ବିବାହ ଏକ ଅତୁଟ ବନ୍ଧନ ହୋଇଥାଏ , ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ସାତ ଜନ୍ମ ର ସାଥୀ ହୋଇ ରହିଥାଏ । ସମସ୍ତ ପୁଅ ମାନଙ୍କର ଇଚ୍ଛା ରହିଥାଏ , ଯେ ସେମାନଙ୍କୁ ସୁନ୍ଦର ଏବଂ ଗୁଣବାନ ସ୍ତ୍ରୀ ମିଳୁ । ସେହିପରି ଅନ୍ୟପକ୍ଷେ ମହିଳା ମାନେ ଭଲ ସ୍ୱାମୀ ପାଇବାର ଇଚ୍ଛା ମଧ୍ୟ ରଖିଥାନ୍ତି । ଯିଏ ଏମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରି ପାରିବ । ଆଜି ଆମେ ଆପଣ ମାନଙ୍କୁ ସେହି 3ଟି ମହିଳା ମାନଙ୍କ ବିଷୟରେ କହିବୁ , ଯିଏ ସବୁବେଳେ ନିଜ ସ୍ୱାମୀଠାରୁ ଅସନ୍ତୁଷ୍ଟ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ମହିଳାଙ୍କ ବିଷୟରେ ।
1. K ନାମର ମହିଳା :-
ଯେଉଁ ମହିଳାଙ୍କ ନାମ k ଅକ୍ଷରରୁ ଷ୍ଟାଟ ହୋଇଥାଏ , ସେମାନେ ବହୁତ ସହନଶୀଳତା ହୋଇଥାନ୍ତି । ଘର ଚଳାଇବା କ୍ଷେତ୍ରରେ ମଧ୍ୟ ବହୁତ ବୁଦ୍ଧିମତି ହୋଇଥାନ୍ତି ଏବଂ ଏମାନେ ତାଙ୍କ ସ୍ୱାମୀଙ୍କୁ ସେମାନଙ୍କ ଦାୟିତ୍ୱ ବାରମ୍ୱାର ମନେ ପକାଇ ଦିଅନ୍ତି । ଏପରି ମହିଳା ମାନେ କଥା ଲୁଚାଇବାରେ ମଧ୍ୟ ମାହିର ହୋଇଥାନ୍ତି , ଏମାନେ ନିଜ ସ୍ୱାମୀଙ୍କୁ ଛାଡି ଗୋଟିଏ ମୁହୁର୍ତ୍ତ ରହି ପାରନ୍ତି ନାହିଁ । ଏମାନେ ଚାହାଁନ୍ତି ଏମାନଙ୍କ ସ୍ୱାମୀ ସବୁକାମ ଏମାନଙ୍କୁ ପଚାରି କରନ୍ତୁ । ଯଦି ଏହିପରି ନହୁଁଏ ସେତେବେଳେ ସେମାନେ ରାଗି ଯାଇଥାନ୍ତି ।
2. P ନାମର ମହିଳା :-
ଯେଉଁ ମହିଳାର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କ ସ୍ୱାମୀ ଯଦି ଏମାନଙ୍କୁ ନପଚାରି କୌଣସି କାମ କରେ , ସେତେବେଳେ ଏମାନେ ତାହା ସହ୍ୟ କରି ପାରନ୍ତି ନାହିଁ । ଏମାନେ ନିଜ ଛୁଆ କୁ ବହୁତ କେୟାର କରିଥାନ୍ତି ଏବଂ ନିଜ ଛୁଆକୁ ଭଲ ସଂସ୍କାର ମଧ୍ୟ ଦେଇଥାନ୍ତି । ଏମାନେ ନିଜ ଘରକୁ ସବୁବେଳେ ସଜେଇ ରଖିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କୁ ସୋପିଙ୍ଗ କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି , ଏମାନେ ନିଜ ସ୍ୱାମୀ ସହିତ ହିଁ ସପିଙ୍ଗ କରିବା ବହୁତ ପସନ୍ଦ ଅଟେ ।
3. S ନାମର ମହିଳା :-
ଯେଉଁ ମହିଳା ମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନଙ୍କ ପାଖରେ ବହୁତ ଧର୍ଯ୍ୟଶକ୍ତି ରହିଥାଏ । ଯଦି ଏମାନଙ୍କୁ କିଏ ଅଣଦେଖା କରେ ତେବେ ଏମାନେ ଏହାକୁ ବିଲକୁଲ ସହ୍ୟ କରି ପାରନ୍ତି ନାହିଁ । ଏମାନେ ଚାହାଁନ୍ତି ଏମାନଙ୍କ ପରିବାର ଲୋକ ଏମାନଙ୍କ ଉପରେ ସବୁବେଳେ ସନ୍ତୁଷ୍ଟ ରୁହନ୍ତୁ , କିନ୍ତୁ ଏମାନେ ସେମାନଙ୍କ ଉପରେ କେବେହେଲେ ସନ୍ତୁଷ୍ଟ ରହି ପାରନ୍ତି ନାହିଁ । ଏମାନେ ନିଜ ପ୍ରଶଂସା ଶୁଣିବା ପାଇଁ ଚାହିଁଥାନ୍ତି , ସବୁ କାମକୁ ମନ ଲଗାଇ କରିବା ପରେ ମଧ୍ୟ ଯଦି ଏମାନଙ୍କୁ କେହି ପ୍ରଶଂସା କରେ ନାହିଁ ସେତେବେଳେ ଏମାନେ ବହୁତ ରାଗି ଯାଇଥାନ୍ତି । ଏମାନେ ଚାହାଁନ୍ତି ତାଙ୍କ ସ୍ୱାମୀ ସବୁବେଳେ ତାଙ୍କ ବିଷୟରେ ହିଁ ଭାବୁ , ସବୁବେଳେ ତାଙ୍କୁ ପ୍ରଶଂସା କରୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।