Astro Predict – ଏହି 14 ବର୍ଷର ଛୋଟ ଜୋତିଷ ଫିକ୍ସ କରିଦେଲା ଡେଟ, ଏହି ତାରିଖରୁ ଭାରତରୁ ହେବ ଅନ୍ତ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି । ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି। ବର୍ତ୍ତମାନ ଏହି ଭାଇରସ ର ଦ୍ୱିତୀୟ ଲହର ଓ ତୃତୀୟ ଲହର ମୃତୁ ର ତାଣ୍ଡବ କୁ ଆହୁରି ଜାରି ରଖିଛି । ଅନେକ ଲୋକ ପ୍ରତିଦିନ ହସ୍ପିଟାଲ ରେ ମୃତ୍ୟୁବରଣ କରୁଛନ୍ତି । ପ୍ରତ୍ୟେକ ଦିନ ଦୁଃଖର ପାହାଡ ଖସୁଛି ମୁଣ୍ଡ ଉପରେ , ପ୍ରତ୍ୟେକ ଦିନ ଭାବିବାକୁ ପଡୁଚି ଆଉ କେତେ ଦିନ ଏହି ଦୃଶ୍ୟ ଦେଖିବାକୁ ପଡ଼ିବ ଯାହା କଲିଜା କୁ ଥରାଇ ଦେଉଛି ।

ମୃତ୍ୟୁ ସଂଖ୍ୟା ଏତେ ବଢି ଚାଲିଛି ଯେ ଶ୍ମଶାନ ରେ ଜାଗା ମିଳୁନାହିଁ ଶବଦାହ ପାଇଁ । ପ୍ରତି ମୁହୁର୍ତ୍ତ ରେ ଏମିତି ସବୁ ଭିଡ଼ିଓ ସାମ୍ନା କୁ ଆସୁଛି ଯାହା କୁ ଦେଖିଲେ ଭୟ ରେ ଛାତି ଥରି ଉଠୁଛି । ବର୍ତ୍ତମାନ ସମସ୍ତଙ୍କ ମନରେ କେବଳ ଗୋଟିଏ ମାତ୍ର ପ୍ରଶ୍ନ ଯେ ଏହି ଭାଇରସ ଅନ୍ତ କେବେ ହେବ । ଏହି ସମୟ ରେ ଏକ ୧୪ ବର୍ଷର ଶିଶୁ ଭବିଷ୍ୟ ବାଣୀ କରିଛି ଯେଉଁଥିରେ କରନା ଭାଇରସ ସମ୍ପର୍କ ରେ ଲେଖା ହୋଇଛି । ତେବେ କଣ ରହିଛି ତାଙ୍କ ଭବିଷ୍ୟ ବାଣୀ ରେ ଆସନ୍ତୁ ଜାଣିବା ;

ଏହି ବାର ବର୍ଷର ବାଳକ କରନା ଭାଇରସ ଆସିବା ପୂର୍ବରୁ ଭବିଷ୍ୟ ବାଣୀ କରିଥିଲେ ଯେ ଏପ୍ରିଲ୍ ୨୦୨୦ ରେ ଏହି ମହାମାରୀ ର ଅନ୍ତ ଘଟିବ କିନ୍ତୁ ଏହି ଭବିଷ୍ୟ ବାଣୀ ଭୁଲ ପ୍ରମାଣିତ ହୋଇଛି । ତେବେ ସେ ପୁନର୍ବାର ଏହି କରନା ଭାଇରସ କୁ ନେଇ ପୂର୍ବସୁଚନା ବା ଭବିଷ୍ୟ ବାଣୀ ଦେଇଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା କରୋନା ର ଅନ୍ତ ଘଟିବ ।

ବର୍ତ୍ତମାନ ଏହି ସଙ୍କଟ ସମୟରେ ଲୋକ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଏହା ସତ ହେବ ନା ନାହିଁ । ସୂଚନା ଅନୁସାରେ କରନା ଭାଇରସ ଆସିବା ପୂର୍ବରୁ ଅନେକ ଭବିଷ୍ୟ ବାଣୀ ସତ ହୋଇଛି କିନ୍ତୁ ମହାମାରୀ ର ଏତେ ଭୟଙ୍କର ରୁପ କୁ ଦେଖି ସମସ୍ତେ ସନ୍ଦେହ ରେ ଅଛନ୍ତି ଏହା ସତ ହେବ ନା ନାହିଁ। ତେବେ ଏହା କେତେଦୂର ସତ ହେବ ତାହା କେବଳ ସମୟ ହିଁ କହି ପାରିବ । କିନ୍ତୁ କରନା ଭାଇରସ ଏକ ମହାମାରୀ ଅଟେ ତେଣୁ ଆପଣ ଏଥିରୁ ଯେତେ ସମ୍ଭବ ସତର୍କ ରହିବେ ସେତେ ସୁରକ୍ଷିତ ରହିବେ । ତେଣୁ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ବହୁତ୍ ଜଲ୍ଦୀ ଏହି ଭାଇରସ ର ଅନ୍ତ ଘଟିବ ବୋଲି ଆଶା କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।