ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଘଟଣା ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଦେଖିବାକୁ ମିଳିଛି| ଆଉ ଯେଉଁଠି କୁହାଯାଉଛି କି ଝିଅ ଜଣଙ୍କ ସ୍ନାୟୁ ଜନିତ ରୋଗ ରେ ଅକ୍ଲାନ୍ତ ହେବା ଫଳରେ ତାଙ୍କର ପାଦ ଦୁଇଟି ଅକାମି ହୋଇ ଯାଇଥିଲା | ଡାକ୍ତର ମାନେ ମଧ୍ୟ ମନା କରି ସାରିଥିଲେ ସେ ହୁଇଲ ଚେୟାର ବିନା ସା ହାଯ୍ୟ ରେ ଚାଲି ପାରିବେନି ବୋଲି | ଆଉ ବଡ଼ ଦାଣ୍ଡ ରେ ପାଦ ଦେଉ ଦେଉ ଦେଖିବାକୁ ମିଳିଥିଲା ଚମତ୍କାର ଆଉ ସେ ଚାଲିବା ପାଇଁ ମଧ୍ୟ ଲାଗିଥିଲେ |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳିଥିଵା ସୂଚନା ଅନୁସାରେ ଯାହା କୁହାଯାଉଛି କି ଭଦ୍ରକ ରୁ ଜଣେ ଝିଅ ଯିଏ କି ସ୍ନାୟୁ ରୋଗ ରେ ଅକ୍ଲାନ୍ତ ହୋଇଥିଲେ2 ବର୍ଷ ତଳେ |ଆଉ ଡାକ୍ତର ମଧ୍ୟ ତାଙ୍କୁ ସେ ଆଉ ଚାଲି ପାରିବ ନାହିଁ ବୋଲି କହି ଦେଇଥିଲେ ହୁଇଲ ଚେୟାର ବିନା ବୋଲି କହି ଦେଇଥିଲେ | ଆଉ ଯାହାକୁ ନେଇ ଝିଅ ଜଣଙ୍କ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ ଆଉ ଆସିଥିଲେ ପୁରି ବଡ଼ ଦାଣ୍ଡ କୁ କାଳିଆ ଙ୍କର ଦର୍ଶକ ପାଇଁ | ତେବେ ଆପଣ ମାନେ ଜାଣିଛନ୍ତି କି କାଳିଆ ହେଉଛନ୍ତି ଭକ୍ତ ବତ୍ସଳ | ଆଉ ମହାପ୍ରଭୁ ସବୁବେଳେ ତାଙ୍କର ଭକ୍ତ ମାନଙ୍କର ସାହାଯ୍ୟ କରିଥାନ୍ତି |
ତେବେ ଦେଖିବାକୁ ମିଳିଥିଲା ବଡ଼ ଦାଣ୍ଡ ରେ ଏକ ଆଶ୍ଚର୍ଯ୍ୟ ଘଟଣା ଆଉ ପଙ୍ଗୁ ଝିଅ ଟି ଯେତେବେଳେ ବଡ଼ ଦାଣ୍ଡ ରେ ପାଦ ଦେଇଥିଲେ ସେ ହୁଇଲ ଚେୟାର ରୁ ଉଠି ଚାଲିବା ପାଇଁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ଯାହା କୁ ସେ ବିଶ୍ୱାସ କରି ପାରି ନ ଥିଲେ କି ସେ ଚାଲି ପାରୁଛନ୍ତି ବୋଲି | ଆଉ ଜଗନ୍ନାଥ ଙ୍କର ଏଭଳି କୃପା ଆଉ ମହିମା କୁ ଦେଖିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ |
ତାହା ସହିତ ଝିଅ ଜଣଙ୍କ ମଧ୍ୟ ଖୁସି ହୋଇ ଯାଇଥିଲେ ଆଉ କାଳିଆ ଙ୍କର ଅପାର କୃପା ବିଷୟରେ ଜାଣି ପାରିଥିଲେ | ଯେଉଁଭଳି ଭାବରେ ଶ୍ରୀକୃଷ୍ଣ କୁବୁଜା ଅସୁନ୍ଦରୀ କୁ ଭଲ କରି ଦେଇଥିଲେ ଆଜି ସେହି ଭଳି ଭାବରେ ଜଗନ୍ନାଥ ପଙ୍ଗୁ ଝିଅ ଟିକୁ ଭଲ କରି ଦେଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।