Exclusive : ଏହି ଗେଷ୍ଟହାଉସ ବୁକ କରିଥିଲେ ପ୍ରକୃତି ମିଶ୍ର ! ଗେଷ୍ଟହାଉସରେ ଭାଇରାଲ ହେଉଛି ବାବୁସାନଙ୍କ ଫୋଟୋ… ଦେଖନ୍ତୁ Video

ବର୍ତ୍ତମାନ ସମୟରେ ବଡ଼ ଘର ବଡ଼ ଗୁମର କଥା ପଦା ରେ ପଡ଼ିଛି, ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ର ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆଜି ଭାଇରାଲ ହେବାରେ ଲାଗିଛି | ତେବେ ଏବେ ଖବର ଅନୁଯାଇ ସୂଚନା ମିଳିଛି କି ପ୍ରକୃତି ମିଶ୍ର ଏକ ଗେଷ୍ଟ ହାଉସ ବୁକ କରି ଥିଲେ ଆଉ ସେ ଜୁନ 30 ଏବଂ ଜୁଲାଇ 1, 2 ରେ ତିନି ଦିନ ସେ ଗେଷ୍ଟ ହାଉସ ରେ ରହି ଥିଲେ | ତେବେ ଆଜି ସକାଳେ ସେ ପୁଣି ଥରେ ଏହି ଗେଷ୍ଟ ହାଉସ କୁ ନିଜ ଜିନିଷ କିଛି ନେବା ପାଇଁ ଆସି ଥିଲେ | କାରଣ ସେ ଯେତେ ବେଳେ ରହୁ ଥିଲେ ସେତେ ବେଳେ ସେ ତାଙ୍କ ଜିନିଷ ନେଇ ନଥିଲେ ଆଉ ଆଜି ଆସି ଥିଲେ ତାଙ୍କ ଜିନିଷ ନେବା ପାଇଁ |

ତେବେ ଯେତେ ବେଳେ ସେ ଏଠାରେ ଜିନିଷ ନେବା ପାଇଁ ବାହାରି ଥିଲେ ସେଠାରେ କିଛି ସାଧାରଣ ଲୋକ ଆସି ତାଙ୍କ ପଖରେ ସେଲ୍ଫି ନେଉ ଥିଲେ | ଆଉ ସେଲ୍ଫି ନେବା ପରେ ଜଣେ ଯୁବତୀ ତାଙ୍କ ଉପରେ ଆକ୍ରମଣ କରି ଥିଲେ କିନ୍ତୁ ସେ ଯୁବତୀ ଜଣଙ୍କ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ | ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଯେତେ ବେଳେ ପ୍ରକୃତି ମିଶ୍ର ତିନି ଦିନ ଏଠାରେ ରହି ଥିଲେ ସେତେ ବେଳେ ସେ ରୁମ ରେ ଏକା ଥିଲେ ନା ତାଙ୍କ ସାଙ୍ଗରେ ଆଉ କିଏ ରହୁ ଥିଲେ | ତେବେ ଅନ୍ୟ ପଟେ ଗେଷ୍ଟହାଉସ ର କର୍ତ୍ତୃପକ୍ଷ କହି ଥିଲେ କି ସେ ଏକା ହିଁ ରହୁ ଥିଲେ, କିନ୍ତୁ ସେ ଯେଉଁଭଳି ଭାବରେ ଉତ୍ତର ଦେଇ ଥିଲେ ତାହା ନିଶ୍ଚିତ ଭାବେ ସମସ୍ତ ଙ୍କୁ ସନ୍ଦେହ କଲା ପରି ଥିଲା |

ତେବେ ସେ ଯଦି ଏକା ରହୁ ଥିଲେ ତେବେ ଗେଷ୍ଟ ହାଉସ ର କର୍ତ୍ତୃପକ୍ଷ ଏମିତି କାହିଁକି ବ୍ୟବହାର କରୁଛନ୍ତି | ତେବେ ଆଜି ସକାଳେ ଦେଖିବାକୁ ମିଳି ଥିଲା କି ପ୍ରକୃତି ମିଶ୍ର ଙ୍କ ସହିତ ବାବୁସାନ ଥିଲେ ଯିଏ ଡ୍ରାଇଭ କରୁ ଥିଲେ ଆଉ ବାମ ପାର୍ଶ୍ଵ ରେ ପ୍ରକୃତି ମିଶ୍ର ବସି ଥିଲେ | ଯଦି କର୍ତ୍ତୃପକ୍ଷ କହୁଛନ୍ତି କି ପ୍ରକୃତି ଙ୍କ ସହ କେହି ନଥିଲେ ତେବେ ବାବୁସାନ କେଉଁଠୁ ଆସିଲେ ତାହା ମଧ୍ୟ ଅନେକ ସସପେନ୍ସ ଭିତରେ |

ତେବେ ଏହି ଯେଉଁ ତିନି ଦିନ ରହିଛି ସେହି ତିନି ଦିନ ପ୍ରକୃତି ମିଶ୍ର କଣ ପାଇଁ ଗେଷ୍ଟ ହାଉସ ରେ ରହି ଥିଲେ ଏବଂ ତାଙ୍କ ସହିତ କିଏ ଥିଲେ ଏହା ସବୁଠାରୁ ବଡ଼ ପ୍ରଶ୍ନ ରହିଛି | ସେ ଯାହା ବି ହେଉ ବାବୁସାନ ଙ୍କର ଏଭଳି ଏକ ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment