ଏହି ଗଛ ର ଚେର କୁ ଘରେ ରଖିଲେ ସୁଖ ଶାନ୍ତି ଏବଂ ଧାନ ଆସିଥାଏ – Sadhu Bani

ହଁ ଦର୍ଶକ ବନ୍ଧୁ ଆମ ସମାଜରେ ଏପରି ମଧ୍ୟ କିଛି କଥା ରହିଛି ଯାହାକୁ ଆମେ ମାନିକି ଚାଲିଲେ ଆମର କିଛି କ୍ଷତି ହୋଇନଥାଏ କି ଆମ କୋୖଣସି ବି ଅସୁବିଧାରେ ପଡିନୋଥାଉ, ତେବେ ଏପରି କିଛି ସାଧୁବାଣି ରହିଛି ଯାହା ଆମ ଧର୍ମ ଶାସ୍ତ୍ରରେ ଆଗରୁ ଲେଖା ଯାଇଛି , ଆଉ ଯାହାକୁ ଆମେ ମାନିକି ଯଦି ଚଳିବା ତାହେଲେ ଆମର ଜୀବନରେ କିଛି ବି ଅସୁବିଧା ଘଟିବ ନାହିଁ, ତେବେ ଆସନ୍ତୁ ଆଜି ସେମିତି କିଛି ସାଧୁବାଣୀ ବିଷୟରେ ଜାଣିବା |

ଆଜ୍ଞା ହଁ ବଡ ବଡ ସାଧୁ ସନ୍ୟାସୀ ଙ୍କ ବହୁତ ଗୁଡିଏ ତଥ୍ୟ ଆମର ଗ୍ରନ୍ଥ ଓ ପୁରାଣରେ ଲିପି ବଦ୍ଧ ହେଇକି ରହିଛି , ତାହାକୁ ଆମେ ଯଦି ମାନିଚଳିବା ତାହାଲେ ଆମର ସବୁ ଅସୁବିଧା ଦୂର ହେଇଯିବ |ତାହେଲେ ଚାଲନ୍ତୁ ସେମିତି କିଛି କଥା ଓ ସାଧୁବାଣି ବିଷୟରେ ଜାଣିବା |

1- ଶନିଦେବଙ୍କ ମୂର୍ତ୍ତି କେବଳ ମନ୍ଦିରରେ ହି ପୂଜା ପାଇବା ଉଚିତ, ଶନିଦେବଙ୍କୁ ମୂର୍ତ୍ତିକୁ କେବେବି ଭୁଲରେ ବି ଘରେ ରଖି ପୂଜା କରିବା କଥା ନୁହେଁ, ସେପରି କରିଲେ ଆପଣଙ୍କ ଜୀବନରେ ଘୋର ଅନର୍ଥ ଘଟିବ , ଆଉ ଦୁଃଖ କଷ୍ଟରେ ଦିନ ବିତିବ |

2-ଛାତ୍ର ମାନଙ୍କ ପାଇଁ ଗୋଟିଏ ବଡ କଥା ରହିଛି , ଆପଣ ମାନେ ତ ଜାଣିଥିବେ ବର୍ଷରେ ଥରେ ମାତ୍ର ଗଣେଶ ପୂଜା ଆସିଥାଏ , ତେବେ ଗଣେଶ ପୂଜାରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ କରିବା ପାଇଁ ପଡିବ ଏପରି କିଛି କାମ ଯାହା ଯୋଗୁ ଆପଣଙ୍କର ବିଦ୍ୟା କ୍ଷେତ୍ରରେ ପ୍ରବଳ ଉନ୍ନତି ହେବ , ଆପଣ ଗଣେଶ ପୂଜାରେ ଖୋସା ନଡୁ ଖାଇବେ ଆଉ ତାହା ସହିତ ଗୋଟିଏ କାମ କରିବେ, ଗରମ ପାଣି ନେଇ ସେଥିରେ କିଛି ଅଳେଇଚ ପକାଇବେ ଆଉ ସେହି ପାଣିରେ ସ୍ନାନ କରିବେ , ଦେଖିବେ ଆପଣଙ୍କର ବିଦ୍ୟାର କେମିତି ଉନ୍ନତି ଘଟିବ , ଆଉ ବିଦ୍ୟା ଜଣିତ ସମସ୍ୟା ମଧ୍ୟ ଦେଖା ଜୀବ ନାହିଁ |

3-ଯଦି ଆପଣଙ୍କ ଘରେ ଅଶାନ୍ତି ଲାଗି ରହୁଛି କାହାରି ସହିତ କାହାରି ମନ ମିଶୁନି, ସବୁବେଳେ ମନ ଫଟା ଫୋଟି ରହୁଛି ତାହେଲେ ଆପଣ ତନ୍ତ୍ର ଶାସ୍ତ୍ରରେ ଥିବା ଗୋଟିଏ କାମ କରନ୍ତୁ, ଶନିବାର ଦିନ ଗୋଟିଏ ବଉଳ ଗଛକୁ ସାତ ଥର ପ୍ରଦକ୍ଷଣ କରନ୍ତୁ, ଆଉ ସେହି ଗଛର ଚେରକୁ ନେଇକି ଘରେ ରଖନ୍ତୁ ସବୁ ଅନର୍ଥ ଦୂର ହେଇଯିବ |

4-ଯଦି ଆପଣ ମାଛ ଖାଇବାକୁ ଭଲ ପାଉଛନ୍ତି ତେବେ ଆପଣ କରିପାରିବେ ଏମିତି କିଛି କାର୍ଯ୍ୟ ଯାହା ଦ୍ୱାରା ଆପଣଙ୍କ ଶରୀରର ମଙ୍ଗଳ ହେବ, ଆପଣ ମାଛ ଖାଉଥିଲେ ମହୁରାଳୀ ମାଛ ଖାଆନ୍ତୁ, ଆଉ ମାଛକୁ ପୋଡା କରି ତରକାରୀ ଭାବରେ ଖାଆନ୍ତୁ, ଯାହା ଦ୍ୱାରା ସବୁ ସମସ୍ୟା ଦୂର ହେଇଯିବ |

ଏହି ପରି ନିୟମକୁ ମାନିଲେ ଆପଣଙ୍କର ସମସ୍ତ ପ୍ରକାରର ସମସ୍ୟା ମଧ୍ୟ ଦୂର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment