ଏହି 6ଟି ଲକ୍ଷଣ ରୁ ଜାଣନ୍ତୁ ଆପଣଙ୍କ ଗର୍ଭରେ ଥିବା ଶିଶୁ ପୁଅ ହେବ ନା ଝିଅ ୧୦୦% secure

ବର୍ତ୍ତମାନ ର ଅତ୍ୟାଧୁନିକ ଟେକ୍ନୋଲୋଜି ଯେତେ ଅଗ୍ରଗତି କରିଥିଲେ ମଧ୍ୟ ଆଜିର ସମୟରେ ଲୋକ ମାନଙ୍କ ମନରେ ପୁରାଣ ଶାସ୍ତ୍ର ପ୍ରତି ସେତକି ଭଲ ପାଇବା ରହିଛି । ପ୍ରତ୍ୟେକ ବ୍ୟକ୍ତି ସୁଖ ସ୍ୱଚ୍ଛନ୍ଦରେ ଜୀବନ ବିତାଇବା ପାଇଁ ପସନ୍ଦ କରିଥାନ୍ତି । ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ସମସ୍ତ ଶୁଭ ଅଶୁଭ , ଭଲ , ମନ୍ଦ ସୁଖ , ଦୁଃଖ ଯାହାକିଛି ଘଟିଥାଏ , ଏସବୁ ମଣିଷର କର୍ମ ଉପରେ ନିର୍ଭର କରିଥାଏ ।

କାରଣ ମଣିଷ ଯେଉଁ ପ୍ରକାର କର୍ମ କରିଥାଏ , ସେହି ଅନୁସାରେ ଫଳ ଭୋଗିବାକୁ ପ଼ଡିଥାଏ । ତେବେ ଜୀବନକୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ କେତେକ ରୀତିନୀତି ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଅନେକ ସମୟରେ ଭୁଲ ବଶଃତ ଏମିତି କିଛି କାର୍ଯ୍ୟ କରିଥାଉ ଯାହା ପାଇଁ ଆମକୁ ପରେ ବହୁତ ପସ୍ତେଇବା ପାଇଁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ରିତୀନିତୀ ବିଷୟରେ ।

1. ଯେଉଁ ବ୍ୟକ୍ତି ମାନେ ସୂର୍ଯ୍ୟଦ୍ୱୟ , ସୂର୍ଯ୍ୟାସ୍ତ କିମ୍ୱା ଦିନ 12 ଘଟିକା ସମୟରେ ଖାଇବାର ଅଭ୍ୟାସ ରଖନ୍ତି କିମ୍ୱା ଲୋକଙ୍କ ସହ ଝଗଡା କରିଥାନ୍ତି । ସେମାନଙ୍କ ଠାରେ ଦାରିଦ୍ର୍ୟତା ଏବଂ ଅଭାବ ଦେଖାଯାଏ ।

2. ଗାଧେଇବା ବେଳେ କିମ୍ୱା ବାହାରୁ ଘରକୁ ପ୍ରବେଶ କରିବା ସମୟରେ ନିଜର ପାଦକୁ ଭଲ ଭାବରେ ସଫା କରି ଧୋଇନେବା ଉଚିତ୍ । ଏପରି କରିବା ଦ୍ୱାରା ମନ ସ୍ଥିର ଏବଂ ଶାନ୍ତ ହୋଇଥାଏ ।

3. ଘରେ ଲଗେଇଥିବା ଗଛ ସବୁଦିନ ସକାଳେ ପାଣି ଦେବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହିତ ମାନସିକ ସ୍ତରରେ ଶାନ୍ତି ମିଳିଥାଏ ।

4. ଯେଉଁ ବ୍ୟକ୍ତିମାନେ ଖାଇବା ପରେ ଅଇଁଠା ବାସନକୁ ସେହିପରି ଛାଡିକି ଯାଇଥାନ୍ତି ତାଙ୍କୁ ସଫଳତା ମିଳିବା ସମ୍ଭବ ହୋଇ ନଥାଏ । ଆଉ ଯଦି ସଫଳତା ପାଇଥାନ୍ତି ତାହା ବହୁତ ଶୀଘ୍ର ନଷ୍ଟ ହୋଇଥାଏ ।

5. ଯେଉଁମାନେ ବାରମ୍ୱାର ଚୁଟି ଧରିବାର ଅଭ୍ୟାସ ଥାଏ କିମ୍ୱା ଚୁଟି ଛୁଇଁବା ଅଭ୍ୟାସ ରଖିଥାନ୍ତି , ସେମାନଙ୍କ ଠାରେ ସର୍ବଦା ଅମଙ୍ଗଳ ତଥା ଅଭାବ ଦେଖା ଦେଇଥାଏ ।

6. ଯେଉଁ ବ୍ୟକ୍ତି ମାନେ ଗରମ ପାଣିରେ ଗାଧେଇଥାନ୍ତି ସେମାନଙ୍କର କେଶ ଝଡିବା ସହ ଆଖିର ଦୃଷ୍ଟି ଶକ୍ତି କ୍ଷମତା ହ୍ରାସ ପାଇଥାଏ ।

7. ଯଦି ମୁଣ୍ଡ କୁଣ୍ଡାଇବା ସମୟରେ ଆପଣଙ୍କ ହାତରୁ ପାନିଆ ତଳକୁ ଖସିଯାଏ , ତେବେ ଏହା ଶୁଭ ସଙ୍କେତ ହୋଇଥାଏ । କିନ୍ତୁ କାନରେ କେଶ ଉଠିବା ଅଶୁଭ ଅଟେ ।

8. ଆପଣ ଭୁଲରେ ବି ଆମାବାସ୍ୟା ଦିନ ନିଶା ତଥା ମଦ୍ୟପାନ କିମ୍ୱା ମାଂସ ସେବନ କରିବା ଦ୍ୱାରା ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।

9. ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କିଛି ଅଶୁଭ ନଥାଏ କି ଶୁଭ ବି ନଥାଏ । କିନ୍ତୁ ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ଭ୍ରମିତ କରିଥାଏ ଲୋକମାନଙ୍କୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment