Special Health Tips – ଏହି ଗୋଟିଏ କାମ କଲେ କ-ରୋ-ନା ହେଲେ ବି ଜୀବନି ଜୀବନ ୧୦୦% ଗ୍ୟାରେଣ୍ଟି

0

ବର୍ତ୍ତମାନ ପରିସ୍ଥିତିରେ, କରୋନା ସମଗ୍ର ଦେଶରେ ଏହାର ଭୟଙ୍କର ରୂପ ଦେଖାଉଛି। ପୂର୍ବ ବର୍ଷ ତୁଳନାରେ ବର୍ତ୍ତମାନର କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି, ଅଧିକ ଲୋକ ମରୁଛନ୍ତି। ସଂକ୍ରମଣର ପ୍ରଥମ ଲହର ସେତେଟା ବିପଜ୍ଜନକ ନଥିଲା କିନ୍ତୁ ବର୍ତ୍ତମାନ କରନାର ଦ୍ୱିତୀୟ ସଂକ୍ରମଣ ଚାଲିଛି, ଏହାର ରୂପ ଏତେ ଭୟଙ୍କର ଯେ ଲୋକମାନେ ଏତେ ମରୁଛନ୍ତି ଯେ ସମସାନରେ ସ୍ଥାନ ମିଳୁନାହିଁ। ଦ୍ୱିତୀୟ ଲହର ସଂକ୍ରମଣ ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ, ଏହା ଦ୍ୱାରା ମନୁଷ୍ୟର ଅମ୍ଳଜାନ ସ୍ତର କମ କରି ଦେଉଛି ଏବଂ ଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେଉଛି।

ସେଥିପାଇଁ ଅକ୍ସିଜେନ ର ଆବଶ୍ୟକତା ପଡୁଛି, ଅକ୍ସିଜେନ ର ଏତେ ମାତ୍ରାରେ ଦରକାର ପଡୁଛି, ଯାହା ଫଳରେ ଅକ୍ସିଜେନ ସିଲିଣ୍ଡର ର ଅଭାବ ପଡୁଛି। ସେଥିପାଇଁ ଅଲଗା ଦେଶରୁ ମଧ୍ୟ ଅଣାଯାଉଛି। ତେବେ ଏଭଳି ସଙ୍କଟମୟ ପରିସ୍ଥିତି ରେ ଲୋକେ ଜୀବନକୁ ବଞ୍ଚେଇବା ପାଇଁ ଅନେକ ଉପାୟ ଆପନାଉଛନ୍ତି। ଆଜି ଆମେ ଜାଣିବା ଘରେ ବସି କିପରି ଜାଣିବେ ଆପଣଙ୍କ ଫୁସଫୁସ ଠିକ ଆଛି ନା ନାହିଁ।

କରୋନା ଭାଇରସର ଦ୍ୱିତୀୟ ଲହରୀ ଜୀବାଣୁ ସଂକ୍ରମିତ ଫୁସ ଫୁସରେ ପଡିବା ହେତୁ ଭାରତରେ ବହୁତ ଲୋକ ମୃତ୍ୟୁ ବରଣ କରୁଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ନୂଆ ମ୍ୟୁଟାଣ୍ଟ ଅତ୍ୟନ୍ତ ଭାବରେ ବିପଦ ଜନକ, ଏହାର ସଂକ୍ରମଣ ପ୍ରଥମେ ଗଲାରୁ ଆରମ୍ଭ ହୁଏ। ଏହି କରୋନା ଜୀବାଣୁ ମଣିଷର ଫୁସଫୁସରେ ପଡି ଫୁସଫୁସକୁ ଖରାପ କରିଦବା ସଙ୍ଗେ ସଙ୍ଗେ ନିଶ୍ୱାସ ନେବାରେ ମଧ୍ୟ ବହୁତ କଷ୍ଟ ହୁଏ।

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନଥାଏ ଏବଂ ସିଧା ଫୁସଫୁସରେ ପହଁଚି ଫୁସଫୁସକୁ ନଷ୍ଟ କରିଦିଏ। ଏହି କରୋନା ସଂକ୍ରମଣ ପଯେଟିଭ ରୋଗୀଙ୍କ ମଧ୍ୟରେ 5 ରୁ 6 ଦିନ ଭିତରେ ଫୁସଫୁସରେ ଆରମ୍ଭ କରିବା ଦେଖାଯାଏ। ସାଧାରଣ ଫୁସଫୁସର ଅବସ୍ଥା ଜାଣିବା ପାଇଁ ପ୍ରଥମେ ଏକ୍ସରେ କରାଯାଏ। ଫୁସଫୁସକୁ ପରୀକ୍ଷା କରିବା ପାଇଁ ଏକ ଉପାୟ ହେଉଛି। ଯାହାକି ଜିଡ଼ସ ହସ୍ପିଟାଲ ଦ୍ୱାରା ହେଇଥିବା ଭିଡିଓ 0 ରୁ 10 ପର୍ଯ୍ୟନ୍ତ ସଂଖ୍ୟା ଦିଆଯାଇଛି ଯେଉଁଥିରେ 2 ନମ୍ବର କୁ ସାଧାରଣ ଫୁସଫୁସ କୁହାଯାଏ। 5 କୁ ଶକ୍ତିଶାଳୀ ଫୁସଫୁସ କୁହାଯାଏ ଏବଂ 10 ନମ୍ବରକୁ ସୁପର ଫୁସଫୁସ କୁହାଯାଏ।

ପ୍ରଥମେ ନିଶ୍ୱାସକୁ ରୋକିବାକୁ ପଡିବ ଓ ପରେ ଲାଲ ବଲ ସ୍ପିନ ଦେଖିବାକୁ ହବ। ରେଡ ବଲ କେତେ ଥର ଘୁରୁଛି ତାହା ଅନୁଯାୟୀ ନମ୍ବର ଦିଆଯିବ। ନିଶ୍ୱାସକୁ ଧରି ରଖିବା ସଙ୍ଗେ ସଙ୍ଗେ ଭିଡିଓ ଚଳେଇ ପୁଣି ନିଶ୍ୱାସ ନେବେ। ସେତବେଳେ କେତେ ପଏଣ୍ଟ ଦିଆଯିବ ତାହା ଆମେ ଦେଖିପାରିବା। ଯେତେ ଅଧିକ ସମୟ ପର୍ଯ୍ୟନ୍ତ ନିଶ୍ୱାସକୁ ଧରି ରଖିପାରିବେ, ଫୁସଫୁସ ସେତେ ଅଧିକ ଶକ୍ତିଶାଳୀ ହବ। ତେବେ ବନ୍ଧୁଗଣ ଆପଣ ମାନେ ଦୟାକରି ନିଜର ଘରେ ରୁହନ୍ତୁ , ଏବଂ ନିଜର ପରିବାର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ। ଏହା ଦ୍ୱାରା ଆମେ କରନାକୁ ନିଶ୍ଚିତ ଭାବରେ ହରାଇ ପାରିବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।