ias interview- ଏମିତି କେଉଁ ଜିନିଷ ଯାହା ଝିଅ ମାନଙ୍କର ବଢେନି ହେଲେ ପୁଅ ମାନଙ୍କର ଶୀଘ୍ର ବଢିଯାଏ ?

0

ଆଜି ଆମେ ଆପଣ ମାନଙ୍କୁ ଏକ ମଜାଦାର ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଜାଣିରଖିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବସ୍ୟକ । କାରଣ ଆପଣ ମାନେ ତ ଜାଣିଛନ୍ତି କି ଆଜିର ଦୁନିଆ କେତେ ଉଉନ୍ନତିର ଆଡକୁ ଅଗ୍ରସର ହେଲାଣି , ଆପଣ ମାନେ ଏବେ ଯୁଆଡେ ମଧ୍ୟ ଯିବେ ଚାରିଆଡେ ଦେଶର ପ୍ରଗତି ଦେଖିବାକୁ ପାଇବେ । ତେବେ ଏହି ପ୍ରଗତିର ମୂଳ ଲକ୍ଷ୍ୟ ହେଉଛି ଶିକ୍ଷା । କାରଣ ଶିକ୍ଷା ନଥିଲେ ଆଜିର ଦୁନିଆରେ କୌଣସି ବ୍ୟକ୍ତି କିଛି ହେଲେ ମଧ୍ୟ କାମ କରପାରିବେ ନାହିଁ । ଏହା ବ୍ୟତତ ଆଜିର ଶିକ୍ଷା ପାଇଁ ବା ବିଜ୍ଞାନ ପାଇଁ ଆମ ଦେଶ ଏତେ ଅଗ୍ରସର ହୋଇଯାଇଛି ।

ଦେଶର ଉନ୍ନତିର ପଛରେ ଲୋକମାନଙ୍କର ହାତ ରହିଚି କାରଣ ଶିକ୍ଷା ଗ୍ରହଣ କରି ସେମାନେ ଦେଶକୁ ଆଗକୁ ନେଉଛନ୍ତି । ଏହା ସହିତ ନିଜ ଭିତରେ ସମସ୍ତ ଜ୍ଢାନ ଭରପୁର କରି ନବତନ କାମ କରିବାର ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ବିଭିନ୍ନ ପଦବୀରେ ନିଯୁକ୍ତ ହୋଇ ବିଭିନ୍ନ ଉନ୍ନତିକାର କାମ ମଧ୍ୟ କରୁଛନ୍ତି ।

ତେବେ ଆଜିର ସମୟରେ ଆପଣ ମାନେ ଯେଉଁଠିକୁ କୌଣସି ଚାକିରୀ ବା କାମ କରିବା ଯିବେ ପ୍ରଥମେ ଆପଣ ମାନେ ଇଣ୍ଟରଭ୍ୟୁୟର ସାମ୍ନା କରିବେ କାରଣ ସେତିରେ ପାସ କରିଲେ ଆପଣ ମାନେ ନିଜ ସ୍ଥାନରେ ପହଞ୍ଚିପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ସାଧାରଣ ଜ୍ଞାନ ବା ଇଣ୍ଟରଭ୍ୟୁୟ ମାନଙ୍କର ପଚାରା ଯାଉଥିବା ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ଜାଣି ରଖିବା ନିତାନ୍ତ ଆବଶ୍ୟକ ।

1–ନୋବଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର–ରବିନ୍ଦ୍ର ନାଥ ଟାଗୋର

2–ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ବାଚସ୍ପତି କିଏ ?

ଉତ୍ତର–ଉମେଶ ଚନ୍ଦ୍ର ବାନାର୍ଜୀ

3–ସ୍ୱାଧୀନ ଭାରତର ପ୍ରଥମ ଗର୍ଭର୍ଣ୍ଣର ଜେନେରାଲ କିଏ ?

ଉତ୍ତର–ଲର୍ଡ ମାଉଣ୍ଟ ବ୍ୟାଟେନ

4–ସ୍ୱାଧୀନ ଭାରତର ପ୍ରଥମ ତଥା ଅନ୍ତିମ ଗର୍ଭର୍ଣ୍ଣର ଜେନେରାଲ କିଏ ?

ଉତ୍ତର–ରାଜ ଗୋପାଳ ଚାରୀ

5–ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ?

ଉତ୍ତର–ଜବାହାର ଲାଲା ନେହେରୁ

6–ଏମିତି କେଉଁ ଜିନିଷ ଯାହା ଝିଅ ମାନଙ୍କର ବଢେନି ହେଲେ ପୁଅ ମାନଙ୍କର ଶୀଘ୍ର ବଢିଯାଏ ?

ଉତ୍ତର–ନିଶ ଦାଢି

7–ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ?

ଉତ୍ତର–ଡଃ ଜାକିର ହୁସେନ

8–ସମ୍ବିଧାନ ସଭାର ପ୍ରଥମ ଅସ୍ଥାୟୀ ଅଧ୍ୟକ୍ଷ କିଏ ?

ଉତ୍ତର–ଡଃ ସଚ୍ଚିଦାନନ୍ଦ ସିହ୍ନା

9–ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ?

ଉତ୍ତର–ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

10–ଓଡିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ହୋଇଥିଲା ?

ଉତ୍ତର–1866

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।