ଏହି ୩ଟି ନାମର ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କୁ ସନ୍ତୁଷ୍ଟ କରିପାରନ୍ତି ନାହିଁ – Sadhu Bani

0

ବାହାଘର ହେଉଚି ଯେ କୌଣସି ବ୍ୟକ୍ତି, ସେ ମହିଳା ହୁଅନ୍ତୁ କିମ୍ବା ପୁରୁଷ, ଏହା ମଣିଷ ଜୀବନର ଏକ ପରିବର୍ତ୍ତିତ ରୂପ। ବିଶେଷ କରି ମହିଳା ମାନେ ବାହାଘର ପରେ ନିଜକୁ ସଂପୂର୍ଣ୍ଣ ଭାବରେ ଏକ ନୂଆ ଜାଗାରେ ନିଜକୁ ପ୍ରସ୍ତୁତ କରନ୍ତି ସମସ୍ତ ପ୍ରକାରର ପରିସ୍ଥିତି ରେ। ତେଣୁ ଏହା ପୂର୍ବରୁ ବିଭିନ୍ନ ପ୍ରକାରର ପ୍ରକ୍ରିୟା ଦେଇ ଏହା ସମ୍ପୂର୍ଣ୍ଣ ହୋଇଥାଏ।

ଦୁଇଟି ମନର ମିଳନ ରେ ହୃଦୟ ର ମିଳନ ଘଟେ ଏବଂ ସେମାନେ ସ୍ବାମୀ ସ୍ତ୍ରୀ ହୋଇ ସାରାଜୀବନ ପରସ୍ପରର ଦୋଷ ତ୍ରୁଟି କୁ କ୍ଷମା କରି ଦାୟିତ୍ୱବୋଧ ଭାବରେ ଆଗକୁ ବଢ଼ି ଥାଆନ୍ତି। ସୁଖ ଦୁଃଖର ଭାଗି ହୁଅନ୍ତି। ଏବଂ ସାତ ଜନ୍ମ ପାଇଁ ନିଜର ହୋଇ ରହିବାକୁ ପ୍ରତିଶ୍ରୁତି ମଧ୍ୟ ନେଇଥାନ୍ତି।

କିନ୍ତୁ ଏହା ପାଇଁ ଜଣେ ଭଲ ଜୀବନ ସାଥୀ ଟିଏ ମିଳିବା ବହୁତ୍ କଷ୍ଟ। ଯିଏକି ସୁଖରେ ଦୁଃଖରେ ମନ କଥାକୁ ବୁଝି ପରୁଥିବ ଓ ବହୁତ୍ ସ୍ନେହ ଭଲପାଇବା ଦେଇ ପାରିବ । ଗୋଟିଏ ଉତ୍ତମ ସ୍ୱଭାବର ସ୍ତ୍ରୀ ଓ ସ୍ବାମୀ କୁ ପାଇବାକୁ ସମସ୍ତେ ଚାହାନ୍ତି। କିନ୍ତୁ ଏହା ନହେଲେ ବୈବାହିକ ଜୀବନରେ ବହୁତ୍ ସମସ୍ୟା ଦେଖାଦିଏ।ଆଉ ଯଦି ଆପଣଙ୍କ ସ୍ତ୍ରୀ ପାଖରେ ଏସବୁ ଗୁଣ ନାହିଁ ତେବେ ଆପଣଙ୍କ ବୈବାହିକ ଜୀବନ ଭଲ ରହି ନଥାଏ। ତେବେ ଆଜିର ଏହି ଲେଖାରେ ଜାଣିବା କେଉଁ ନାମର ମହିଳା ମାନେ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି ତାଙ୍କ ବୈବାହିକ ଜୀବନରେ ଏବଂ ସ୍ବାମୀଙ୍କୁ ବୁଝି ପାରନ୍ତି ନାହିଁ।

୧) K ନାମର ମହିଳା-

ଯଦି କୌଣସି ମହିଳା ମାନଙ୍କ ନାମ K ଅକ୍ଷର ରୁ ଆରମ୍ଭ ହୋଇଥାଏ ତାହେଲେ ଏମାନେ ବହୁତ୍ ଚାଲାଖ ଓ ବୁଦ୍ଧି ମାନ ହୋଇଥାନ୍ତି। ଏମାନେ ଚାହାନ୍ତି ଯେ ତାଙ୍କ ସ୍ବାମୀ ସବୁବେଳେ ସବୁ କାମ ତାଙ୍କୁ ପଚରିକି କରନ୍ତୁ। ସବୁ କଥା ଜାଣିବାକୁ ଏମାନେ ଇଚ୍ଛା କରନ୍ତି ନହେଲେ ଅସନ୍ତୁଷ୍ଟ ହୁଅନ୍ତି।

୨) E ନାମର ମହିଳା-

ଯେଉଁ ମହିଳା ମାନଂକ ନାମ E ଅକ୍ଷର ରୁ ଆରମ୍ଭ ସେମାନେ ସଦା ସର୍ବଦା ନିଜ ସ୍ୱାମୀକୁ ହାତ ମୁଠାରେ ରଖିବାକୁ ଚାହିଥନ୍ତି। ଯଦି ଏମାନଙ୍କ ଇଚ୍ଛା ବିରୁଦ୍ଧରେ କିଛି ହେଲା ତେବେ ଏମାନେ ସହି ପାରନ୍ତି ନାହିଁ। ଏହି ମହିଳା ମାନଙ୍କ ର ବହୁତ୍ କିଛି ଇଚ୍ଛା ରହିଥାଏ ଓ ଏମାନେ ସମସ୍ତ ଇଚ୍ଛା କୁ ପୂର୍ଣ୍ଣ କରିବାକୁ ଚାହାନ୍ତି ଯଦି ଏହା ନହୁଏ ତେବେ ସେମାନେ ରଗିଯନ୍ତି। ଏମାନଙ୍କର ଇଚ୍ଛାର କୌଣସି ସୀମା ନଥାଏ।

୩) S ନାମର ମହିଳା-

ଯେଉଁ ମହିଳା ମାନଙ୍କ ର ନାମ S ଅକ୍ଷର ରୁ ଆରମ୍ଭ ଏମାନେ ବହୁତ୍ ସୁନ୍ଦର ଆଉ ସାହସୀ ଅଟନ୍ତି। ଏମାନେ ସବୁ କଥାରେ ଯଦିଓ ମୁଣ୍ଡ ପୁରନ୍ତି ନାହିଁ କିନ୍ତୁ ନିଜ ସ୍ବାମୀ ସହ କେହି ଅନ୍ୟ ମହିଳା କୁ ଦେଖିଲେ ଏମାନେ ସନ୍ଦେହ କରିଥାନ୍ତି ଓ ସହି ପାରନ୍ତି ନାହିଁ ଯେଉଁ କାରଣ ରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ଝଗଡ଼ା ଲାଗି ରହିଥାଏ। ଏମାନେ କେବେ ବି ସଂସାରରେ ବହୁତ୍ ଦିନ ପର୍ଯ୍ୟନ୍ତ ଖୁସି ରେ ରହି ପାରନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।