Exclusive : ତତେ ଛାଡ଼ି ମୁଁ ରହିପାରିଲି ନାହିଁ…ଏବେ ଆମେ ଅଫେରା ରାଇଜରେ ମିଶିବା, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏପରି ଏକ ଘଟଣା ବର୍ତ୍ତମାନ ସେସିଆଲ ମିଡିଆରେ ଘୁରି ବୁଲୁଛି, ଯୋଉଠି ରଶ୍ମିରେଖା ଙ୍କ ପରେ ସନ୍ତୋଷ ଜୀବନ ହରିଦେବାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛି | ତେବେ ରଶ୍ମିରେଖା ଓ ସନ୍ତୋଷ ଙ୍କ ମଧ୍ୟରେ ସମ୍ପର୍କ ବହୁତ ଆଗରୁ ଗଢ଼ି ଉଠିଥିଲା ଓ ପରେ ସେମାନେ ବିବାହ ମଧ୍ୟ କରିଥିଲେ | କିନ୍ତୁ କଣ ଏମିତି ହେଲା ଯାହା ପାଇଁ ରଶ୍ମିରେଖା ତ ମରିଲେ ତାଙ୍କ ପରେ ସନ୍ତୋଷ ମଧ୍ୟ ଆତ୍ମହତ୍ୟା କରିକି ନିଜର ଜୀବନ ମଧ୍ୟ ଦେଇଥିଲେ | ତାହେଲେ ଆସନ୍ତୁ ଆଜି ଆମେ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ରଶ୍ମିରେଖା ଙ୍କ ମୃତ୍ୟୁ ଘଟଣା ଶୁଣିଲା ପରେ ସନ୍ତୋଷ ପୁରା ପୁରୀ ଭାଙ୍ଗି ପଡିଥିଲେ , ଆଉ ରଶ୍ମିରେଖା ଙ୍କ ଏପରି ମୃତ୍ୟୁ କୁ ସହି ପାରି ନଥିଲେ ସନ୍ତୋଷ | ଆଉ ବାରମ୍ବାର କହୁଥିଲେ କୁ ତୁ ଚାଲିଗଲା ପରେ କିଏ ଆଉ ମୋ ସହିତ ରହିବ, ମୋ ଜୀବନ ତ ତୁ ଥିଲି , ତୁ ସିନା ଚାଲିଗଲୁ ସବୁଦିନ ପାଇଁ ମତେ ଛାଡ଼ିକି, କିନ୍ତୁ ମୁଁ ଏଠି ଏକା ରହିପାରୁନାହିଁ | ମୋ ଜୀବନ ଖାଲି ଖାଲି ଲାଗୁଛି ତେଣୁ ମୁଁ ବି ତ ପାଖକୁ ଜୀବ ପାଇଁ ଚାହୁଁଛି ମୋତେ ଆଉ ଏଠି ଭଲ ଲାଗୁନାହିଁ ସବୁ ବେଳେ ଥାନା, କୋଟ ଆଉ କଚେରୀକୁ ଘୁରି ଘୁରି | ଆମେ ସିନା ସ୍ବର୍ଗରେ ମିଶି ପାରିଲେ ନାହିଁ କିନ୍ତୁ ସ୍ଵର୍ଗରେ ନିଶ୍ଚୟ ମିଶିବା ଏପରି କହୁଥିଲେ ସନ୍ତୋଷ ରଶ୍ମିରେଖା ଙ୍କୁ ନେଇକି

ତେବେ ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖା ଅଝା ଜୀବନ ହାରିବା ପରେ ସନ୍ତୋଷ ପୁରା ପୁରୀ ଭାଙ୍ଗି ପଡିଥିଲେ, ଆଉ କହିଥିଲେ କି ଦୁନିଆରେନ ଜାଣିଲେ ମଧ୍ୟ ତୁ ମୋତେ କେତେ ଭଲ ପାଉ, ଆଉ ମୁଁ ତୋତେ କେତେ ଭଲ ପାଏ ସେ କଥା ତ ସମସ୍ତେ ଜାଣନ୍ତି | ଆଉ ତୁ ସିନା ଚିଠି ରେ ଲେଖିଦେଇଗଲୁ କେତେ ଭଲ ପାଉ କିନ୍ତୁ ମୁଁ ଆଉ ପାରୁନି ଆଉ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ବିୟୋଗରେ ସବୁବେଳେ ଟେନସନ ରେ ରହୁଥିଲେ ରଶ୍ମି ଙ୍କ ସ୍ୱାମୀ ସନ୍ତୋଷ | ଆଉ ଶେଷରେ ରାଉଲକେଲା ଅର୍ଥାତ ସନ୍ତୋଷ ଙ୍କ ବାସନ୍ତୀ ଭବନ ଅର୍ଥାତ ନିଜ ଘରେ ଆତ୍ମ ହତ୍ୟା କରିଛନ୍ତି ସନ୍ତୋଷ |

ତେବେ ସନ୍ତୋଷ ଓ ରଶ୍ମିରେଖା ନୂଆପୋଲ୍ଲୀ ରେ ଘର ଭଡା ନେଇକି ନିଜକୁ ସ୍ୱାମୀ ଓ ସ୍ତ୍ରୀ ର ପରିଚୟ ଦେଇକି ରହିଥିଲେ | ତେବେ ଏତେ ଭଲ ପାଇବା ଯଦି ସେମାନଙ୍କ ଭିତରେ ଥିଲା ତାହେଲେ ରଶ୍ମିରେଖା ଆତ୍ମହତ୍ୟା କରୁଥିଲେ କାହିଁକି, ଆଉ ରଶ୍ମିଙ୍କର ମୃତ୍ୟୁ ର 16 ଦିନ ପରେ ସନ୍ତୋଷ ମଧ୍ୟ କଣ ପାଇଁ ଆତ୍ମହତ୍ୟା କରିଲେ | ତାହା ବର୍ତ୍ତମାନ ଗୋଟିଏ ବଡ଼ ପ୍ରଶ୍ନ ବାଚୀ ହୋଇ ଛିଡା ହେଇଛି | ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ଓ ସମସ୍ତ ତଦନ୍ତ ଚଲାଇଛି ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment