Breaking News – ଏବେ ଏବେ ଆସିଲା ବଡ ଖବର ! ଓଡ଼ିଶାରେ ଘଟିଲା ବହୁତ ବଡ ଟ୍ରେନ ଆକ୍ସିଡେଣ୍ଟ, ଏମିତି ଆକ୍ସିଡେଣ୍ଟ ଜୀବନରେ କେବେ ଦେଖି ନଥିବେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବା ପାଇଁ ମିଳୁଛି। ପ୍ରତ୍ୟେକ ବର୍ଷ ବର୍ଷା ହୋଇଛି, କିନ୍ତୁ ବର୍ତ୍ତମାନ ସାରା ରାଜ୍ୟରେ ଦୁଇ ଦିନ ଧରି ଯେଉଁ ଭଳି ଭାବରେ ମୁଷଳ ଧାରାରେ ବର୍ଷା ଲାଗି ରହିଛି, ତାହା ରେକର୍ଡ଼ ବାହାରେ ବର୍ଷା ହେଉଛି। ପ୍ରବଳ ବର୍ଷା ଯୋଗୁଁ ସବୁ ଗାଡ଼ିଆ, ପୋଖରୀ ଓ ନଦୀ ଓ ନାଳରେ ପାଣି ଭର ପୁର ହୋଇ ରହିଛି। ସେହି ଭୟଙ୍କର ପାଣିକୁ ଦେଖିବା ମାତ୍ରେ ବହୁତ ଭୟ ଲାଗି ଥାଏ। ଏହି ବର୍ଷା ଦ୍ୱାରା ଅନେକ ଲୋକ ମାନଙ୍କର ଘର ଦ୍ୱାରା ଭାଙ୍ଗିବା ସହିତ ଅନେକ କ୍ଷୟ କ୍ଷତି ମଧ୍ୟ ହେଇଛି। ରାସ୍ତା ଉପରେ ପାଣି ମଧ୍ୟ ପାଣି ଜମି ରହିଛି ଓ ଯାହା ଫଳରେ କି ଗାଡି, ମଟର ଯିବା ଆସିବାରେ ମଧ୍ୟ ବହୁତ ବାଧା ସୃଷ୍ଟି ହେଉଛି। ଜାନ ବାହାନର ବହୁତ କ୍ଷତି ହେଇଛି। ଯାହାକୁ ଦେଖିବା ମାତ୍ରେ ବହୁତ କଷ୍ଟ ଲାଗି ଥାଏ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ପ୍ରବଳ ବର୍ଷା ଯୋଗୁଁ ପୋଲଟି ଦୁର୍ବଳ ହୋଇ ପଡ଼ିଥିଲା, ସେହି ପୋଲ ଦେଇ ଗତି କରୁଥିବା ମଲବାହିନୀ ଟ୍ରେନ ଭୁଶୁଡି ପଡ଼ିଛି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ଭୋଗଗେରଣୀ ଅଞ୍ଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଅଞ୍ଚଳରେ ଯେଉଁ ପୋଲ ରହିଥିଲା ପ୍ରବଳ ବର୍ଷା ଯୋଗୁଁ ତାହା ଦୁର୍ବଳ ହୋଇ ପଡ଼ିଥିଲା ଓ ଏଥିସହ ପୋଲ ସାଇଟରେ ଯେଉଁ ମାଟି ସବୁ ରହିଥିଲା ସେ ସବୁ ଖସି ପଡ଼ିଥିଲା। ସେହି ସମୟରେ ଯେଉଁ ମାଲବାହିନୀ ଟ୍ରେନ ସେହି ରାସ୍ତା ଦେଇ ଗତି କରୁଥିଲା, ସମ୍ପୂର୍ଣ ଭାବରେ ପୋଲଟି ଭୁଶୁଡି ପଡିଥିଲା ଓ ଟ୍ରେନର ବଗି ଗୁଡିକ ମଧ୍ୟ ଓଲଟି ପଡିଥିଲା।

ତେବେ ସେଥିରେ ଥିବା ଟ୍ରେନ ଚାଳକର କ୍ଷତି ହୋଇ ଥିଲା। ସେଠାରେ ଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ ମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ। ଟ୍ରେନର ଅଧିକାରୀ ମାନେ ଆସି ଏହି କାର୍ଯ୍ୟକୁ ଉଦ୍ଧାର କରିବା ପାଇଁ ବ୍ୟସ୍ତ ବିବ୍ରତ ହେଇ ପଡିଛନ୍ତି। ଟ୍ରେନ ଅଧିକାରୀ ମାନେ ବଡ଼ ବଡ଼ କ୍ରେନକୁ ଡକାଇ ବଗି ଗୁଡିକ ଉଠାଇବା କାର୍ଯ୍ୟ ଜାରି ରଖିଛନ୍ତି। ଆସୁଥିବା ୧୨ ଟା ଟ୍ରେନକୁ ମଧ୍ୟ ବାତିଲ କରା ଯାଇଛି। ଯଥା ଶୀଘ୍ର ଏହି ଉଦ୍ଧାର କାର୍ଯ୍ୟ ପାଇଁ ଲାଗି ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।