ଏହି 6 ଟି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ, 100% Conceive କରିବାର ଦାବା – Pregnancy Tips

0

ଯେତେବେଳେ ଜଣେ ମହିଳା ଗର୍ଭବତୀ ଥାଏ ,ସର୍ବପ୍ରଥମେ ତାଙ୍କର ଏହା ଜାଣିବା ପାଇଁ ଆଗ୍ରହ ହୋଇଥାଏ ଯେ ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । ଆମ ଦେଶ ବା ବିଦେଶରେ ଏମିତି ବହୁତ ମୁରବୀ ଅଛନ୍ତି ଯେଉଁମାନେ ଫେସ୍ ରିଡିଙ୍ଗ ଏବଂ ଶରୀରରେ ହେଉଥିବା ପରିବର୍ତ୍ତନକୁ ଦେଖି ବତେଇ ଦିଅନ୍ତି ଯେ ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ । ବେଳେବେଳେ ଏହା ସଠିକ୍ ହୁଏ ତ ଆଉକେତେବେଳେ ଫୁଲ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ ଜଣେଇବୁ , ଆପଣ ଜାଣିପାରିବେ ଯେ ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ ।

1. ପେଟର ଆକାର :-

ଯଦି ପ୍ରଗନେଣ୍ଟ ମହିଳାର ପେଟର ଆକାର ଗୋଲ ଏବଂ ବାହାର ପଟକୁ ଫୁଲିଥାଏ , ତେବେ ଏହା ପୁଅ ହେବାର ଲକ୍ଷଣ । ସେହିପରି ଯଦି ପେଟର ଆକାର ଚଉଡା ଅଛି ଏବଂ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ।

2. ମିଜାଜ୍ ରେ ପରିବର୍ତ୍ତନ :-

ଯେଉଁ ମହିଳାଙ୍କ ପ୍ରେଗନେନ୍ସିର ପ୍ରଥମ ତିନି ମାସ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ବା ପରବର୍ତ୍ତୀ ତିନି ମାସରେ ଦୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ , ତେବେ ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଅନ୍ୟପକ୍ଷେ ପେଟରେ ଝିଅ ଥିଲେ ମା ମାନେ ମେଳାଯୁଳା ଭାବନା ପ୍ରକାଶ କରିଥାନ୍ତି ।

3. ଖାଦ୍ୟରୁ ଘୃଣା ହେବା :-

ପ୍ରେଗନେନ୍ସି ସମୟରେ ଅନେକ ମହିଳା ପ୍ରଚୁର ପରିମାଣରେ ଖାଦ୍ୟ ଖାଇଥାନ୍ତି , ଆଉ କେତେକ ମହିଳାଙ୍କୁ ଖାଦ୍ୟରୁ ଘୃଣା ହୋଇଯାଏ । ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣାଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ବେଶି ହୋଇଥାଏ , ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ ।

4 ବେକିଙ୍ଗସୋଡା :-

ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନେବେ , ଏଥିରେ ଗୋଟିଏ ଚାମଚ ବେକିଙ୍ଗ ସୋଡା ପକାଇବେ । କୁହାଯାଏ ଯେ ଯଦି ବେକିଙ୍ଗ ସୋଡା ପକାଇବା ପରେ ପରିସ୍ରାରେ ଫେଣ କିମ୍ୱା ଫୋଟକା ହୁଏ ତେବେ ଗର୍ଭରେ ଛିଅ ଅଛି । ଯଦି ସୋଡା ପକାଇବା ପରେ ସେଥିରେ କୌଣସି ପରିବର୍ତ୍ତନ ନଆସେ ତେବେ ଗର୍ଭରେ ପୁଅ ଥାଇପାରେ ।

5. ଚଟପଟା କିମ୍ୱା ମିଠା ଖାଇବାର ଇଚ୍ଛା ହେବା :-

ପ୍ରେଗନେନ୍ସି ସମୟରେ ଯଦି ଜଣେ ମହିଳାଙ୍କୁ ମିଠା ଅଧିକ ଖାଇବାର ଇଚ୍ଛା ହୁଏ , ତେବେ ତାଙ୍କ ପେଟରେ ଝିଅ ହୋଇପାରେ । ଅନ୍ୟପଟେ ଯଦି ତାଙ୍କୁ ଅଧିକ ଖଟା , ଚଟପଟା , ମସଲାଯୁକ୍ତ ଖାଦ୍ୟ ବା ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ଏହା ପୁଅ ହେବାର ଲକ୍ଷଣ ।

6. ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ହେବା :-

ଯଦି ମହିଳାଙ୍କ ପେଟରେ ପୁଅ ଥାଏ ,ତେବେ ତାଙ୍କ ଫେସରେ ବ୍ରଣ ଆକ୍ନି ଆଦି ସମସ୍ୟା ଅଧିକ ଦେଖାଯାଏ । ଅନ୍ୟପକ୍ଷେ ଯଦି ମହିଳାଙ୍କର ରୂପ ରଙ୍ଗରେ ନିଖାର ଆସିଥାଏ , ତେବେ ଏହା ଝିଅ ହେବାର ଲକ୍ଷଣ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।