ଦେଖନ୍ତୁ ଭିଡ଼ିଓ : ଏବେ ଏବେ ଆସିଲା ବଡ ଖବର ! କେମିତି ଅଛନ୍ତି ଅଭିଷେକ ? କିପରି ଅଛି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖନ୍ତୁ…

0

ଦୀର୍ଘ ଦୁଇବର୍ଷ ଧରି କରନା ସମଗ୍ର ବିଶ୍ୱରେ ଭୟଙ୍କର ରୂପ ଦେଖାଉଛି। କରନା ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। ତେବେ ଦ୍ୱିତୀୟ ଲହରୀରେ ସଂକ୍ରମଣ ହାର ଅଧିକ ରହିଥିଲା। ସରକାର ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବଂ ବୈଜ୍ଞାନିକ ମାନେ ମଧ୍ୟ ନୂଆ ନୂଆ ପଦ୍ଧତି ବାହାର କରୁଛନ୍ତି। ଯେପରି କି ଯେଉଁ ମାନେ କରନାରେ ଗୁରୁତ୍ୱର ରୋଗୀ, ସେମାନଙ୍କ ପାଇଁ ECMO ଚିକିତ୍ସା ହିଁ ଏକ ମାତ୍ର ସାହାରା ସାଜିଛି। ତେବେ ଏଥିପାଇଁ ଅନେକ ଅର୍ଥର ଆବଶ୍ୟକ ରହିଛି। ତେବେ ଆମ ଓଡିଶାରୁ ଦୁଇଜଣ ବ୍ୟକ୍ତି ଏହି ଚିକିତ୍ସା ପାଇଁ ହିଁ ବାହାରକୁ ଯାଇଛନ୍ତି। ଯାହା ସାରା ଓଡିଶା ବାସୀ ସେମାନଙ୍କୁ ସାହାଯ୍ୟ କରିଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନଙ୍କ ମନ ମଧ୍ୟରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ ଆଭିଷେକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ? ସମସ୍ତେ ଜାଣିବା ପାଇଁ ମନ ମଧ୍ୟରେ ଅନେକ ଆଶା ରହିଛି। ବର୍ତ୍ତମାନ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ଏକ ଯଜ୍ଞ କରାଯାଇଛି, ଯାହା ପୁରା ଘୋଟଣା ଜାଣିଲା ପରେ ଆପଣ ମାନଙ୍କ ମନକୁ ଟିକିଏ ଆଶ୍ୱାସନା ଲାଗିବ। ତେବେ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଅଭିଷେକ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି। ତେବେ ଆସନ୍ତୁ ଜାଣିବା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ;

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଭଦ୍ରକ ଜିଲ୍ଲାର ମନ୍ଦାରି ଗ୍ରାମରେ ଅଭିଷେଖଙ୍କ ଘୋର, ସେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ବିବାହ ପାଇଁ ତାଙ୍କ ଗାଁକୁ ଆସିଥିଲେ, ତେବେ ବିବାହର ମାତ୍ର ୮ ଦିନ ପରେ କରନାରେ ପୀଡିତ ହୋଇ ଗୁରୁତର ହୋଇଥିଲେ। ଅଭିଷେକଙ୍କ ସ୍ୱାସ୍ୟ ଅବସ୍ଥା ଅଧିକ ଗୁରୁତ୍ୱର ହୋଇଯିବାରୁ ଡାକ୍ତର ମାନେ ତାଙ୍କୁ ଅନ୍ୟ ରାଜ୍ୟକୁ ECMO ଚିକିତ୍ସା ଚିକିତ୍ସାର ନିତ୍ୟାନ୍ତ ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ଏହା ପରେ ସାରା ଓଡିଶା ବାସୀଙ୍କ ସହାୟତାରେ ଏୟାର ଆମ୍ଭୁଲାନ୍ସ ରେ କଲିକତା ନିଆଯାଇଥିଲା, କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୀ ଥିବାର ସୂଚନା ମିଳିଥିଲା ଯାହା ସମସ୍ତଙ୍କ ମନ ମଧ୍ୟରେ ଖୁସିର ଲହରୀ ଦେଖା ଦେଇଥିଲା।

କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଛି ତାଙ୍କ ଗ୍ରାମର ସମସ୍ତ ଗ୍ରାମବାସୀ ସେ ଖୁବଶୀଘ୍ର ଭଲ ହୋଇଯିବା ଆରଗ୍ୟ ପାଇଁ ଯଜ୍ଞ କରୁଛନ୍ତି। ତେବେ ତାଙ୍କ କହିବା କଥା ଅଭିଷେଖ ହେଉଛି ତାଙ୍କ ଗାଁର ପୁଅ , ସେ ଖୁବ୍ଶୀଘ୍ର ଭଲ ହୋଇଯିବ ଭଗବାନ ନିଶ୍ଚିତ ଭାବରେ ତାଙ୍କ ଡାକ ଶୁଣିବେ। ତେଣୁ ଯଜ୍ଞରେ ଆଜିଠୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ନିଶ୍ଚିତ ଭାବାରେ ସୁଧାର ଆସିବ ଯାହା ସେମାନଙ୍କର ଦୃଢ଼ ବିଶ୍ୱାସ ରହିଛି। ତେଣୁ ଆମର ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ସେ ଖୁବ୍ଶୀଘ୍ର ଭଲ ହୋଇ ଘୋରକୁ ଫେରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।