Breking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା କରୋନାରେ ମୃତ୍ୟୁ, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ….

0

ବର୍ତ୍ତମାନର କରନା ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ହଜାର ହଜାର ଲୋକ କରନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସବୁ ବର୍ଗର ଲୋକ କରନା ଦାଉରୁ ରକ୍ଷା ପାଇ ପାରିନାହାନ୍ତି। ସିଏ ଧନୀ ହେଉ କିମ୍ବା ଗରିବ ହେଉ ସମସ୍ତେ କରନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି, କେହି କେହି ଭଲ ହୋଇ ଯାଉଛନ୍ତି ତୋ କାହାର ମୃତ୍ୟୁ ହୋଇ ଯାଉଛି। କରନାରେ ବିଶିଷ୍ଟ ବ୍ୟକ୍ତି ମାନେ ଏବଂ ସେଲିବ୍ରେଟି ମାନେ ବି ବାଦ ପଡି ନାହାନ୍ତି। କୋଭିଡ ରେ ଅନେକ ଅଭିନେତା ଅଭିନେତ୍ରୀ ମାନେ ମୃତ୍ୟୁ ବରଣ କରିଛନ୍ତି। କାରଣ ଜଣେ ସାଧାରଣ ଲୋକ ଠାରୁ ଜଣେ ଅଭିନେତା ଅଭିନେତ୍ରୀ ଙ୍କ ମୃତ୍ୟୁ କୁ ସହଜରେ ଲୋକେ ଗ୍ରହଣ କରି ପାରନ୍ତି ନାହିଁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବାକୁ ମିଳିଛି। ପୁଣି ଜଣେ କଳାକାରଙ୍କ କୋଭିଡ଼ ରେ ମୃତ୍ୟୁ ଘଟିଛି। ସେ ଏମିତି ଏକ ବ୍ୟକ୍ତିତ୍ୱ ତାଙ୍କ ନାମ ଶୁଣିବା ମାତ୍ରେ ଆପଣଙ୍କୁ ପାଦ ତଳୁ ମାଟି ଖସିଯିବ, ତାଙ୍କର ଯେଉଁ ମାନେ ଫ୍ୟାନ ଫଲର ଅଛନ୍ତି , ସେମାନେ ଏହି କଳାକାରଙ୍କ କୋବିଡ଼ ରେ ମୃତ୍ୟୁ କୁ ସହଜରେ ଗ୍ରହଣ କରିପାରିବେ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିଏ ଏହି କଳାକାର;

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଯେଉଁ କଳାକାରଙ୍କ ମୃତ୍ୟୁ ଘଟିଛି, ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କ ଆତି ପ୍ରିୟର ସରାହୁଲ ଭରା । ଯାହାକି ତାଙ୍କର କରୋନାରେ ମୃତ୍ୟ ଘଟିଛି ଅଭିନେତା ରାହୁଲ ଭରାଙ୍କର। ସୋସିଆଲ ମିଡିଆରୁ ସୂଚନା ମିଳିଛି ରାହୁଲ ଭରା କରୋନାରେ ଆକ୍ରାନ୍ତ ଥିଲେ ଏବଂ ଚାରିଦିନ ହେଲା ତାଙ୍କର କୌଣସି ଆକ୍ସିଜାଇ ଲେବୁଲ ବୃଦ୍ଧିର ସୂଚନା ମିଳୁ ନଥିଲା ।

ସେ ମଧ୍ୟ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣାଇଥିଲେ ଯେ ତାଙ୍କର ଆକ୍ସିଜାଇ ଲେବୁଲ ଧୀରେ ଧୀରେ କମିବାରେ ଲାଗିଛି ଏବଂ ତାଙ୍କୁ ଠିକ ପରିମାଣରେ ଆକ୍ସିଜେନ ମିଳୁପାରୁନାହିଁ। ରାହୁଲ ଭରା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରି ଜଣାଇଥିଲେ ଯେ ସେହି ହସ୍ପିଟାଲରେ ଆକ୍ସିଜେନର ଘୋର ଅଭାବ ରହିଛି। ଯଦି କୌଣସି ହସ୍ପିଟାଲରେ ଆକ୍ସିଜେନ ବେଡ଼ ମିଳିପାରୁଛି ତାଙ୍କୁ କଣ୍ଟାକ୍ଟ କରିବା ପାଇଁ ସେ କହିଥିଲେ।

ହେଲେ ଦୁଃଖଦ ଖବର ଯେ ତାଙ୍କୁ ଆକ୍ସିଜେନ ବେଡ଼ ମିଳି ପାରିଲା ନାହିଁ। ସେଥିପାଇଁ ଦିଲ୍ଲୀରେ ରାହୁଲ ଙ୍କର ମୃତ୍ୟୁ ଘଟିଲା। ରାହୁଲ ହେଉଛନ୍ତି ଜଣେ ସୋସିଆଲ ମିଡ଼ିଆ ଇନଫ୍ଲୁଏନସର, ତାଙ୍କର ଫେସବୁକ ରେ ଫ୍ରେଣ୍ଡ ଫଲୋଇଂ ରହିବା ସଙ୍ଗେ ସଙ୍ଗେ ୟୁଟୁବ ରେ ମଧ୍ୟ ରହିଛନ୍ତି। ରାହୁଲଙ୍କର ସବୁଠି ଭେରୀଫାଏଡ ଆକାଉଣ୍ଟ ରହିଛି। ରାହୁଲ ମଧ୍ୟ ବଲିଉଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଗୁଡିଏ ଏପିସୋଡ଼ରେ କମେଡିଆନ ବା ନୂଆ ନୂଆ ଭୂମିକାରେ ଅଭିନୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।