ଓଃ କି ଡ୍ୟାନ୍ସ ! ଏଭଳି ନାଚ ଦେଖି ହସି ହସି ଗଡ଼ିଗଲେ ଲୋକେ, ଆପଣ ବି ଦେଖନ୍ତୁ ଭାଇରାଲ୍ ହେଉଥିବା ଏହି ନାଚ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗୁଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଆପଣ ମାନେ ତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖୁଥିବେ | ଆଉ ଯେଉଁଠି ଦେଖିବାକୁ ମିଳୁଛି କି ରାସ୍ତା ଉପରେ ମହିଳା ଦୁଇଜଣ ଭିନ୍ନ ଢଙ୍ଗରେ ନାଚିବାକୁ ଲାଗିଛନ୍ତି | ଆଉ ଯେଉଁ ଡାନ୍ସ କୁ ଯିଏ କେହି ବି ଦେଖୁଛି ଆଶ୍ଚର୍ଯ୍ୟ ହେଇଯାଉଛି | ତେବେ ଆପଣ ମାନେ ଜାଣିଥିବେ ସେ ନାଚ ହେଉ ବା ଗୀତ ଯଦି ତାହା ଠିକ ତାଳ ରେ ଚାଲିଥାଏ , ତାହେଲେ ତାହା ସମସ୍ତଙ୍କ ମନକୁ ମଧ୍ୟ ବେଶ ଆକୃଷ୍ଟ କରିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହିଭଳି ଏକ ମଜାଳିଆ ଡାନ୍ସ ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଏଭଳି ଏକ ମଜାଦାର, ମନ ରଞ୍ଜକ ଭାଇରାଲ ଭିଡ଼ିଓ ଟି ଦେଖିବାକୁ ମିଳିଛି ନେପାଳ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏହି ମହିଳା ମାନେ ହରିଆଲି ତେଜ ପୂଜା କରୁଥିବାର ଜଣା ପଡିଛି | ଆଉ ଏଭଳି ନାଚ କୁ ଯିଏ ବି ଦେଖୁଛି ସେଇଠି ଅଟକି ଯାଉଛି | ତେବେ ଭିଡ଼ିଓ ରେ ତିନିଜଣ ମହିଳା ବହୁତ ସୁନ୍ଦର ଭାବରେ ଷ୍ଟେପ କରୁଥିବାର ଜଣା ପଡିଛି | ଆଉ ମହିଳା ମାନେ ଏତେ ସ୍ପିଡ଼ ରେ ନାଚିବାକୁ ଲାଗିଛନ୍ତି କି ଯାହାକୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠିବ କି ମହିଳା ମାନେ କେମିତି ଏତେ ଜୋର ରେ ନାଚି ପାରୁଛନ୍ତି |

ତେବେ ଆପଣ ମାନେ ଜାଣିଥିବେ କି ସାଧରଣତଃ ପିଲା ମାନେ ସ୍ପିଡ଼ ରେ ନାଚିଥାନ୍ତି, କିନ୍ତୁ ଏହି ଭିଡ଼ିଓରେ ମହିଳା ମାନେ ନାଚୁଛନ୍ତି ତାହା ପୁଣି ଏକ ନିଆରା ଢଙ୍ଗରେ | ଆଉ ଯେଉଁଠି ମହିଳା ଦୁଇଜଣ ନାଲି ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି | ଆଉ ରାସ୍ତା ଉପରେ ସମାନ ତାଳରେ ସ୍ପିଡ ରେ କରିବାକୁ ଲାଗିଛନ୍ତି ଡାନ୍ସ | ଆଉ ତାହା ସହିତ ଗୀତର ତାଳେ ତାଳେ ହାତ ତାଳି ମଧ୍ୟ ମାରିବାକୁ ଲାଗିଛନ୍ତି | ଆଉ ରାସ୍ତା ଉପରେ ପର୍ବ ପାଳୁଥିବା ସମୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା |

ତେବେ ଏହି ନାଚକୁ ଦେଖିବା ପରେ ଲୋକ ମାନେ ବହୁତ ମଜା ନେଇଛନ୍ତି | ଆଉ ତାହା ସହତ ଲୋକ ମାନଙ୍କର ମନ ରଞ୍ଜନ ମଧ୍ୟ କରଉଛି ଏହି ନାଚ ଟି | ତେବେ ଏହି ଭିଡ଼ିଓ କୁ ଦେଖିବା ପରେ ଲୋକ ମାନେ ବିଭିନ୍ନ ପ୍ରକାରର କଥା ମଧ୍ୟ କହିଛନ୍ତି, ତେବେ କେହି କେହି କହିଛନ୍ତି କି ମହିଳା ହେଇକି ଏମାନେ କେମିତି ଏତେ ସ୍ପିଡ ରେ ନାଚି ପାରୁଛନ୍ତି | ତେବେ ଏହି ଭିଡ଼ିଓଟି ଇନଷ୍ଟାଗ୍ରାମ ରେ କେହି ଜଣେ ପୋଷ୍ଟ କରିବା ପରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି | ଆଉ କେହି କେହି ମାଇକେଲ ଜାକ୍ସନ ଏହି ନାଚକୁ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ ବୋଲି ମଧ୍ୟ କହିଛନ୍ତି | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment