ଏଭଳି କିଛି ମହାନ୍‌ କାମ କରିଛନ୍ତି କେନ୍ୟୁଜ୍‌ ସିକ୍ୟୁରିଟି ଗାର୍ଡ଼ ବଳରାମ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାଲି ର ସମାଜରେ ଧୀରେ ଧୀରେ ଲୋକ ମାନଙ୍କ ମଧ୍ୟରେ ମାନବିକତା ହ୍ରାସ ହେବାକୁ ଲାଗିଛି। ସମସ୍ତେ କିପରି ଭଲରେ ଚଳିବେ, ଭଲରେ ଖାଇବେ, ଭଲ ପିନ୍ଧିବେ କେବଳ ନିଜ କଥା ସବୁବେଳେ ଚିନ୍ତା କରିଥାନ୍ତି। ଏବଂ ଦରକାର ପଡ଼ିଲେ ଅନ୍ୟକୁ ଠକେଇ ଆଗକୁ ଯିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ସେଥିପାଇଁ ପ୍ରତ୍ୟେକ ଦିନ ସମାଜରେ ଚୋରି ଡକାୟତି, ଏବଂ ଲୁଟ ଭଳି ଘଟଣା ଶୁଣିବା ପାଇଁ ମିଲିଥାଏ। ଆଜି କାଲିର ଲୋକମାନଙ୍କ ମଧ୍ୟରେ ଲୋଭ ଲାଳସା ଭରି ରହିଥାଏ, ସେମାନେ ସବୁବେଳେ ଅନ୍ୟର ଜିନିଷ ପ୍ରତି ଲାଳସା ଥାଏ। ବର୍ତ୍ତମାନ ସମାଜରେ ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ଅନ୍ୟ ଜିନିଷ ପ୍ରତି ଟିକିଏ ହେଲେ ବି ଲାଳସା ନଥାଏ।

ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ କହିବା ପାଇଁ ଯାଉଛୁ, ନିଜର ସ୍ୱଚ୍ଛଟତା ପରିଚୟ ପ୍ରଦାନ କରିଛନ୍ତି, ସେ ଟଙ୍କା ପଇସା ପ୍ରତି ଲାଳସା ନରଖି ଟଙ୍କା ବ୍ୟାଗ ଓ ଦରକାରୀ କାଗଜ ପତ୍ର ଫେରେଇ ପ୍ରମାଣ କରି ଦେଖେଇ ଛନ୍ତି ଆଜି ବି ସମାଜରେ ଭଲ ଲୋକ ଅଛନ୍ତି। ତେବେ ଆସନ୍ତୁ ଜାଣିବା କଣ ସମ୍ପୂର୍ଣ୍ଣ ଘଟଣା ବିଷୟରେ;

କେନିୟୁଜ ର ସିକ୍ୟୁରିଟି ଗାର୍ଡ ଏପରି କିଛି କାମ କରି ଦେଖାଇଛନ୍ତି ଯେ ଆପଣ ମାନେ କହିବେ ଦୁନିଆରେ ମାନବିକତା ବୋଲି କିଛି ଅଛି। ଜଣେ ଯୁବତୀ ନିଜ ସ୍କୁଟି ମାଧ୍ୟମରେ ଆସି ସେହି ବାଟ ଦେଇ ଯାଉଥିଲେ। ଏବଂ ତାଙ୍କର ବ୍ୟାଗ ପଡିଯାଇଥିଲା, ସେହି ବ୍ୟାଗରେ ଟଙ୍କା , ସୁନା ଓ କିଛି ଦରକାରୀ କାଗଜ ପତ୍ର ଥିଲା, କେନିୟୁଜ ର ସିକ୍ୟୁରିଟି ଗାର୍ଡ ତାଙ୍କୁ ପଛରୁ ଡାକୁଥିଲେ, କିନ୍ତୁ ମହିଳା ଜଣଙ୍କ ସିକ୍ୟୁରିଟି ଗାର୍ଡଙ୍କ କଥାକୁ ଶୁଣି ପାରିନଥିଲେ।

ଘରେ ପହଁଛି ଦେଖିଲେ ତାଙ୍କ ବ୍ୟାଗ ନାହିଁ , ମହିଳା ଜଣଙ୍କ ବ୍ୟସ୍ତ ହୋଇଥିଲେ। ସେ ଭାବିଥିଲେ ତାଙ୍କୁ ଆଉ ତାଙ୍କ ଜିନିସ ମିଳିବ ନାହିଁ। କିନ୍ତୁ ହଠାତ ତାଙ୍କୁ କେ ନିୟୁଜ ଅଫିସ ରୁ କୋଲ ଆସିଲା ଏବଂ ତାଙ୍କ ବ୍ୟାଗ ନେଇଯିବା ପାଇଁ କହିଲେ। ସିକ୍ୟୁରିଟି ଗାର୍ ବ୍ୟାଗ ଟିକୁ ନେଇ କେ ନିୟୁଜ ଅଫିରେ ଦେଇଥିଲେ। ମହିଳା ଜଣଙ୍କ ଆସି ଧନ୍ୟବାଦ ଜଣେଇଥିଲେ।

ଏବଂ ସେହି ମହିଳା ଜଣକ କହିଥିଲେ ଯେ ତାଙ୍କର ତାଙ୍କ ଜିନିସ ପତ୍ର ପାଇବା ର ଆଶା ନଥିଲା। ତେବେ ଏଭଳି ଲୋକ ଦୁନିଆରେ ବହୁତ କମ ଅଛନ୍ତି ଯେଉଁ ମାନେ ଅନ୍ୟର ଜିନିସ କୁ ପାଇଁ ଫେରେଇ ଦେଉଛନ୍ତି। ବାସ୍ତବରେ ଏଭଳି ମାନବିକତା ମଣିଷ ଦୁନିଆରେ ବହୁତ କମ ଅଛନ୍ତି ଯିଏ କି ଅନ୍ୟର ଜିନିସ ପ୍ରତି କୌଣସି ଲୋଭ ଲାଳସା ରଖୁ ନାହାନ୍ତି। ସିକ୍ୟୁରିଟି ଗାର୍ଡ ଯେପରି କଲେ ତାଙ୍କ ଠାରୁ କିଛି ଶିଖିବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment