Health Tips – ଏହି ଗୋଟେ ପତ୍ର ଆପଣଙ୍କ ଦାନ୍ତ ର ସବୁ ସମସ୍ୟା କୁ ଶୀଘ୍ର ଦୁର କରିଦବ

0

ବନ୍ଧୁଗଣ ଏହି ଗୋଟିଏ ପତ୍ର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତର ସବୁ ସମସ୍ୟା ଦୂର ହୋଇଯିବ l ଏବଂ ଆଗ ଅପେକ୍ଷା ଆପଣ ହେଉଥିବା ଦାନ୍ତ ର ପ୍ରୋବ୍ଲେମ ପୁରା ଦୁରେଇ ଯିବ l ଏବଂ ନିଜକୁ ଆହୁରି ସୁସ୍ଥ ମାନେ କରିବେ l”ସ୍ୱାସ୍ଥ୍ୟ ହିଁ ଜୀବନ”, ଏହାର ଅର୍ଥ ସ୍ୱାସ୍ଥ୍ୟ ଆମର ଜୀବନ ହୋଇଥାଏ l ଆମର ଶରୀର ପଞ୍ଚ ଇନ୍ଦ୍ରୀୟ ଦ୍ୱାର ଗଠିତ l ଯଦି ଆମର ଶରୀର ଭଲ ରହିଛି ତେବେ ଆମେ ଆମ ଜୀବନରେ ଥିବା ପ୍ରତେକଟି ଖୁସି ପାଖରେ ପହଁଚି ପରିବା l ଯଦି ଆମ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆମ ପାଖରେ ଥିବା ଧନ, ସମ୍ପତିର କିଛି ମୂଲ୍ୟ ନାହିଁ l

ଆମର ଯେଉଁ ପଞ୍ଚ ଇନ୍ଦ୍ରୀୟ ଅଛି ତାଙ୍କ ମଧ୍ୟରୁ ଦାନ୍ତ ହେଉଛି ଏକ ସମ୍ବେଦନଶୀଳ ଇନ୍ଦ୍ରିୟ l ବର୍ତ୍ତମାନ ସମୟରେ ଦାନ୍ତର ସମସ୍ୟା ପ୍ରାୟ ପ୍ରତେକ ଲୋକଙ୍କ ପାଖରେ ଭିନ୍ନ ଭିନ୍ନ ଦେଖାଦେଉଛି l ଯେପରିକି ଦାନ୍ତ ମୂଳରେ ଯନ୍ତ୍ରଣା ଅନୁଭବ କରିବା, ମାଢିରେ କଷ୍ଟ ଅନୁଭବ କରିବା, ପୋକ ଲାଗିବା ଇତ୍ୟାଦି l ତେବେ ଏହି ସବୁ ସମସ୍ୟାର ଏକ ଘରୋଇ ଉପଚାର ଜାଣି ରଖନ୍ତୁ ବନ୍ଧୁଗଣ… l

ଆବଶ୍ୟକ ସାମଗ୍ରୀ:-

1- ଅଧା କପ ଜଳ
2- 4-5 ଟି ଜାମ୍ବ/ପିଜୁଳି ପତ୍ର
3- ଅଧା ଚାମଚ ଖାଇବା ଲୁଣ

ପ୍ରସ୍ତୁତ ପ୍ରଣାଳୀ:-

ପ୍ରଥମେ ଏକ ପିଜୁଳି ପତ୍ରକୁ ଧୋଇନିଅନ୍ତୁ, ଏହା ପରେ ଏହାକୁ ପାଣିରେ ପକେଇ 5ରୁ7 ମିନିଟ ଫୁଟାନ୍ତୁ l ଏହା ପାଣିର ରଙ୍ଗ ବଦଳିଯିବ ଏହାପରେ ଅନ୍ୟ ପାତ୍ରକୁ କାଢି ନିଅନ୍ତୁ ଏବଂ କିଛି ସମୟ ଥଣ୍ଡା ହେବାକୁ ଛାଡିଦିଅନ୍ତୁ lଯେତେବେଳେ ଏହି ପାଣି ଥଣ୍ଡା ହୋଇଯିବ ଅଧା ଚାମଚ ସାଧାରଣ ଲୁଣ, ଯେଉଁ ଲୁଣକୁ ଆମେ ଆମ ଖାଦ୍ୟରେ ବ୍ୟବହାର କରିଥାନ୍ତି l ଏହା କୁ ମିଶାଇ ଭଲ ଭାବରେ ମିକ୍ସ କରି ନିଅନ୍ତୁ l ଫୁଣି ଏହାକୁ ହାଲକା ଉଷୁମ କରିନିଅନ୍ତୁ l ତେବେ ଏବେ ଆପଣଙ୍କ ଯଡିବୁଟି ପ୍ରସ୍ତୁତ ହୋଇଗଲା l

ବ୍ୟବହାର କରିବେ କିପରି:-

ଆପଣଙ୍କର ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇସାରିବା ପରେ ଆପଣ ଏହି ପାଣିକୁ କିଛି ସମୟ ଆପଣ ପାଟିରେ ପୁରାଇ ରଖନ୍ତୁ l  କୁଳି କରିନିଅନ୍ତୁ ଏହିପରି ଆପଣ ପ୍ରସ୍ତୁତ କରିଥିବା ସମସ୍ତ ଯଦିବୁଟି କୁ କୁଳି କରିନିଅନ୍ତୁ l ଏହିପରି ଆପଣ ଏହା କୁ ପ୍ରତେକ ଦିନ ଦିନରେ ଦୁଇଥର କରନ୍ତୁ l ଏହା କୁ ନିୟମିତ ଭାବରେ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଦେଖିବେ କି ଆପଣଙ୍କ ର ହୋଇଥିବା ସବୁ ଦାନ୍ତ ର ସମସ୍ୟା ଦୂର ହୋଇଯିବ l

ଆପଣ ଏହା କରିବା ପରେ ଆପଣଙ୍କ ଦାନ୍ତ ରେ ହୋଇଥିବା ସବୁ ସମସ୍ୟା ଦୂର ହୋଇଯିବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।