାନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି।

ଆଉ ଏବେ ନିକଟରେ ଏକ ଘଟଣା କୁ ନେଇ ଚାରିଆଡେ ଲୋକ ମାନେ ଶୋକ ପ୍ରକାଶ କରିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ପୁରୀ ମନ୍ଦିର କୁ ଯାଇ ସେଠାରେ ଏମିତି କିଛି କରିଛନ୍ତି ଯାହାକୁ ନେଇ ଘର ଲୋକ ଏବେ ପ୍ରଶାସନ କୁ ଦାୟୀ କରିଛନ୍ତି। ଘଟଣା ଟି ରେ ସେହି କିନ୍ନର ଜଣଙ୍କ ନିଜର ଭଉଣୀ ର ବାହାଘର ପାଇଁ ଯାଇଥିଲା ରୋଜଗାର ପାଇଁ ହେଲେ ପରବର୍ତ୍ତୀ ସମୟରେ ଏମିତି କିଛି ଘଟି ଯାଇଥିଲା ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ତାଙ୍କର ଘର ଲୋକ ମଧ୍ୟରେ କହିବାକୁ ଗଲେ ସମସ୍ତେ ତାଙ୍କ ଉପରେ ନିର୍ଭର କରି ଥାଆନ୍ତି ଯାହା ଏବେ ଜାଣିବାକୁ ମିଳିଛି। ସେହି କିନ୍ନର ଭାଇ ତାଙ୍କର ଘର ର ସବୁ ଭରଣ ପୋଷଣ କରି ଥାଆନ୍ତି ବୋଲି ଏଠାରେ ତାଙ୍କର ଭଉଣୀ କହିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।ଜଣେ ଘରର ରୋଜଗାର ବ୍ୟକ୍ତି ର ଯଦି ଏମିତି କିଛି ହୋଇ ଯାଇଛି ତା ପରେ ଘରର ଅବସ୍ଥା ଯେପରି ଦେଖିଲେ ଆପଣମାନେ ମଧ୍ୟ ଆଖିରୁ ଲୁହ ଆସିଯିବ।

ଏବେ ସେହି ଘଟଣା ଟିରେ ନିକଟରେ ଘଟି ଯାଇଥିଲା ପୁରୀ ମହାପ୍ରଭୁଙ୍କ ପାଖରେ। ଆଉ ସେଠାକୁ ଯାଇ ସେ ଡେଇଁ ପଡିଥିଲା ତଳକୁ ହେଲେ ଏହାକୁ ନେଇ ସ୍ଥାନୀୟ ଅଚଂଳରେ ଚହଳ ସୃଷ୍ଟି କରିଥିଲା। ଆଉ ଏଠାରେ ତାଙ୍କ ଗାଁ ଲୋକ ମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇବା ନେଇ ମଧ୍ୟ କହିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଏମିତି ଘଟଣାରେ ତାଙ୍କ ପରିବାରର ମାଆ ଓ ଭଉଣୀ କାନ୍ଦି କାନ୍ଦି ଗାଁ ରାସ୍ତା ଗଡି ଯାଉଛନ୍ତି ଯାହା ଜାଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment