Dr. Randeep Guleria – ଏହି ୫ ଟି ଲକ୍ଷଣ ଦେଖା ଯାଉଛି କି ? ତାହେଲେ ନିଶ୍ଚୟ କରୋନା ହୋଇଛି

0

ଅନେକ ଲୋକ ଏପରି ଅଛନ୍ତି ଯଦି ସେମାନଙ୍କୁ ସାଧାରଣ ଋତୁ କାଳୀନ ଜ୍ଵର କିମ୍ବା ସର୍ଦ୍ଦିକାଶ ହୋଇ ଦେହ ଖରାପ ହୋଇଥାଏ, ତେବେ ସେମାନଙ୍କ ମନ ମଧ୍ୟରେ କରନା ହୋଇଛି ବୋଲି ଭୟଭିତ ହୋଇ ଯାଆନ୍ତି। ଅଧିକାଂଶ ଲୋକଙ୍କ ମନ ମଧ୍ୟରେ ଆସିବା ମଧ୍ୟ ସ୍ୱଭାବିକ, କାରଣ ବର୍ତ୍ତମାନ ଯେପରି କରନାର ଦ୍ୱିତୀୟ ଲହର ସମଗ୍ର ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛ , ତେଣୁ ସାଧରଣ ଦେହ ଖରାପକୁ ମଧ୍ୟ କରନା ବୋଲି ଭାବିନେଉଛନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ମନ ମଧ୍ୟରେ ଥିବା ଦ୍ଵନ୍ଦକୁ ଦୂର କରିବୁ। ଆପଣ ମାନେ ନିଜେ ହିଁ ଜାଣି ପାରିବେ ଆପଣଙ୍କୁ ସାଧରଣ ଋତୁ କାଳୀନ ଜ୍ଵର , ସର୍ଦ୍ଦିକାଶ ହୋଇ କିମ୍ବା କରନା ଆକ୍ରାନ୍ତ ହୋଇ ଦେହ ଖରାପ ହୋଇଛି। ତେବେ ଆଜି ଆମେ ଆପଣଙ୍କୁ ଋତୁ କାଳୀନ ଜ୍ଵର , ସର୍ଦ୍ଦିକାଶ ହୋଇ କିମ୍ବା କରନାର ସାଧରଣ ଲକ୍ଷଣ ବିଷୟରେ ଜଣେଇବାକୁ ଯାଉଛୁ, ଆପଣ ମାନେ ଦୟାକରି ଧ୍ୟାନ ସହକାରେ ଦେଖନ୍ତୁ;

(୧) କରନା ଭାଇରସ ରେ ଆକ୍ରାନ୍ତ ହେଲେ ସାଧରଣତ ଜ୍ଵର ହୋଇଥାଏ। ଏବଂ ଋତୁକାଳୀନ ଜ୍ଵର ମଧ୍ୟ ହୋଇଥାଏ କିନ୍ତୁ ସର୍ଦ୍ଦି କାଶରେ ସାଧାରଣ ଭାବେ ଜ୍ଵର ହୋଇନଥାଏ।

(୨) କରନା ଭାଇରସ ରେ ଆକ୍ରାନ୍ତ ହେଲେ ଶୁଖିଲା କାଶ ହୋଇଥାଏ। ଏବଂ ଋତୁକାଳୀନ ଜ୍ଵର ରେ ମଧ୍ୟ କାଶ ହୋଇଥାଏ। କିନ୍ତୁ ସର୍ଦ୍ଦି କାଶରେ କେବଳ ଛିଙ୍କ ହୋଇଥାଏ।

(୩) କରନା ଭାଇରସ ରେ ଆକ୍ରାନ୍ତ ହେଲେ, ଶରୀର ରେ ମାଂସପେଶୀ ଦରଜ ହୋଇଯାଇଥାଏ। ଏବଂ ଋତୁକାଳୀନ ଜ୍ଵର ହେଲେ, ମୁଣ୍ଡ ଓ ମାଂସ ପେଶୀ ଦରଜ ହୁଏ। କିନ୍ତୁ ସର୍ଦ୍ଦି କାଶରେ ହେଲେ ଏଭଳି କିଛି ହୋଇ ନଥାଏ।

(୪) କରନା ଭାଇରସ ରେ ଆକ୍ରାନ୍ତ ହେଲେ, ଥକ୍କା ଅନୁଭବ କରିବା। ଏବଂ ଋତୁକାଳୀନ ଜ୍ଵର ହେଲେ, ଥକ୍କା ଲାଗି ଥାଏ କିଛି ଭଲ ଲାଗି ନଥାଏ। କିନ୍ତୁ ସର୍ଦ୍ଦି କାଶରେ ହେଲେ, ଏପରି କିଛି ହୋଇ ନଥାଏ।

(୫) କରନା ଭାଇରସ ରେ ଆକ୍ରାନ୍ତ ହେଲେ, ନିଶ୍ୱାସ ନେବାରେ କଷ୍ଟ ଲାଗିଥାଏ। ଏବଂ ଋତୁକାଳୀନ ଜ୍ଵର ହେଲେ, ନାକ ବନ୍ଦ ହୋଇଯିବା ଏବଂ ପାଟି ଦେଇ ନିଶ୍ୱାସ ଖୁବ ସହଜରେ ନେଇ ପାରିବା। କିନ୍ତୁ ସର୍ଦ୍ଦି କାଶରେ ହେଲେ, ନାକ ବନ୍ଦ ରହିଥାଏ।

(୬) କରନା ଭାଇରସ ରେ ଆକ୍ରାନ୍ତ ହେଲେ, ଗଳା ଦ଼ରଜ ଲାଗିବା। ଏବଂ ଋତୁକାଳୀନ ଜ୍ଵର ହେଲେ, ଗଳା ଦ଼ରଜ ଲାଗିବା। କିନ୍ତୁ ସର୍ଦ୍ଦି କାଶରେ ହେଲେ, ଗଳା ଦ଼ରଜ ଲାଗିଥାଏ।

(୭) କରନା ଭାଇରସ ରେ ଆକ୍ରାନ୍ତ ହେଲେ, ମୁଣ୍ଡ ବିନ୍ଧା , କଫରେ ରକ୍ତ ପଡିବା ଏବଂ ଝାଡା ବାନ୍ତି ମଧ୍ୟ ହୋଇ ଥାଏ। ଏବଂ ଋତୁକାଳୀନ ଜ୍ଵର ହେଲେ, ଝାଡା ବାନ୍ତି ହୋଇଥାଏ। କିନ୍ତୁ ସର୍ଦ୍ଦି କାଶରେ ହେଲେ, ସାମାନ୍ୟ ଜ୍ୱର ହେବା ସହିତ ମାଂସ ପେଶୀ ମଧ୍ୟ ଦରଜ ଲାଗେ।

(୮) କରନା ଭାଇରସ ରେ ଆକ୍ରାନ୍ତଙ୍କ ଠାରେ ପ୍ରାୟ ଦୁଇ ସପ୍ତାହ ଧରି ଭାଇରସ ରହିଥାଏ। ଋତୁକାଳୀନ ଜ୍ଵର ହେଲେ ଗୋଟିଏ ସପ୍ତାହ ଧରି ଭୁତାଣୁ ହୋଇଥାଏ। କିନ୍ତୁ ସର୍ଦ୍ଦି କାଶରେ , ଗୋଟିଏ ସପ୍ତାହ ଧରି ଭୁତାଣୁ ହୋଇଥାଏ।

(୯) କରନା ଭାଇରସ ରେ ଆକ୍ରାନ୍ତ ଙ୍କ ଠାରେ ୫% ସଂକଟପନ୍ନ ସ୍ଥିତି ଉପୁଜି ଥାଏ। ଋତୁକାଳୀନ ଜ୍ଵର ହେଲେ ୧% କିନ୍ତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।