ଏବେ ଏବେ ଓଡ଼ିଆ ସିରିଏଲ ହିରୋଇନ ରାଧିକା ଙ୍କ ଘରକୁ ଆସିଲା ବହୁତ ବଡ ଦୁଖଃ ଖବର

0

ଆଜି କାଲିର ଟେକନୋଲୋଜିର ପ୍ରଭାବ ଯୋଗୁ ‘ସୋସିଆଲ ମିଡ଼ିଆ ‘ସମାଜରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡିଆରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ଥାଆନ୍ତି। ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳି ଥାଏ। ଲୋକମାନେ ସବୁବେଳେ ସାଧାରଣତ ସେଲିବ୍ରେଟିଙ୍କ ରିଏଲ ଲାଇଫରେ କଣ ଚାଲିଛି ତାହା ଜାଣିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି। ତେଣୁ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଅବଗତ କରାଇବା ପାଇଁ ଯାଉଛୁ।

ପ୍ରିୟ ବନ୍ଧୁଗଣ ଆମେ ଆପଣମାନଙ୍କୁ ଏଭଳି ଏକ ଘଟଣା ବିଷୟରେ ଜଣାଇବୁ, ଯାହାକି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହବାରେ ଲାଗିଛି। ତେବେ ଘଟଣାଟି ହେଉଛି ଓଡ଼ିଆ ଲୋକ ପ୍ରିୟ ନାୟିକା ରାଧିକା କାନ୍ଦୁ ଥିବାର ନଜର ଆସୁଛି, ଏହି ଘଟଣାଟି ଶୁଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ, ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ନୂଆ ବୋହୁ ସିରିଏଲର ରାଧିକାଙ୍କୁ, ତାଙ୍କର ପ୍ରକୃତ ନାମ ହେଉଛି ମିତାଲି ସରଘରିଆ। ସେ ଓଲ୍ଲୀଉଡ଼ ଜଗତର ଆଗ ଧାଡ଼ିର ନାୟିକା ଭାବରେ ବେଶ ପରିଚିତ ଅଟନ୍ତି। ଏବଂ ସେ ତାଙ୍କ ଓଡ଼ିଆ ସିରିଏଲରେ ତାଙ୍କର ଜବର ଦସ୍ତ ଅଭିନୟ ମଧ୍ୟ କରୁଛନ୍ତି।ସେଥିପାଇଁ ଏହି ସିରିଏଲର ଟିଆରପି ବହୁତ ଉଚରେ ରହିଛି। ସେ ତାଙ୍କ ଅଭିନୟ ଜରିଆରେ ଲୋକ ମାନଙ୍କୁ କାବୁ କରି ନେଇଛନ୍ତି ବର୍ତ୍ତମାନ ସେ ଆଜି ସାରା ଓଡିଶା ର ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଏବଂ ତାଙ୍କ ଅଭିନୟ ଯାଦୁରେ ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି।ତାଙ୍କ ଅଭିନୟ ଶୈଳୀ ଏକ ନିଆରା ପ୍ରକାରର ଅଟେ। ତାଙ୍କ ଅଭିନୟ ରେ ଲୋକ ମାନେ ମୁଗ୍ଧ ହୋଇ ଯାଇ ଛନ୍ତି। ସେ ତାଙ୍କ ନିଆରା ଅଭିନୟ ମାଧ୍ୟମରେ ଭଲ ଅଭିନେତ୍ରୀ ଭାବରେ ଆଗକୁ ପାଦ ଥାପିଛନ୍ତି।

ତାଙ୍କର ଗୋଟେ ଫୋଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଯେଉଁ ଥିରେ କି ସେ ବହୁତ ମାତ୍ରାରେ କାନ୍ଦୁ ଥିବାର ନଜର ଦିଶୁଛନ୍ତି ତେବେ ଘଟଣାଟି ହେଉଛି,ଲକ ଡାଉନ ସମୟରେ ତାଙ୍କ ଭଉଣୀଙ୍କ ର ବାହାଘର ହୋଇଛି ଏବଂ ସେ ବାହାଘର ରେ ବହୁତ ମଜା ମସ୍ତି କରିବା ସହିତ ସେଲିବ୍ରେସନ ମଧ୍ୟ କରିଥିଲେ ଓ ଶେଷରେ ଯେତେବେଳେ ତାଙ୍କ ଭଉଣୀ ବିଦାୟ ହେଉ ଥିଲେ। ସେତବେଳେ ସେ ବହୁତ କାନ୍ଦି ଥିଲେ, ତେବେ ବାହାଘର ର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।