ଏହି ଛୋଟ ଝିଅର ଭିଡ଼ିଓ ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛି…ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ

0

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ସେଥିରେ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସେହିଭଳି କିଛି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ ଏବଂ ଏହାର ଖୁସିକୁ ଉପଭୋଗ କରିଥାଉ।

ତେବେ ସେହିଭଳି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। ନିଶ୍ଚିତ ଭାବରେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ଅନେକ ସମୟରେ ଛୋଟ ପିଲାମାନଙ୍କର ଅନେକ କଥାକୁ ଆପଣ ଶୁଣିବାକୁ ପାଉଥିବେ।ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି ତାହା ପିଲାମାନେ ହିଁ ଜାଣନ୍ତି।

ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି ଓ ପ୍ରତିକ୍ରିୟା ମଧ୍ଯ ଦେଇଥାନ୍ତି। ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। ସେହିପରି କିଛି ପିଲାମାନଙ୍କ କଥା ମଧ୍ୟ କୌତୁହଳ ପୂର୍ଣ୍ଣ ହୋଇଥାଏ। ସେମାନଙ୍କର ଅନେକ ଭିଡିଓ ଆମେ ଆପଣଙ୍କୁ ଆଗରୁ ବି ଦେଖେଇଛୁ। ସେହିଭଳି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।ଏହି ଭିଡିଓ ରେ ଏହି ଛୋଟ ଝିଅ ଜଣଙ୍କ କଣ କହୁଛନ୍ତି ଥରେ ଶୁଣନ୍ତୁ।

ତାଙ୍କ ମାଆ ତାଙ୍କୁ ପାଠ ପଢିବାକୁ କହିବାରୁ ସେ ପିଲାଟି କହୁଛି ମୋତେ ଏକ ଲାଗିଲାଣି।ସେ ଏକକୁ ମୁତ ଲାଗିଲାଣି ବୋଲି କହୁଛି। ବାରମ୍ଵାର ସେ କହୁଛି ମୋତେ ବହୁତ୍ ଜୋର୍ ରେ ଏକ ଲାଗିଲାଣି। ଟିକେ ରୁହ, ମୋତେ ଏକ ଲାଗିଛି, ସତରେ ମୋତେ ବହୁତ୍ ଜୋର୍ ରେ ଏକ ଲାଗିଛି। ଏହାପରେ ମାଆ କହୁଛନ୍ତି ଘଣ୍ଟାଏ ପର୍ଯ୍ୟନ୍ତ ଏଠାରେ ବସିବାକୁ ପଡ଼ିବ। ପିଲାଟି ଶେଷରେ ରାଗିଯାଇ କହୁଛି ସତରେ ମୋତେ ଏକ ଲାଗିଲାଣି। ତାଙ୍କର ଏହି କଥା ଶୁଣି ଆପଣ ବି ହସିହସି ଗଡିଯିବେ।