ଏହି Femous ଅଭିନେତ୍ରୀ ଙ୍କର Private ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ଅଶ୍ରୀଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ମାନଙ୍କର ଜୀବନ ଶୈଳୀ ନିଆରା ପ୍ରକାର ଅଟେ। ସେ ତାଙ୍କ ଅଭିନୟ ମାଧ୍ୟମରେ ଲୋକ ମାନଙ୍କର ମନ କିଣି ନେବା ସଙ୍ଗେ ସଙ୍ଗେ ଓ ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ଯଦି କୌଣସି ସେଲିବ୍ରେଟି ସାମାଜିକ ଦୁର୍ବ୍ୟବହାର ବା ଅସଦାଚରଣ ତାଙ୍କ ନାଁ ରେ ଶୁଣା ଯାଏ, ତାହେଲେ ସମାଜର ଲୋକ ମାନେ ତାଙ୍କୁ ନିନ୍ଦା କରିବା ସହ ଘୃଣା ମଧ୍ୟ କରି ଥାଆନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ଏହା ଏକ ଲଜ୍ୟା ଜନକ ଓ ଅପ୍ରୀତିକର କଥା ଅଟେ। ତେବେ ଘଟଣାଟି ହେଉଛି ଜଣେ ଓଡିଶୀ ନୃତ୍ୟ ଶିଳ୍ପୀ ତ୍ରିଶାକର ମଧୁଙ୍କ ଅଶ୍ରୀଳ ଭିଡିଓ ଭାଇରଲ ହେଇଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଭୋଜପୁରୀ ଚର୍ଚ୍ଚିତ କଳାକାର ତଥା ନୃତ୍ୟ ଶିଳ୍ପୀ ତ୍ରିଶାକର ମଧୁଙ୍କୁ ସେ ଆଗ ଧାଡ଼ିର ନୃତ୍ୟ ଶିଳ୍ପୀ ଭାବରେ ବେଶ ପରିଚିତ। ତାଙ୍କ ନୃତ୍ୟ ଶିଳ୍ପୀ ଦ୍ୱାରା ସେ ପ୍ରସିଦ୍ଧ ହୋଇ ପାରିଛନ୍ତି। ତାଙ୍କ ନୃତ୍ୟ ଦ୍ୱାରା ଲୋକ ମାନଙ୍କ ମନ କିଣି ନେଇ ପାରିଛନ୍ତି ଓ ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେବା ସଙ୍ଗେ ସଙ୍ଗେ ପସନ୍ଦ ମଧ୍ୟ କରି ଥାଆନ୍ତି। ସେ ତାଙ୍କ କଳାକୁ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଛନ୍ତି।

ତେବେ ସୋସିଆଲ ମିଡିଆରେ ତାଙ୍କର ଅଶ୍ରୀଳ ଭିଡିଓ ଭାଇରଲ ହେବା ସଙ୍ଗେ ସଙ୍ଗେ ଟ୍ରୋଲ ମଧ୍ୟ ଆରମ୍ଭ ହେବାରେ ଲାଗିଛି। ଭିଡିଓଟି ଭାଇରଲ ହେବା ପରେ ତାଙ୍କ ବିରୋଧୀ ଓ ସମର୍ଥକ ମୁଁହା ମୁଁହି ହୋଇଛନ୍ତି। ସେହି ଭିଡିଓରେ ଅଭିନେତ୍ରୀଙ୍କ ସହ ଜଣେ ପୁରୁଷ ନଜର ଆସୁଛନ୍ତି। ଏହି ଘଟଣାକୁ ନେଇ ଅଭିନେତ୍ରୀ କହିଛନ୍ତି ଯେ ଏହା ଏକ ଚକ୍ରାନ୍ତ ଅଟେ। ଏଭଳି ଘଟଣା ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।