ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗିଥାଏ। ଛୋଟ ପିଲା ମାନଙ୍କ ନିକଟରେ ଅନେକ କଳା ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ବେଳେ ବେଳେ ଏଭଳି କିଛି କାର୍ଯ୍ୟ କଳାପକୁ ପରିବେଷଣ କରି ଥାଆନ୍ତି, ସବୁବେଳେ ପାଇଁ ସେମାନେ ଚର୍ଚ୍ଚାରେ ରହିବ ସହିତ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ବାଳକ ଦୈତାରୀ ପଣ୍ଡାଙ୍କ ଡାଇଲଗ କହି ପାରୁ ଥିବାର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଗୋଟେ କୁନି ବାଳକଟି ଯାତ୍ରା ଜଗତର ଖଳନାୟକ ଭୂମିକାରେ ଅଭିନୟ କରିଥିବା ଦୈତାରୀ ପଣ୍ଡାଙ୍କ ଡାଇଲଗ ଖୁବ ସୁନ୍ଦର ଭାବରେ ମାରୁ ଥିବାର ଦେଖିବା ପାଇଁ ମିଳୁଛି। ସେ ଦୈତାରୀ ପଣ୍ଡାଙ୍କ ଡାଇଲଗ ମାରିବା ସହିତ ସେ ଯେଉଁ ଭଳି ଭାବରେ ମଧ୍ୟ ହସୁ ଥାଆନ୍ତି, ସେ ମଧ୍ୟ ଠିକ ସେହି ଭାବରେ ହସୁ ଥିବାର ଦେଖିବା ପାଇଁ ମିଳୁଛି। ସେ ସୁନ୍ଦର ଭାବରେ ତାଙ୍କ ଅଭିନୟ କରି ପାରୁଛନ୍ତି। ବାଳକଟିର ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଭିଡ଼ିଓଟି ଭାଇରଲ ହେବା ପରେ ବାଳକଟିକୁ ବହୁତ ପ୍ରଶଂସା କରୁଛନ୍ତି।
ତେବେ ଲୋକ ମାନେ ଏହି ଭିଡ଼ିଓଟିକୁ ଦେଖିବା ପରେ ବାଳକଟିକୁ ପସନ୍ଦ କରିବା ସହିତ ତା’ର ଅଭିନୟକୁ ମଧ୍ୟ ଖୁବ ପସନ୍ଦ କରିଛନ୍ତି। ଏହା ଦେଖି ଲୋକ ମାନେ କହୁଛନ୍ତି ଯେ, ଏତେ କମ ବୟସରୁ କୁନି ବାଳକଟି ସୁନ୍ଦର ଭାବରେ ଏଭଳି ଭାବରେ ଡାଇଲଗ ମାରୁ ଥିବାର ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ତାକୁ ବହୁତ ଲୋକ ମାନେ ଭଲ ପାଇବା ମଧ୍ୟ ଦେଇଛନ୍ତି।
ତେବେ କୁନି ବାଳକଟିର ଅନେକ ପ୍ରଶଂସା ମିଳିବା ସହିତ ଚର୍ଚ୍ଚାରେ ମଧ୍ୟ ରହିଛି। କୁନି ବାଳକଟିର ଏଭଳି ଭାବରେ ଡାଇଲଗ ମାରୁ ଥିବାର ଦେଖି, ଯେ କେହି ବି ଦେଖିଲେ ଖୁସି ହେବା ସହିତ ବହୁତ ମଧ୍ୟ ଆନନ୍ଦିତ ମଧ୍ୟ ହୋଇଯିବ। ସେ ବଡ଼ ହୋଇ ଆଗକୁ ସୁନ୍ଦର ଭାବରେ ନାଚିବ ବୋଲି ଲୋକ ମାନେ ବିଶ୍ୱାସ ଓ ଭରସା ରଖିଛନ୍ତି। ଏଥି ସହିତ ସେ ତା’ର ପରିବାର ଲୋକ ମାନଙ୍କ ପ୍ରତି ଗର୍ବ ଓ ଗୋୖରବ ଆଣିଦେବ। ଯଦି କୌଣସି ବ୍ୟକ୍ତିର ମନ ଦୁଃଖ ଥାଏ, ତା’ହେଲେ ନିଶ୍ଚିତ ଭାବରେ ଏହି ଭିଡ଼ିଓଟିକୁ ଦେଖିଲେ ଉତଫୁଲିତ ହୋଇଯିବେ। ତେବେ ବନ୍ଧୁଗଣ କୁନି ବାଳକଟିର ଅଭିନୟ ଦେଖିଲେ ମନରେ ବହୁତ ଖୁସି ଆସି ଯାଇଥାଏ। ସେ ବଡ଼ ହୋଇ ଆଗକୁ ବହୁତ ସୁନ୍ଦର ଭାବରେ ଅଭିନୟ କରିବ ବୋଲି ଆଶା କରା ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।