Breaking News – ଏବେ ଏବେ ଆସିଲା ବଡ ଦୁଖଦ ଖବର ! ରୋଡ୍ ଆକ୍ସିଡେଣ୍ଟ ରେ ମୃତ୍ୟୁ ବରଣ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ସିନେମା ଜଗତରେ ପୁଣି ଖେଳିଗଲା ଶୋକ ର ଛାୟା…

0

ଏବେ ଏବେ ଆଉ ଗୋଟିଏ ଦୁଃଖଦ ଖବର ବଲିଉଡ୍ ରୁ ଆସୁଅଛି । ଏବେ ଏବେ ଆଉ ଜଣେ ସୁନ୍ଦରୀ ତଥା ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ମୃତ୍ୟୁ ର ଖବର ସାମ୍ନା କୁ ଆସୁ ଅଛି । ତେବେ 2020 ମସିହା ଟି ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ୍ ଦୁଃଖ ଖବର ନେଇ ଆସି ଥିଲା ।ଯଦି ଆମେ ଦେଖିବା ତେବେ ବଲିଉଡ୍ ଚଳଚ୍ଚିତ୍ର ଜଗତ ର ଅନେକ ମହାନ କଳାକାର ମାନେ ଏହି ବର୍ଷ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ତେବେ ସମସ୍ତେ ଏହି ନୂତନ ବର୍ଷ କୁ ଖୁବ୍ ଉତ୍ସାହ ର ସହିତ ଅପେକ୍ଷା କରିଥିଲେ ।

ଆଉ ଭାବୁଥିଲେ ଯେ ଏହି ବର୍ଷ ସମସ୍ତ ଙ୍କ ପାଇଁ ଆଶା ର ଓ ଖୁସି ର ଏକ ନୂଆ କିରଣ ନେଇ ଆସିବ । କିନ୍ତୁ ଏହି ବର୍ଷ ଆରମ୍ଭ ରେ ଏମିତି ଏକ ଦୁଃଖଦ ଖବର ଆସିଛି ଯାହା ସମସ୍ତ ଙ୍କ ଆଶା କୁ ପାଣି ଫଟୋକା ରେ ପରିଣତ କରି ଦେଇଛି ।

ବଲିଉଡ୍ ରେ ସବୁବେଳେ କେତେ ନୂଆ ଚେହେରା ଦେଖିବା ପାଇଁ ମିଳିଥାଏ ସେହି ଚେହେରା ମଧ୍ୟରେ ଏମିତି କିଛି ଚେହେରା ରହିଥାଏ ଯେଉଁ ଚେହେରା ମନରେ ସବୁଦିନ ପାଇଁ ଏକ ଅଭୁଲା ଚିତ୍ର ସୃଷ୍ଟି କରିଥାଏ। ସେମିତି ଏକ ଅଭୁଲା ଚେହେରା ଅଟନ୍ତି ପିସ୍ତା କଡକର୍ । କଲର୍ଶ ଟିଭି ର ସବୁଠୁ ପ୍ରିୟ ଲୋକ ପ୍ରିୟ ଧାରାବାହିକ ବିଗ୍ ବସ୍ ରିଆଲିଟି ସୋ ର ତ୍ୟାଲେଣ୍ଟ ମ୍ୟାନେଜର ଅଟନ୍ତି ପିସ୍ତା କଡକର୍ ।

ସୂଚନା ଅନୁସାରେ ଏହି ଗତ ଶୁକ୍ରବାର ଦିନ ଏହି ବିଗ୍ ବସ୍ ସୋ ର ପଛ ପଟରୁ ତାଙ୍କ ସ୍କୁଟି କୁ ଏକ ଲୋରି ଆସି ଧକ୍କା ଦେଇ ଥିଲା, ଯାହା ଫଳରେ ତାଙ୍କ ସ୍କୁଟି ଟି ସ୍ଲିପ କରି ଯାଇଥିଲା ।ଓ ଘଟଣା ସ୍ଥଳ ରେ ହିଁ ପିସ୍ତା କଡକର୍ ଙ୍କ ର ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁ କୁ ତାଙ୍କର ସାଥି ମାନେ ବିଶ୍ୱାସ କରି ପାରୁ ନାହାଁନ୍ତି।

ବିଗ୍ ବସ୍ ସୋ ସହିତ ସେ ଖତର କେ ଖିଲାଡ଼ି ସୋ ରେ ମଧ୍ୟ ସେ ନଜର ଆସିଥିଲେ । ତେବେ ତାଙ୍କର ଅଚାନକ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଦୁଃଖଦ ଖବର ଟି ସମଗ୍ର ବଲିଉଡ୍ ଇଣ୍ଡଷ୍ଟ୍ରି ତଥା ତାଙ୍କ ଫ୍ୟାନ ମାନଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି କରି ରଖିଛି ।

ସେ ଏହି ରିଆଲିଟି ସୋ ରେ ଅନେକ ଦିନ ରୁ କାମ କରିଥିଲେ ଓ ଏହି ରିଆଲିଟି ସୋ ମାଧ୍ୟମ ରେ ସେ ଅନେକ ଙ୍କ ମନ ଜିଣି ନେଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ର ମୃତ୍ୟୁ ର ଖବର ଏକ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଏହା ସମଗ୍ର ଇଣ୍ଡଷ୍ଟ୍ରି ରେ ଦୁଃଖ ର ଛାୟା ସୃଷ୍ଟି କରି ରଖିଛି । ତାଙ୍କର ଫ୍ୟାନ ମାନେ ତାଙ୍କୁ ସୋସିଆଲ ମିଡ଼ିଆ ରେ ଶ୍ରଦ୍ଧାଞ୍ଜଳି ଜଣାଇ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।