ଏବେ ମାଗଣାରେ ମିଳିବ ୩ ଗ୍ୟାସ ସିଲିଣ୍ଡର: କଥା ରଖିଲେ ସରକାର, କେଉଁ ମାନଙ୍କୁ ମିଳିବ ଦେଖନ୍ତୁ…

ହଁ ଆଜ୍ଞା କଥାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ ମାତ୍ର ସବୁ ରାଜ୍ୟ ପାଇଁ ନୁହଁ କେବଳ ଗୋଟିଏ ରାଜ୍ୟର ଲୋକମାନଙ୍କୁ ମିଳିବ ଏହି ସୁବିଧା ତାହା ପୁଣି ଦରିଦ୍ରତା ସୀମାରେଖା ତଳେ ଥିବା ଲୋକମାନଙ୍କୁ, ଯେଉଁ ପରିବାରର ବାର୍ଷିକ ଆୟ ୪ ଲକ୍ଷ ଟଙ୍କାରୁ କମ ହୋଇଥିବ, ସେମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ଏହା ମାଧ୍ୟମରେ ମୋଟ ୩୭ ହଜାର ବିପିଏଲ ପରିବାରଙ୍କୁ ସ୍ଥାନ ଦିଆଯିବ । ଏଥିରେ ଆର୍ଥିକ ବର୍ଷର ଶେଷରେ ସେମାନଙ୍କ ଖାତାରେ ଟଙ୍କା ପହଞ୍ଚିବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀମାନଙ୍କୁ ୧୨ ସିଲିଣ୍ଡର ପର୍ଯ୍ୟନ୍ତ ୨୦୦ ଟଙ୍କା ଲେଖାଏଁ ସବସିଡି ଦିଆଯିବ ।

ଏହା ବ୍ୟତୀତ ଏହି ନିୟମଟା ସବୁ ରାଜ୍ୟ ପାଇଁ ପ୍ରୟୋଗ ହେଇନାହିଁ, ଏହି ନିୟମଟି ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ପ୍ରଣୟନ କରାଯାଇଛି,ଗୋଆରେ ଏବେ ଗଠନ ହୋଇଛି ବିଜେପି ସରକାର । ତେବେ ନିର୍ବାଚନ ପୂର୍ବରୁ ବିଜେପି ନିଜ ଭୋଟରମାନଙ୍କୁ ସୁବିଧା ଯୋଗାଇ ପାଇଁ କଥା ଦେଇଥିଲା । ଏଥି ମଧ୍ୟରେ ଥିଲା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ମାଗଣାରେ ୩ଟି ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ପାଇଁ ଦଳ ପ୍ରତିଜ୍ଞା କରିଥିଲା । ଯାହାକୁ ଖୁବଶୀଘ୍ର ଦଳ ପୂରଣ କରିବାକୁ ଯାଉଛି । ଏବେ ଗରିବ ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେବ ବିଜେପି । ଏ ନେଇ ରୁରାଲ ଡେଭଲପମେଣ୍ଟ ଏଜେନ୍ସି ମିନିଷ୍ଟର ଗୋବିନ୍ଦ ଗୌଡେ ସୂଚନା ଦେଇଛନ୍ତି ।

ତେବେ ଏହି ନିୟମଟି ନିର୍ବାଚନ ଚାଲୁଥିବା ସମୟରେ ବିଜେପି ଦଳକୁ ଲୋକଳଚନକୁ ଆଣିବା ପାଇଁ ବା ଗରିବ ଲୋକ ଯୋଉ ମାନେ କି ନିଜର ସାମର୍ଥ ନାହିଁ ଇନ୍ଧନ କିଣିବା ପାଇଁ ସେହି ମାନଙ୍କ ପାଇଁ ଏହି ଘେଷଣା କରିଥିଲେ , ଆଉ ନିର୍ବାଚନ ରେ ପ୍ରଭୁତ ବିସ୍ତାର କରିବା ପାଇଁ ଏପରି ଏକ ଯୋଜନା ର ବ୍ୟବସ୍ଥା କରିଥିଲେ,ଲାଗାତାର ଭାବେ ରନ୍ଧା ଗ୍ୟାସ ଦର ବଢୁଥିବାରୁ ଗ୍ରାହକ ହଇରାଣ ହେଉଛନ୍ତି । କିନ୍ତୁ ଏହି ସମୟରେ ଗୋଟିଏ ରାଜ୍ୟ ଗ୍ରାହକମାନଙ୍କୁ ୩ଟି ଲେଖାଏଁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ଘୋଷଣା କରି ଦେଇଛି|

ତେବେ ଗରିବ ଖାଉଟି ମାନଙ୍କର ସମସ୍ତ ଅସୁବିଧାକୁ ପୂରଣ କରିବା ସହିତ ସେମାନଙ୍କର ଇନ୍ଧନ ଜଣିତ ବା ଖାଉଟି ମାନେ ଭୋଗୁଥିବା ଦୁଃଖକୁ ଦୂର କରିବା ପାଇଁ ଏପରି ଏକ ଯୋଜନା କରିଛନ୍ତି, ବିଜେପି ସରକାର ଯାହା ଯୋଗେ ଲୋକମାନଙ୍କର ସମସ୍ତ ପ୍ରକାଶ ସମସ୍ୟା ଆଉ କ୍ରମ ଗତ ଭାବରେ ଏପରି ଇନ୍ଧନ ର ବୃଦ୍ଧି ଖାଲି ଗରିବ ସୀମାରେଖା ତଳେ ଥିବା ଲୋକ ପାଇଁ ନୁହଁ ସମସ୍ତଙ୍କ ପାଇଁ ଗୋଟିଏ ବଡ ଚିନ୍ତାର ବିଷୟ ସାଜିଛି |

ଯାହା ଏବେ 3 ଟି ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାର ବ୍ୟବସ୍ତାଟି ସୋସିଆଲ ମିଡିଆରେ ମଧ୍ୟ ଖୁବ ଜୋରରେ ଭାଇରାଲ ହେଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment