ଏହି Cute ଛୋଟ ଝିଅ ନିଜ ବାପାଙ୍କୁ ଏପରି ପାଟି କଲା, ଭିଡିଓ ଦେଖି ସବୁ ବାପାମାନେ ଠିକ ରାସ୍ତାକୁ ଆସିଯିବେ…ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନିଶ୍ଚିତ ଭାବରେ ରହିଛି । ଶିକ୍ଷା କ୍ଷେତ୍ରରେ ସମାଜ ମଧ୍ୟ ବହୁତ ଉନ୍ନତି ହେଲେଣି, ସମସ୍ତେ ଟେକ୍ନୋଲୋଜି ବିଷୟରେ ଅବଗତ ହେଲେଣି । ଲୋକମାନେ ବିତେଇଥିବା ପ୍ରତ୍ୟେକଟି ଖୁସୀର ମୁହୂର୍ତ୍ତ କୁ ସେମାନେ ସୋସିଆଲ ମଡିଆରେ ସେୟାର କରିଥାନ୍ତି । ଏହାଛଡା ଆପଣ ମାନେ ଅନେକ ସମୟରେ ଛୋଟ ପିଲା ମାନଙ୍କର ବିଚକ୍ଷଣ ଭିଡିଓ ନିଶ୍ଚୟ ଦେଖିଥିବେ । ଛୋଟ ପିଲାମାନଙ୍କର ହସ ହସ ମୁଖ ଦେଖିଲେ ମନୁଷ୍ୟର ସମସ୍ତ କ୍ଳାନ୍ତି ଦୂର ହୋଇ ଯାଇଥାଏ ।

ତେବେ ଆଜିର ଛୋଟ ପିଲା ମାନେ ଅଳ୍ପ ବୟସରୁ ହିଁ ନିଜର ଆକର୍ଷଣୀୟ ପ୍ରତିଭା ଦେଖାଇ ସମସ୍ତଙ୍କର ମନ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରୁଛନ୍ତି । ଛୋଟ ପିଲାମାନଙ୍କର ଡ୍ୟାସ ହେଉ ବା ଅଭିନୟ ବା ଆକର୍ଷଣୀୟ କୌଣସି ପ୍ରତିଭା ହେଉ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ । ଏମାନଙ୍କର କଥା କହିବାର ଶୈଳୀ ଏପରି ହୋଇଥାଏ , ଯେ ଆପଣ ମାନେ ଶୁଣିଲେ ମଧ୍ୟ ଖୁସୀରେ ପାଗଳ ହୋଇଯିବେ । ଅନେକ ସମୟରେ ଛୋଟ ପିଲାମାନେ କିଛି ନା କିଛି ନିଜର ପ୍ରତିଭା ଦେଖାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କୁନି ଝିଅ ବିଷୟରେ ଜଣେଇବୁ ,ଯିଏ ନିଜ ବାପାଙ୍କୁ ଏପରି କିଛି କହିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଓ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଆଜିର ଏହି କର୍ମମୟ ଦୁନିଆରେ ସମସ୍ତ ବ୍ୟକ୍ତି ଅଏସ୍ ଆରାମରେ ଜୀବନ ବିତେଇବା ପାଇଁ ଚାହିଁଥାନ୍ତି । ଏଥି ପାଇଁ ଅର୍ଥର ମଧ୍ୟ ଆବଶ୍ୟକତା ମଧ୍ୟ ରହିଛି , ଅର୍ଥ ପଛରେ ଗୋଡାଇ ଗୋଡାଇ ବ୍ୟକ୍ତି ମାନେ ନିଜ ପରିବାର ଲୋକଙ୍କ କଥା ଠିକ୍ ଭାବରେ ବୁଝି ପାରନ୍ତି ନାହିଁ ।

ତେବେ ଏହି କନସେପ୍ଟ ଉପରେ ଫୋକସ୍ ଉପରେ ଫୋକସ୍ କରି ଛୋଟ ପିଲା ମାନେ ବିଭିିନ୍ନ ପ୍ରକାର ସର୍ଟ ଭିଡିଓ ସୋସିଆଲ ମିଡିଆରେ ଆପଲୋଡ୍ କରୁଛନ୍ତି । ତେବେ ଆଜିର ସମୟରେ ମଧ୍ୟ ଜଣେ ଛୋଟ ଝିଅ ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଝିଅଟି ଏହି ଭିଡିଓ ରେ ନିଜ ବାପାଙ୍କୁ ଅଟକାଇ କିଛି କହିଛନ୍ତି , ସେ କହିଛନ୍ତି କି ,” ଅଫିସ୍ ହିଁ ତମ ପାଇଁ ଘର ।

ତମେ ସେଠାରେ ରହି ଯାଉନ , ଆଉ ଯେତେବେଳେ ଭୋକ ଲାଗିବ ଆଉ କେହି ଖାଇବା ପାଇଁ ନଦେବେ , ସେତେବେଳେ ଅନୁଭବ କରି ପାରିବ କି ଝିଅ ଠିକ୍ କହୁଛି କି ଭୁଲ । ତମେ ସବୁଦିନ ଅଫିସରୁ ଲେଟ୍ ରେ ଆସିବ , ବଉ ତମକୁ ଅପେକ୍ଷା କରି ଲେଟ୍ ରେ ଖାଇବ । ତା ଦେହ ଖରାପ ହେବ , ହେଲେ ତମେ ତ ଘରକୁ ଆସିବନି ନା ତ ଆମର କଣ ହେବ । ଏହିପରି ଭାବରେ ଝିଅଟି ରାଗିଯାଇ ତାର ବାପାଙ୍କୁ ଏପରି କହିଛି ଯେ , ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment