ଏହି (୫ଟି ନାମର ଝିଅ ) ଗଙ୍ଗା ଭଳି ପବିତ୍ର, ସାକ୍ଷାତ ଲକ୍ଷ୍ମୀ ଙ୍କ ଅବତାର ହୋଇଥାନ୍ତି – Odia Bayagita

0

ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ ଯେ , କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ କେହି କହି ପାରିବେ ନାହିଁ । ଏହି ଦୁନିଆରେ ବହୁତ ଝିଅମାନେ ଏମିତି ମଧ୍ୟ ହୋଇଥାନ୍ତି , ଯେଉଁମାନେ ପାଣି ଭଳି ନିର୍ମଳ ଏବଂ ଗଙ୍ଗାଜଳ ଭଳି ପବିତ୍ର ହୋଇଥାନ୍ତି । ଏମିତି ମଧ୍ୟ କିଛି ଝିଅ ମାନେ ମଧ୍ୟ ଥାନ୍ତି ଯେଉଁମାନେ ବହୁତ ଚାଲାକ ହୋଇଥାନ୍ତି ଏବଂ ଭରସାର ଯୋଗ୍ୟ ମଧ୍ୟ ହୋଇ ନଥାନ୍ତି । ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ କବିବୁ ଯେଉଁଝିଅ ମାନେ ପବିତ୍ର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କର ବିଷୟରେ ।

1. B ନାମର ଝିଅ :-

ବି ନାମର ଝିଅ ମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି , ଏବଂ ନିଜ ଜୀବନ ସାଥୀଙ୍କର ଅନେକ ବିଶ୍ୱସ୍ତ ହୋଇଥାନ୍ତି । ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନ ସାଥୀଙ୍କର ସାଥ୍ ଛାଡନ୍ତି ନାହିଁ । ଏମାନଙ୍କର ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ , ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଏ ।

2. N ନାମର ଝିଅ :-

ଯେଉଁ ଝିଅମାନଙ୍କର ନାମ ଏନ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ତେଜ ସ୍ୱାଭାବର ହୋଇଥାନ୍ତି । ଏମାନଙ୍କୁ ନିଜ ପରିବାରର ଏବଂ ନିଜ ଜୀବନ ସାଥୀଙ୍କର ଧ୍ୟାନ ବହୁତ ରଖିଥାନ୍ତି । ଏହିନାମ ଥିବା ଝିିଅ ମାନଙ୍କର ବ୍ୟବହାର ବହୁତ ଭଲ ହୋଇଥାଏ , ଏହି କାରଣରୁ ଏମାନଙ୍କୁ ବହୁତ ପବିତ୍ର ମାନାଯାଏ ।

3. P ନାମ ଥିବା ଝିଅ :-

ଯେଉଁ ଝିଅଙ୍କର ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନଙ୍କୁ ସମ୍ପର୍କକୁ ବାନ୍ଧି ରଖିବାର ବହୁତ ଭଲ ଭାବରେ ଜଣାଥାଏ । ଏହି ନାମ ଥିବା ଝିଅ ମାନେ ପ୍ରତ୍ୟେକ ମଣିଷର ଭାବନାକୁ ଧ୍ୟାନର ସହିତ ବୁଝିପାରନ୍ତି । ଏମାନେ ସମସ୍ତଙ୍କ ସହିତ ମଧୁର କଥା କୁହନ୍ତି , ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ ।

4. S ନାମ ଥିବା ଝିଅ :-

ଯେଉଁ ଝିଅଙ୍କର ନାମ ଏସ୍ ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମାନାଯାଏ । ଏମାନେ ବହୁତ ଲାଜକୁରା ମଧ୍ୟ ହୋଇଥାନ୍ତି କିନ୍ତୁ ଏମାନେ ତାଙ୍କ ପରିବାରର ମାନ ମର୍ଯ୍ୟଦା ପୂରା ଧ୍ୟାନରେ ରଖିଥାନ୍ତି । ଏମାନେ କୌଣସି ପରିସ୍ଥିତିରେ ନିଜ ପରିବାରକୁ ଖୁସୀରେ ରଖିବା ପାଇଁ ପୂରା ଚେଷ୍ଟା କରିଥାନ୍ତି ।

5. M ନାମ ଥିବା ଝିଅ :-

ଯେଉଁ ଝିଅଙ୍କର ନାମ ଏମ୍ ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନଙ୍କର ସ୍ୱାଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇଥାଏ ,ଏହି ନାମ ଥିବା ଝିଅମାନେ ବହୁତ ଜୋରରେ କଥା କହିଥାନ୍ତି । କାହାରିକୁ ନିରାଦର କରନ୍ତି ନାହିଁ , ଏମିତିକି ନିଜର ଜୀବନ ସାଥୀଙ୍କୁ ଖୁିସୀରେ ରଖିବା ପାଇଁ ପୂରା ଚେଷ୍ଟା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।