ଦୁନିଆରେ ଏମିତି କୌଣସି ଲୋକ ନାହିଁ ଯେ ମନରଞ୍ଜନ କରେ ନାହିଁ। ଦିନ ସାରା ମଣିଷ କାମରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସଂଧ୍ୟାରେ ଟିକିଏ ଟିଭି ଖୋଲି ମନରଞ୍ଜନ କରିଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ଲୋକଙ୍କୁ ଯେଉଁଟା ପସନ୍ଦ ଆସିଲା, ତାହାକୁ ହିଁ ଦେଖିଥାନ୍ତି। ତେବେ ସେଥିରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ଯାହାକୁ ପସନ୍ଦ ଆସିଲା, ସେତେବେଳେ ତାଙ୍କର ଫ୍ୟାନ ହୋଇଯାନ୍ତି। ଏବଂ ଦର୍ଶକ ମାନେ ନିଜ ନିଜ ପସନ୍ଦିତା କଳାକାରଙ୍କୁ ସବୁବେଳେ ଅନୁସରଣ କରନ୍ତି। ତାଙ୍କ ରିୟଲ ଲାଇଫ ବିଷୟରେ ଜାଣିବା ପାଇଁ ସବୁବେଳେ ରୁଚି ରଖିଥାନ୍ତି। କିନ୍ତୁ ଯଦି କେହି ପସନ୍ଦିତା କଳାକାରଙ୍କର କୌଣସି କ୍ଷତି ଘଟେ ତାହା ଦର୍ଶକ ପାଇଁ ଅନେକ ଦୁଃଖ ଦାୟକ ହୋଇଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଲିଉଡ ଜଗତରେ ଏକ ଦୁଃଖଦ ଖବର ଦେଖିବା ପାଇଁ ମିଳିଛି। ତେବେ ଏହି ଖବରଟି ହେଉଛି, ଓଲିଉଡର ଆଗଧାଡ଼ିର ହିରୋ ଅରିନ୍ଦମଙ୍କୁ ନେଇ ଏକ ଦୁଃଖଦ ଖବର ଶୁଣିବା ପାଇଁ ମିଳିଛି। ଯାହା ସୋସିଆଲ ମିଡ଼ିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି, ପ୍ରକୃତ ଘଟଣା;
ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପୂର୍ଵ ଅପେକ୍ଷା ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବହୁ ଆଗକୁ ଯାଇଛି। ତେବେ ଏସବୁ ଆଗକୁ ବଢ଼ାଇବା ପଛରେ ଅନେକ ଗୁଡିଏ କଳାକାରଙ୍କ ହାତ ରହିଛି। ତେବେ ଏହି କଳାକାରମାନଙ୍କ ମଧ୍ୟରୁ ଅରିନ୍ଦମ ହେଉଛନ୍ତି, ଅନ୍ୟତମ। ଯିଏକି ଓଡିଆ ଫିଲ୍ମ ଜଗତକୁ ବହୁ ଉର୍ଦ୍ଧ୍ବକୁ ନେଇ ପାରିଛନ୍ତି। ତାଙ୍କର ଅଭିନୟ ଅନେକ ଉଚ୍ଚ କୋଟିର ତାଙ୍କର ଅନେକ ଗୁଡିଏ ଫିଲ୍ମ ରହିଛି। ତାଙ୍କର ମଧ୍ୟ ଅନେକ ଫେନ ଫୋଲର ରହିଛନ୍ତି। ନିଜର ଦମଦାର ଆକ୍ସନ, କମେଡି, ରୋମାନ୍ସ ଯୋଗୁଁ ତାଙ୍କୁ ଅନେକ କଳାକାର ଭଲ ପାଆନ୍ତି।
ଏହା ବ୍ୟତୀତ ସେ ସେ ଜଣେ ସୋସିଆଲ ଆକ୍ଟିଭିଷ୍ଟ ଯିଏକି ଅନେକ ସମୟରେ ଦେଖା ଯାଏ ଲୋକଙ୍କୁ ସାହାଯ୍ୟ କରୁଥିବାର। ଏହା ଛଡ଼ା ସେ ହସ୍ପିଟାଲରେ ରକ୍ତ ଦାନ କରନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଏକ ଦୁଃଖଦ ଖବର ଶୁଣିବା ପାଇଁ ମିଳିଛି। ତାଙ୍କର ଏକ ଆକ୍ସିଡେଣ୍ଟ ରେ ତାଙ୍କର ଗୋଡ଼ ଫେକ୍ଚର ହୋଇଯାଇଥିବାର ସୂଚନା ମିଳିଛି। ସେ ବର୍ତ୍ତମାନ ସମୟରେ ହସ୍ପିଟାଲ ବେଡ଼ରେ ଅଛନ୍ତି। ତେବେ ଏହି ଖବର ଅରିନ୍ଦମ ନିଜେ ତାଙ୍କର ସୋସିଆଲ ମିଡ଼ିଆ ପେଜରେ ସେୟାର କରିଛନ୍ତି, ତେବେ ଏହି ଖବର ସୋସିଆଲ ମିଡ଼ିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ଦର୍ଶକ ମାନଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳି ଯାଇଛି। ସେ ଶୀଘ୍ର ଭଲ ହୋଇଯିବା ପାଇଁ ଆମର ପ୍ରାଥନା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।