ବର୍ତ୍ତମାନର ଶିକ୍ଷିତ ସଭ୍ୟ ସମାଜରେ ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ଏକ ସାଧରଣ କଥା ହୋଇଗଲାଣି। କିନ୍ତୁ ଯଦି କିଛି ବର୍ଷ ତଳର କଥା ଦେଖିବା ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଭଲ ପାଇ ବିବାହ କରିବା ବହୁତ କମ ଦେଖିବା ପାଇଁ ମିଳିଥିଲା। ଏପରି କି ଉଭୟ ପୁଅ ଝିଅ ନ ଦେଖି ଘର ଲୋକଙ୍କ କଥାରେ ବିବାହ କରିବା ପାଇଁ ରାଜି ହୋଇଯାଉଥିଲେ। ଆଜିକାଲିର ଯୁବକ ଯୁବତୀ ମଧ୍ୟରେ ଖୁବ କମ ସମୟ ମଧ୍ୟରେ ସେମାନଙ୍କ ଭଲ ପାଇବା ହୋଇଯାଉଛି। ଭଲ ପାଇଁ ନିଜ ଇଚ୍ଛା ଅନୁସାରେ ଯୁବକ ଯୁବତୀ ଵିଵାହ କରୁଛନ୍ତି।
ଏହାପରେ ପିତା ମାତା ଵିଵାହରେ ଅସନ୍ତୋଷ ପରେ ଆରମ୍ଭ ହୋଇଯାଉଛି ସଂପର୍କର ଫାଟ। ପୁଅ ଝିଅ ମାନେ ଉଭୟ ଅନେକ ହଇରାଣ ହରକତ ହେଉଛନ୍ତି। ଏଭଳି ଘଟଣା ଆମ ସମାଜରେ ଅନେକ ଦେଖିବା ପାଇଁ ମିଳୁଛି। କିଛି ଦିନ ପୂର୍ବରୁ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଥିଲା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ତପସ୍ବିନୀ ଏବଂ ସୁମିତ ଘଟଣା ସାରା ଓଡିଶା ବାସୀ ଜାଣିଛନ୍ତି। ତେବେ ତପସ୍ୱିନୀ କଣ କହିଛନ୍ତି ଆସନ୍ତୁ ଜାଣିବା। ବନ୍ଧୁଗଣ ଆପଣ ସମସ୍ତେ ସୁମିତ ଏବଂ ତପସ୍ୱିନୀଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ। ଯିଏକି କିଛି ମାସ ପୂର୍ବରୁ ତାଙ୍କ ଶାଶୁଘର ବାହାରେ ତାଙ୍କ ଅଧିକାର ପାଇବାକୁ ବସିଥିଲେ।
ସେଠାରୁ ପ୍ରାୟ 40 ଦିନ ବସିଥିଲେ ଏବଂ ବସିବା ପରେ ତାଙ୍କୁ ନ୍ୟାୟ ମିଳିଥିଲା। କୋର୍ଟର ରାୟ ଅନୁସାରେ ସେମାନେ ତପସ୍ୱିନୀ ବର୍ତ୍ତମାନ ଶାଶୂ ଘରେ ଅଛନ୍ତି। ଏପରି ଥିଲା ଯେ ତାଙ୍କ ଶାଶୁମାନେ ତାଙ୍କୁ ଘର ଭିତରକୁ ଯିବାକୁ ଦେଉ ନଥିଲେ। ତେଣୁ ସେ ଗେଟ ସମ୍ମୁଖରେ ବସିଥିଲେ। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ଅଛନ୍ତି। ବର୍ତ୍ତମାନ ସେ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କ ସହ ରହୁଛନ୍ତି ଏବଂ ସୁମିତ ମଧ୍ୟ କୋର୍ଟର ନିଷ୍ପତ୍ତି ଅନୁସାରେ ଟଙ୍କା ଦେଉଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ଶାଶୁଘର ଲୋକ ତାଙ୍କ ଉପରେ କିଛି ଅଭିଯୋଗ ଆଣିଥିଲେ। ସେ ହେମ ଦସ୍ତା ରେ ଶବ୍ଦ କରୁଛନ୍ତି।
କୋର୍ଟ ଏକ ସମୟରେ ଦେଇଛନ୍ତି, ସେହି ସମୟରେ ତାଙ୍କ ଶାଶୂ ଘର ଏବଂ ତାଙ୍କ ପିତାଙ୍କ ପରିବାର କାଉନସିଲିଂ କରାଯିବ। କାଉନସେଲିଂ ପରେ ତାଙ୍କୁ ଫାଇନାଲ ନିଷ୍ପତ୍ତି ପାଇବେ। ତପସ୍ୱିନୀ ଏବଂ ସୁମିତ ଏକାଠି ରହିବେ କିମ୍ବା ରହିବେ ନାହିଁ। ଅପେକ୍ଷା କରିଥିବା କୋର୍ଟ ନିଷ୍ପତ୍ତି ନେବେ। ତେବେ ଏପତେ ସୁମିତ ମଧ୍ୟ କହିଛନ୍ତି ଯେ ସେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି। ଚାକିରି ମଧ୍ୟ ତାଙ୍କର ଚାଲି ଯାଇଛି। ତାଙ୍କର ମାନସିକ ସ୍ଥିତି ଭଲ ନାହିଁ। ବର୍ତ୍ତମାନ ସେ ଘରେ ଅଛନ୍ତି। କୌଣସି କାମ କରୁନାହାଁନ୍ତି ବିଶ୍ରାମ ନେଉଛନ୍ତି। ଉଭୟ କୋର୍ଟକୁ ଅପେକ୍ଷା କରିଛନ୍ତି। ତେବେ ଆମେ ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ଖୁବ ଶୀଘ୍ର ତାଙ୍କ ଶାଶୂଘର ଲୋକ ତାଙ୍କୁ ଗ୍ରହଣ କରି ନିଅନ୍ତୁ, ଉଭୟ ଖୁସିରେ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।