ପୁଣି ଓଡ଼ିଶାରେ ଲଜ୍ୟା ! ଧରମ ବାପା ମୁଣ୍ଡ ଚିପିଦେବ କହି ସବୁସାରିଦେଲା, ଏବେ ମୋ କୋଳରେ ଧରମ ବାପାର ଛୁଆ… ଦେଖନ୍ତୁ Video

0

ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବାକୁ ମିଳିଥାଏ। ତେବେ ଏହି ସବୁ ଅଘଟଣ ଦେଖି ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି। ବୋଲି କହିଲେ ଭୂଲ ହେବ ନାହିଁ। ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଚାରି ଆଡ଼େ ଯୌନ ରାକ୍ଷସ ମାନେ ବୁଲୁଛନ୍ତି। କେତେବେଳେ ସମୟ ସୁବିଧା ଦେଖି ଅନେକ କିଛି ସମାଜ ବିରୋଧୀ କାମ କରି ସମାଜକୁ କଳୁଷିତ କରୁଛନ୍ତି। ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ। ତେବେ ବର୍ତ୍ତମାନ ଏଭଳି କିଛି ଲଜ୍ୟାଜନକ ଘଟଣା ଦେଖିବା ପାଇଁ ମିଳିଛି।

ଜଣେ ଧରମ ବାପା କହି ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରି ପିଲା ଜନ୍ମ କରାଇ ଥିବା କଥା କହିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଘଟଣା ସମ୍ପକରେ।ଏହି ଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ସୂଚନାନୁସାରେ, ଜଣେ ଗରିବ ଯୁବତୀ ଗାଁରେ ରହୁଥିଲା। ଆଉ ଜଣେ ଧରମ ବାପା ତାଙ୍କର ସବୁ କିଛି ବୁଝୁଥିଲା। ତେବେ ଦିନେ ଯୁବତୀର ମୁଣ୍ଡ ବୁଲାଉଥିଲା। ତାଙ୍କ ମୁଣ୍ଡ ଯନ୍ତ୍ରଣା ହେଉଥିଲା। ଧରମ ବାପା ଜଣକ କହିଥିଲେ ଯଦି ମୁଣ୍ଡ ବୁଲୁଛି ତେବେ ସେ ମୁଣ୍ଡ ଧୀରେ ଧୀରେ ଚିପି ଦେବେ କହିଲେ।

ସେ ଯୁବତୀଙ୍କୁ ମୁଣ୍ଡ ଚିପି ଦେବା ବାହାନା କରି ନେଇଗଲେ ଏବଂ ସେମାନଙ୍କ ସହିତ ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କଲେ। ସେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଲେ। ଯୁବତୀ ଗରିବ ହୋଇଥିବା କାରଣରୁ ଚାକିରୀ ଦେବ କହି କଟକ ନେଇ ଯାଇଥିଲେ। କଟକରେ ମଧ୍ୟ ଯୁବତୀ ସହ ଦୀର୍ଘ ଧରି ସମୟ ଧରି ଶାରୀରିକ ସମ୍ପର୍କ ରଖିଲେ। ସେ ତାଙ୍କ ସହ ଶାରୀରିକ ସମ୍ପର୍କ ସହିତ ଅନ୍ୟକୁ ମଧ୍ୟ ତାଙ୍କ ସହିତ ରଖିବା ପାଇଁ ବାଧ୍ୟ କରାଉଥିଲେ। ଏହି ସମୟ ମଧ୍ୟରେ ସେ ଆଉ ଜଣେ ଲୋକଙ୍କୁ କଟକ ରେ ବିକ୍ରି କରିଦେଲେ। ତାଙ୍କ ଘରର ମାଲିକ ସହିତ ସର୍ବଦା ଶାରୀରିକ ସମ୍ପର୍କ ରଖିବାକୁ ଯାଉଥିଲେ।

ସେ ନିଜ ଇଚ୍ଛାରେ ରଖୁନଥିଲେ ବରଂ ତାଙ୍କୁ ବାଧ୍ୟ କରାଉଥିଲେ। ଏଭଳି ଭାବରେ ଲଗାତାର ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଛି। ସେଠାରେ ଯୁବତୀ ଜଣକ ଗୋଟିଏ ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ଏପଟେ ଧରମ ବାପାକୁ ଆଇନ ଅନୁଯାୟୀ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ବୋଲି କୁହାଯାଇଛି। ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ଲୋକଙ୍କୁ କଠୋର ଦଣ୍ଡ ଦିଆଯିବା କଥା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।