ଦେଖନ୍ତୁ ଭିଡିଓ – ଏଭଳି ଏକ ଘଟଣା ପାଇଁ ଅର୍ଚ୍ଚିତାଙ୍କୁ ଦେଖା କରିବା ପାଇଁ ଏକାଠି ହେଲେ ୫ଲକ୍ଷ ଲୋକ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ଟିଭି ସୀରିଏଲ ଓ ସିନେମା ଜଗତର ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି ।ତେବେ ବର୍ତ୍ତମାନ ଚୁଲବୁଲି ଅର୍ଚ୍ଚିତା ସାହୁ ଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ବହୁତ୍ ଦିନ ପରେ ଅର୍ଚ୍ଚିତା ନିଜ ଫ୍ୟାନ ମାନଙ୍କ ସାମ୍ନା କୁ ଆସିଛନ୍ତି । କୌଣସି ଏକ ଇଭେଣ୍ଟ ରେ ଅର୍ଚ୍ଚିତା ନିଜ ଫ୍ୟାନ ମାନଙ୍କ ସାମ୍ନା କୁ ଆସିଛନ୍ତି ଓ ତାଙ୍କ ସହିତ କଥା ହୋଇଛନ୍ତି ।

ତେବେ ଯଦି ଆମେ ଅର୍ଚ୍ଚିତା ଙ୍କ କଥା କହିବା ତେବେ ସେ ନିଜର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ।’ ଓ ମାଇ ଲଭ୍’ ଫିଲ୍ମ ଦ୍ୱାରା ଅର୍ଚ୍ଚିତା ସାହୁ ଓଲିଉଡ ରେ ପ୍ରଵେଶ କରି ଥିଲେ।ଆଉ ସେହି ଫିଲ୍ମ୍ ପରଠାରୁ ସେ କେବେ ଅଟକି ଯାଇ ନାହାନ୍ତି।ଆଉ ଏହି ଫିଲ୍ମ ରେ ନିଜର ସୁନ୍ଦରତା ଓ ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରି ଥିଲେ।ଏହା ପରେ ସେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଏବଂ ସବୁଥିରେ ନିଜର ଅଭିନୟ ପାଇଁ ପାଇଁ ଦର୍ଶକ ମାନଙ୍କୁ ତାଙ୍କର ଦିୱାନା କରାଇ ପାରିଛନ୍ତି ।

ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଅଲିଉଡ ଚୁଲବୁଲି ନାୟିକା ଭାବରେ ସେ ବେଶ୍ ପରିଚିତ ଅଟନ୍ତି। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଏକ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି। ଅଲିଉଡ ର ଆଗ ଧାଡ଼ି ନାୟିକା ଭାବେ ସେ ବେଶ୍ ପରିଚିତ ଅଟନ୍ତି। ତେବେ ସେ ସବୁବେଳେ ନିଜର ହିଟ୍ ଫିଲ୍ମ୍ ଓ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି।

ଓଡ଼ିଶା ରେ ତାଙ୍କର ଅଗଣିତ ଫ୍ୟାନ ଅଛନ୍ତି ତାଙ୍କର ଗୋଟିଏ ମାତ୍ର ଝଲକ ଦେଖିବା ପାଇଁ ଲୋକ ମାନେ ଘଣ୍ଟା ଘଣ୍ଟା ଲାଇନ୍ ରେ ରୁହନ୍ତି । ତେବେ ନିକଟ ରେ ଅର୍ଚ୍ଚିତା କୌଣସି ଏକ ଇଭେଣ୍ଟ ପାଇଁ ନିଜ ଫ୍ୟାନ ମାନଙ୍କ ସାମ୍ନା କୁ ଆସିଥିଲେ । ତାଙ୍କୁ ଦେଖିବା ପାଇଁ ଅନେକ ଲୋକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବହୁତ୍ ଲୋକ ମାନେ ଭିଡ଼ ଜମାଇ ଥିଲେ ଅର୍ଚ୍ଚିତା ସାହୁ ଙ୍କ ଗୋଟିଏ ଝଲକ ଦେଖିବା ପାଇଁ।

ତେବେ ଅର୍ଚ୍ଚିତା ଏହା ଦେଖି ଖୁବ୍ ଖୁସି ହୋଇଥିଲେ ଓ ନିଜ ଫ୍ୟାନ ମାନଙ୍କୁ ତାଙ୍କର ଏତେ ମାତ୍ରା ର ଭଲ ପାଇବା ପାଇଁ ଧନ୍ୟବାଦ ଜଣାଇ ଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ ଯେତେବେଳେ ବି ସୁଯୋଗ ପାଆନ୍ତି ସେ ନିଜ ଫ୍ୟାନ ମାନଙ୍କ ସହିତ କଥା ହୁଅନ୍ତି। ଏହା ପରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଏକ ଗୀତ ଗାଇବା ପାଇଁ କହିଥିଲେ ଓ ଅର୍ଚ୍ଚିତା କହିଥିଲେ ଯେ ତୁମେ ଆଜି ଗାଇବ ମୁ ଶୁଣିବି । ତେବେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ ।

ଅର୍ଚ୍ଚିତା ନିଜ ର ଅଗଣିତ ଫ୍ୟାନ ମାନଙ୍କୁ ଦେଖି ଖୁବ୍ ଖୁସି ନଜର ଆସିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।