ଏହା କେଉଁ ମାଛ କିଏ କହି ପାରିବ ? ଏହାର ଉତ୍ତର ଦେବାରେ ୯୯% ଲୋକ ଫେଲ, କଣ ଆପଣ ଉତ୍ତର ଦେଇ ପାରିବେ ?

0

ଆଜିର ଯୁଗ ହେଉଛି ବିଜ୍ଞ୍ୟାନର ଯୁଗ l ତେଣୁ ଏହି ବିଜ୍ଞ୍ୟାନର ଯୁଗରେ ଆମ ସମସ୍ତଙ୍କର ବିଜ୍ଞାନ ବିଷୟରେ ଜାଣିବା ଏବଂ ସେଥିରୁ ଜ୍ଞାନ ଆହୋରଣ କରିବାର ଆବଶ୍ୟକତା ରହିଛି l ସବୁ କିଛି ବିଷୟରେ ଜାଣିବାର ଉଦ୍ୟମ ଯଦି ଆମ ମନରେ ସୃଷ୍ଟି ହେବ ତେବେ ଯାଇ ଆମେ ଜ୍ଞାନ ଅର୍ଜନ କରିପାରିବୁ l ତେଣୁ ଏହି ଜ୍ଞାନ ବିଷୟରେ ଜାଣିବାକୁ ହେଲେ ଆମକୁ ପ୍ରଥମେ ବିଦ୍ୟା ରୂପକ ଧନକୁ ଆପଣାଇକୁ ପଡିବ l ବିଦ୍ୟା ହେଉଛି ଏକ ସୀମାହୀନ ସାଗର ସଦୃଶ l

ତେଣୁ ଏହି ସୀମାହୀନ ସାଗର ସଦୃଶ ବିଦ୍ୟାରୁ ଆମକୁ କିଛି ଜ୍ଞାନ ଆହୋରଣ କରିବାର ଆବଶ୍ୟକତା ରହିଛି l ଜ୍ଞାନର ଆଦି ରହିଛି କିନ୍ତୁ ଏହାର ଅନ୍ତ ନାହିଁ l ତେଣୁ ପିଲାଟିଏ ମାତୃ ଗର୍ଭରୁ ଭୂମିଷ୍ଠ ହେବା ପାଖରୁ ତାର ମୃତ୍ୟୁ ହେବା ପର୍ଯ୍ୟନ୍ତ ସେ ଜ୍ଞାନ ଆହୋରଣ କରିଥାଏ l ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଦଶଟି ଫୁଲଫ୍ରମ ବିଷୟର…..

1:-ଉପରେ ଥିବା ମାଛର ନାମ କଣ ?
ଉତ୍ତର – କରାଣ୍ଡି ମାଛ 

2:-ATM ର ଫୁଲଫ୍ରମ କଣ?
ଉତ୍ତର :-Automated Teller Mechine

3:-Wi-fi ର ପୁଲଫ୍ରମ କଣ?
ଉତ୍ତର :-Wireless Fidelity

4:-SIM ର ପୁଲଫ୍ରମ କଣ?
ଉତ୍ତର :-Subcriber Identification Madule

5:-SMS ର ଫୁଲଫ୍ରମ କଣ?
ଉତ୍ତର :-Short Message Service

6:-MMS ର ଫୁଲଫର୍ମ କଣ?
ଉତ୍ତର :-Multimedia Messaging Service

7:-NEWS ର ଫୁଲଫର୍ମ କଣ?
ଉତ୍ତର :-North East west ସାଉଥ

8:-PAN ର ଫୁଲଫର୍ମ କଣ?
ଉତ୍ତର :-Permanet Account ନୁମ୍ବର

9:-OTP ର ପୁଲଫର୍ମ କଣ?
utara:-One Time Passwor

10:-GOOGLE ର ଫୁଲଫର୍ମ କଣ?
ଉତ୍ତର :-Global Organization of Oriented Group Language of Earth.

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।