Breaking news–ଏବେ ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ଏହି ପ୍ରସିଦ୍ଧ ଅଭିନେତାଙ୍କର ଆକସ୍ମିତ ମୃତ୍ୟୁ …ଚାରିଆଡେ ଶୋକରଛାୟା….

0

ଆମ ଦେଶ ହେଉଛି କଳାକାର ସଂସ୍କୃତିର ଦେଶ ଅଟେ , ଏଠାରେ ଅନେକ କଳାକାର ମାନେ ନିଜର କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କର ମନକୁ ଜିତି ନେଇଥାନ୍ତି । ନାଚ , ଗୀତ ବା ସଙ୍ଗୀତ ହେଉ ଭାରତ ସବୁଠାରୁ ପ୍ରଥମରେ ରହିଛି । ଅଗଣିତ ଦର୍ଶକ ମାନେ ନିଜ ପସନ୍ଦର କଳାକାର ମାନଙ୍କର ପର୍ସନାଲ ଲାଇଫ୍ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି । କାରଣ ଦର୍ଶକ ମାନଙ୍କ ମନରେ କଳାକାର ମାନଙ୍କ ପ୍ରତି ଏକ ନିଆରା ଭଲ ପାଇବା ରହିଥାଏ । ସେମାନଙ୍କ ଜୀବନଶୈଳୀ କୁ ଅନୁସରଣ କରି ଚାଲିଥାନ୍ତି ।

କୁହାଯାଏ କି ଏ ଭବସଂସାରରେ ଯିଏ ବି ଜନ୍ମ ଗ୍ରହଣ କରିଥାଏ , ତାକୁ ଦିନେ ନା ଦିନେ ଏ ମାୟାର ସଂସାରରୁ ଯିବା ପାଇଁ ପଡିଥାଏ । ସ୍ୱୟଂ ଭଗବାନ ମଧ୍ୟ ମନୁଷ୍ୟ ରୂପ ଧାରଣ କରି ଏ ସଂସାରରୁ ଯିବା ପାଇଁ ପଡିଥିଲା । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନେ ନା ଦିନେ ଏ ସଂସାରରୁ ଯିବା ପାଇଁ ପଡିଥାଏ । ସେ କଳାକାର ହେଉ ବା ସାଧାରଣ ମଣିଷ କିନ୍ତୁ କଳାକାର ମାନଙ୍କର କଳା ବା ଅଭିନୟ ସବୁଦିନ ପାଇଁ ଚିରସ୍ଥାୟୀ ହୋଇ ରହିଯାଏ । ସେ ଦୁନିଆରେ ନଥିଲେ ମଧ୍ୟ ଆମ୍ଭେମାନେ ତାଙ୍କର ସ୍ମୃତିକୁ ସାଇତି କରି ରଖିଥାଉ ଏବଂ ସେ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କ ଦ୍ୱାରା ରଚିତ ହୋଇଥିବା ସ୍ମୃତି ସେମିତି ସାଇତି ହୋଇ ରହିଥାଏ ।

ତେବେ ବର୍ତ୍ତମାନ ସମୟରେ ସେହିପରି ଏକ ସୁନାମଧନ୍ୟ କଣ୍ଠଶିଳ୍ପୀ ଙ୍କର ମୃତ୍ୟୁ ଘଟିଛି , ଅଲିଉ଼ଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ବାଲି ଖେଲୁଥିଲେ ନନ୍ଦ ସୁତ ବା କଳା କହ୍ନେଇ ଲୋକପ୍ରିୟ ଓଡିଆ ଭୋଜନ ଗୀତିକାର ଆଉ ଏ ଦୁନିଆରେ ନାହାନ୍ତି । ତେବେ ତାଙ୍କର ବିୟୋଗରେ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ସେ ଏକାଧାରରେ ଜଣେ ଲେଖକ , ଗୀତିକାର ତା ସହିତ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ସୂଚନା ଅନୁସାରେ ସେ 3 ହଜାରରୁ ଅଧିକ ଜଗନ୍ନାଥ ଙ୍କ ଭୋଜନ ଜଣାଣ ଏମିତି ଏକ ସାରା ସଙ୍ଗୀତ ଲେଖିଛନ୍ତି ।

ସେ 1981 ମସିହା ରେ ଓଡିଆ ଚଳଚ୍ଚିତ୍ର ଉଦୟଭାନୁର ଗୀତ ଲେଖିଥିଲେ , ତେବେ ଗୀତିକାର ସୋମନାଥ ରାଜଗୁରୁ ଭୁବନେଶ୍ୱରର ବାସଗୃହରେ 80 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ତେବେ ବର୍ତ୍ତମାନ ଆମ ଗହଣରେ ଆଉ ନାହାନ୍ତି ଗୀତିକାର ସୋମନାଥ ରାଜଗୁରୁ । ଏ ନେଇ ପରିବାରରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି ଏବଂ ବହୁତ ଦୁଃଖ ପ୍ରକାସ ମଧ୍ୟ କରୁଛନ୍ତି । ସବୁଦିନ ପାଇଁ ସେ ଆମ ମାନଙ୍କ ଠାରୁ ଦୂରେଇ ଯାଇଛନ୍ତି , ତାଙ୍କ ସ୍ମୃତି ହିଁ ଆମ ମାନଙ୍କ ଠାରେ ସାଇତି ହୋଇ ରହିଛି । ବର୍ତ୍ତମାନ ସମୟରେ ଏହା ଏକ ବଡ ଦୁଃଖ ଖବର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।