ସମାଜର ଆଜିକାଲିର ଯୁବକ ଓ ଯୁବତୀ ମାନେ ମଉଜ ମଜଲିସ କରିବାକୁ ବହୁତ ଭଲ ପାଇଁ ଥାଆନ୍ତୁ, ସେଥିପାଇଁ ସେମାନେ ମସବୁବେଳେ ହୋଟେଲ ଓ ବାରକୁ ଯାଇ ମଜା ମସ୍ତି କରି ଥାଆନ୍ତି। ସେଠାରେ ଅନୈତିକ କାର୍ଯ୍ୟ ମଧ୍ୟ କରି ଥାଆନ୍ତି। ସେମାନେ କାହାରିକୁ ଖାତିର କରନ୍ତି ନାହିଁ। ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରି ଥାଆନ୍ତି। ଏଭଳି କରିବା ଦ୍ୱାରା ସମାଜ ଉପରେ ବହୁତ ଖରାପ ପ୍ରଭାବ ମଧ୍ୟ ପଡୁଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି କିଛି ବାରରେ ଅନୈତିକ କାର୍ଯ୍ୟ କରା ଯାଉଥିଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ବରରେ କିଛି ବାରରେ ବେଆଇନ ଭାବରେ ନୃତ୍ୟ ପରିବେଷଣ କରା ଯାଉଥିଲା। ସେମାନେ ସେଠାରେ ବହୁତ ଟଙ୍କା ଉଡାଇ ଥାଆନ୍ତି ଓ ମନ ଇଛା ଖାଇବା ଖାଇ ଥାଆନ୍ତି ଓ ନାଚି ଗାଇ ରାତିକୁ ରଙ୍ଗୀନ କରି ଦେଇ ଥାଆନ୍ତି ଓ ଯାହାର ଇଚ୍ଛା ଯାହା ସେହି କାର୍ଯ୍ୟ କରି ଥାଆନ୍ତି, ରୋକିବାକୁ କେହି ନଥାନ୍ତି। ଏମିତିକି ସେମାନେ ଆଇନ କାନୁନକୁ ଭୟ ନକରି ଏଭଳି କାର୍ଯ୍ୟ ସେଠାରେ କରି ଥାଆନ୍ତି। ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେଠାରେ ରହି ଥାଆନ୍ତି। ଯେଉଁ ମାନେ ପାର୍ଟିରେ ଯୋଗ ଦେଉଛନ୍ତି ସେମାନେ ଖରାପ ଆଡକୁ ମଧ୍ୟ ଗତି କରି ଚାଲିଛନ୍ତି। ସେହି ବାରରେ ଅନେକ ନିଶା ଦ୍ରବ୍ୟ ମଧ୍ୟ ମିଳିଥାଏ।
ଯାହାକୁ ଯୁବ ଗୋଷ୍ଠୀ ମାନେ ସେବନ କରିବା ଦ୍ୱାରା ମରଣକୁ ବରଣ କରୁଛନ୍ତି ଓ ଏଥି ସହିତ ନିଜ ଅସ୍ତିତ୍ବକୁ ମଧ୍ୟ ଭୁଲି ଯାଉଛନ୍ତି। ଏହି ଖବର ପାଇ ଅବକାରୀ ବିଭାଗ ତରଫୁରୁ, କଟକ ସ୍କ୍ୱାର୍ଡ ଓ ଭୁବନେଶ୍ୱରର ଅବକାରୀ ବିଭାଗ ମିଶି ସେଠାକୁ ଯାଇ ଥିଲୁ। ସେଠାରେ ଯାଇ ସବୁ କିଛି ତଥ୍ୟ ମଧ୍ୟ ପାଇଥିଲୁ। ଏହି ଖବର ପାଇ ଅନ୍ୟ ସବୁ ବାରକୁ ମଧ୍ୟ ଚେକ କରିଥିଲୁ। ଯେମିତିକି ନିଶା ବାର ଓ ଏକାମ୍ର ବାରରେ ମଧ୍ୟ ନୃତ୍ୟୁ ପରିବେଷଣ କରା ଯାଉ ଥିଲା। ଏହାକୁ ଚେକ କରି ସରିବା ପରେ ସେହି ବାର ଗୁଡିକ ମଧ୍ୟ ସିଲ କରି ଦିଆ ଯାଇ ଥିଲା।
ଏଥି ସହିତ ଅଜିତ ବାର, ଶୋକା ବାର ଓ ସେଲ୍ଫି ବାରକୁ ଯାଞ୍ଚ କରି, ଏହି ସବୁ ବାରକୁ ମଧ୍ୟ ବନ୍ଦ କରି ଦିଆ ଯାଇଛି। ଝାଡ଼ପଡା ନିକଟରେ ଥିବା ବାର ଗୁଡିକର ମଧ୍ୟ ଯାଞ୍ଚ କରା ଯାଇ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହିତ ଯାହା ଆଇନ ଅନୁସାରେ ନିୟମ ରହିବ ପଦକ୍ଷେପ ନିଆଯିବ ପୋଲିସ ତରଫୁରୁ କୁହା ଯାଇଛି। ତେବେ ବନ୍ଧୁଗଣ ଆଜିକାଲିର ଯୁବକ ଓ ଯୁବତୀ ମାନେ ଏଭଳି ଅନୈତିକ କାର୍ଯ୍ୟ ଠାରୁ ସବୁବେଳେ ପାଇଁ ଦୂରେଇ ରୁହନ୍ତୁ, ନହେଲେ ଜୀବନ ବହୁତ ନଷ୍ଟ ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।